Latest Odisha News

BREAKING NEWS

Yearly Archives

2021

ହଠାତ୍‌ ଉଭା ହେଲା ୮୦ ବର୍ଷ ତଳେ ଧ୍ୱଂସ ପାଇଯାଇଥିବା ଗାଁ

ନୂଆଦିଲ୍ଲୀ: ବ୍ରିଟେନରେ ଆଜିକାଲି ଏକ ଗାଁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାୟ ଅଶୀ ବର୍ଷ ପୂର୍ବେ ଏହି ଗାଁ ପାଣିରେ ବୁଡ଼ି ଯାଇ ପରିଚୟ ହରାଇଥିଲା। ସମ୍ପ୍ରତି, ଏହି ଗାଁ ଉପରେ ମାଡି ଯାଇଥିବା ପାଣି ଶୁଖିଯିବାରୁ ଏହି ଗାଁ ପୁଣି ଥରେ ଉଭା ହୋଇଛି। ଏହି ଗାଁର ଅବଶେଷ ଦେଖାଯିବା ମାତ୍ରେ…

ପିହୁ ନିଖୋଜ ଘଟଣା: ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କଲେ ମା’

ଯାଜପୁର: ପିହୁ ଶିଶୁ ନିଖୋଜ ଘଟଣା। ୧୪ମାସ ପରେବି ମିଳୁନି ପତ୍ତା। ଏବେବି ପିହୁର ମା’ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପିହୁର କୌଣସି ସନ୍ଧାନ ମିଳିନଥିବାବେଳେ ତଦନ୍ତ ପ୍ରକ୍ରିୟା ନେଇ ପିହୁର ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ସୋମବାର ଠାରୁ ଆସନ୍ତା ସପ୍ତାହରେ ଭାରତରେ ବ୍ୟାଙ୍କ ସେବା ୬ ଦିନ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୮ରେ ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ।…

ନିଅନ୍ତୁ କୋଭିଡ୍ ଭାକ୍ସିନ୍‌, ଜିତନ୍ତୁ ଟିଭି ଓ ମୋବାଇଲ୍ ଫୋନ୍‌

ଓଡିଶା ସମ୍ବାଦ ବ୍ୟୁରୋ: ଏଥର କୋଭିଡ୍ ଟୀକା ନେଲେ ପୁରସ୍କାର ସ୍ୱରୂପ ମିଳିବ ଟିଭି, ମୋବାଇଲ୍ କିମ୍ବା ବ୍ଲାଙ୍କେଟ୍ । ଏଥିପାଇଁ ଏକ ଲକି ବମ୍ପର୍ ଡ୍ରରେ ଭାଗ ନେବାକୁ ପଡିବ । ମଣିପୁରର ପଶ୍ଚିମ୍ ଇମ୍ଫାଲ୍ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଏଭଳି ଲୋଭନୀୟ ଅଫର ମିଳିଛି । ଏଥିପାଇଁ ସ୍ଥାନୀୟ…

ପଞ୍ଚାୟତର ସରପଞ୍ଚ ପଦବୀରେ ତଫସିଲଭୁକ୍ତ ଜନଜାତିଙ୍କ ସଂରକ୍ଷଣ ନେଇ ଦାବି

ଯାଜପୁର: ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଜହ୍ନା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ମାତ୍ର କେତେକ ବ୍ୟକ୍ତି ଏହାକୁ ବିରୋଧ କରି ଏହାକୁ ସାଧାରଣ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ…

ଭଲ ମଣିଷ ହେବାକୁ ପ୍ରତିଶ୍ରୁତି ଦେଲେ ଆର୍ୟନ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଏବେ ଜେଲ୍‌ରେ ଅଛନ୍ତି। ମୁମ୍ବାଇ ସେସନ୍‌ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଶୁଣାରିକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାରି ଭିତରେ ଆର୍ୟନ୍‌ଙ୍କୁ…

ମହାଆଳତୀ ମାଧ୍ୟମରେ ସଚେତନତା ସୃଷ୍ଟି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତେନ୍ତୁଳିଘାଟରେ ଲଙ୍କେଶ୍ୱରୀ କମିଟି ପକ୍ଷରୁ ମହାଆଳତୀ କରାଯାଇଛି। ପବିତ୍ର ମହାଳୟାରୁ ଏହି ମହାଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୂର୍ଣ୍ଣମୀ ଦିନ ଏହା ଶେଷ ହେବ। ମହାନଦୀକୁ ସ୍ୱଚ୍ଛ ରଖିବା ସହିତ କରୋନା ମହାମାରୀକୁ ଦୂର କରିବାକୁ ଏକ ଅଭିନବ…

୧୦୦ ଟପିଲା ଟମାଟୋ ଦର

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ସହିତ ଏବେ ଟମାଟୋ ଏବଂ ପିଆଜର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି। ୧୦୦ ଟପିଛି ଟମାଟୋ ଦର। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଖାଉଟି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଆଜି ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା…

ମହିଳା ହକି ଇଣ୍ଡିଆ ପ୍ରତିଯୋଗିତା: ୨୧ରୁ ୩୧ସିନିଅର, ୨୦ରୁ ୨୯ ଜୁନିଅର

ଭୁବନେଶ୍ୱର: ଏକାଦଶତମ ହକି ଇଣ୍ଡିଆ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଉତ୍ତର ପ୍ରଦେଶର ଝାନସୀଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଚଳିତ ମାସ ୨୧ରୁ ୩୧ତାରିଖ ପର୍ଯ୍ୟନ୍ତ ହେବ। ସେହିପରି କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଝାରଖଣ୍ଡର ସିମଡ଼େଗାରେ ଅନୁଷ୍ଠିତ ହେବାକୁ ଯାଉଛି।…

ରାମଲିଳାରେ ସାଜିଥିଲେ ରାଜା ଦଶରଥ, ଅଧା ନାଟକରେ ଚାଲିଗଲା ଜୀବନ

ଓଡିଶା ସମ୍ବାଦ ବ୍ୟୁରୋ: ମଂଚ ଉପରେ ଚାଲିଗଲା କଳାକାରଙ୍କ ଜୀବନ । ରାମଲିଳାରେ ସାଜିଥିଲେ ରାଜା ଦଶରଥ । ନାଟକ ମଝିରେ ହିଁ ସେହି କଳାକାରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଲୋକେ ଏହାକୁ ଅତି ଉଚ୍ଚକୋଟିର ଅଭିନୟ ଭାବି କରତାଳି ଦେବାକୁ ପଛାଇନଥିଲେ । ଉତ୍ତରପ୍ରଦେଶ ବିଜନୌରର ହସନପୁର ଗାଁରେ…