Latest Odisha News

BREAKING NEWS

Yearly Archives

2021

ପୁସ୍ତକ ପରିଚୟ : ଝିଅଟେ ପଥୁରିଆ ସାହିରୁ

ଝିଅଟେ ପଥୁରିଆ ସାହିରୁ ଲେଖିକା : ଚନ୍ଦ୍ରା ମିଶ୍ର ପ୍ରକାଶକ : କାହାଣୀ , କଲ୍ୟାଣୀ ନଗର,କଟକ ବିତରକ : କିରଣ କିଶୋର ଏଜେନ୍ସି ଶଗଡ଼ିଆ ସାହି,( ହନୁମାନ ମନ୍ଦିର ନିକଟ) କଟକ ୭୫୩୦୦୧ ଫୋନ୍ ନମ୍ବର : ୯୭୭୬୩୩୭୬୦୯ ପୃଷ୍ଠା : ୩୦୮ ମୂଲ୍ୟ : ୩୦୦ ଜଗନ୍ନାଥ ଧାମ ପୁରୀରେ ଜନ୍ମ ହୋଇ…

ଦଳିଦେଲା ଦନ୍ତା, ଜଣେ ମୃତ

କାମାକ୍ଷାନଗର: ଦଳିଦେଲା ଦନ୍ତା। ଢ଼େଙ୍କାନାଳ ଜିଲ୍ଲା ଡ଼ମୋଳ ଗାଁରେ ଏହି ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ନାଳ ଭିତରେ ଦଳିଦେଲା ଦନ୍ତା। ମୃତକ ଜଣକ ହେଲେ ଡ଼ମୋଳ ଗାଁର କମାର ବେହେରା। କମାର ଆଜି ଭୋର ପ୍ରାୟ ୫ଟା ସମୟରେ ଗାଁ ପାଖ ଜୋରକୁ ଗାଧୋଇବାକୁ ଯାଇଥିବାବେଳେ…

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଉତ୍ତରାଖଣ୍ଡ : ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଉତ୍ତରାଖଣ୍ଡ। ପ୍ରକୃତିର କରାଳ ରୂପ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି। ଗତ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଦୁଇ ଦିନ ଭିତରେ ପାଖାପାଖି ୧୬ ଜଣ ଲୋକଙ୍କ ଜୀବନ ଗଲାଣି।ଆଜି ୧୧ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।ରାସ୍ତାରେ…

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ମାଟି ତଳେ ଲୁଚିଛି କି ରହସ୍ୟ ?

କଳାହାଣ୍ଡି : ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା । ମାଟି ତଳେ ଲୁଚିଛି କି ରହସ୍ୟ ? କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା । ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଲା ଗଳିତ ମୃତଦେହ । ମୃତଦେହଟି ନିଖୋଜ ମମିତା ମେହେରଙ୍କ ହୋଇଥିବା…

ଅଜବ ନିୟମ; ପିଲା ଭୁଲ୍‌ କଲେ ଦଣ୍ଡ ପାଇବେ ପିତାମାତା

ନୂଆଦିଲ୍ଲୀ: ଚୀନ୍ ଏକ ଅଜବ ନିୟମ ଲାଗୁ କରିବାକୁ ନେଇ ପ୍ରସ୍ତୁତ ହେଉଛି। ଏହି ନିୟମ ହେଉଛି ପିଲାମାନଙ୍କର ଭୁଲ ପାଇଁ ପିତାମାତାଙ୍କୁ ଦାୟୀ କରିବ। ଚୀନ୍‌ର ସଂସଦ ଶିକ୍ଷା ପ୍ରୋତ୍ସାହନ ଆଇନର ଏକ ଡ୍ରାଫ୍ଟ ଉପରେ ବିଚାର କରିବ ଯାହା ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କର ଅସଦାଚରଣ ପାଇଁ…

କୋହଲି ସ୍ପଷ୍ଟ କଲେ, ରୋହିତ-ରାହୁଲ ଓପନିଂ କରିବେ

ଦୁବାଇ: ଟି୨୦ ବିଶ୍ୱକପରେ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି । ୱାର୍ମ ଅପ ମ୍ୟାଚରେ ଇଶାନ କିଶାନ ୭୦ ରନର ଇନିଂସ ଖେଳିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ବୋଲି ଜଣାପଡିଛି । କୋହଲି ନିଜେ ୩ନଂ ସ୍ଥାନରେ ବ୍ୟାଟିଂ କରିବେ…

ପହଞ୍ଚୁନି ପୃଷ୍ଟିକର ଖାଦ୍ୟ, ଅପପୃଷ୍ଟିର ଶିକାର ଅଧିକାଂଶ ଶିଶୁ

କେନ୍ଦୁଝର: ଖଣି ଖାଦାନଭରା ଅଞ୍ଚଳରେ ଅପପୃଷ୍ଟିର ଶିକାର ଶିଶୁ। ଏହିଭଳି ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ। ସରକାର ଆଦିବାସୀ ବହୁଳ ଅଞ୍ଚଳରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ବହୁ ଯୋଜନା କରୁଛନ୍ତି। ମାତ୍ର ତାହା କେବଳ କାଗଜ କଲମରେ ସୀମିତ। ଯାହା…

‘ଧମାକା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନଙ୍କ ଚଳଚ୍ଚିତ୍ର 'ଧମାକା'ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ। ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୯ ଅର୍ଥାତ୍‌ ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସମେତ ମୃଣାଳ ଠାକୁର, ଅମୃତା…

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ନେଲେ

କଟକ : ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି । ଜଷ୍ଟିସ ମୃଗାଙ୍ଗ ସେଖର ସାହୁ, ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ  ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ…

କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ପଛରେ ଷଡଯନ୍ତ୍ର; ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ମାମଲାର ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନୁସନ୍ଧାନ କରିବ। ସୂତ୍ର ଅନୁଯାୟୀ, ଏ ସମ୍ପର୍କରେ ଖୁବ ଶୀଘ୍ର ସରକାର ଯାଞ୍ଚର ନିର୍ଦ୍ଦେଶ ଦେଇପାରନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଇତି ମଧ୍ୟରେ ପ୍ରାଣ…