Latest Odisha News

BREAKING NEWS

Yearly Archives

2021

‘ସରକାର ମୋତେ ରୋଜଗାର ଦିଅ’ ନାରା ଦେଇ ଭଞ୍ଜସେନାର ଗଣଧାରଣା

ମୟୁରଭଞ୍ଜ: ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଜିଲ୍ଲାର ଲକ୍ଷାଧିକ ବେକାର ଯୁବକ, ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦାବି ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ଶିଳ୍ପ ହିଁ ଏକମାତ୍ର ଶିଳ୍ପ ଯେଉଁଥିରେ କମ…

କରୋନାରେ ହାରିଗଲେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ

ଭୁବନେଶ୍ୱର : ଆରପାରିରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆଦିତ୍ୟ କେୟାର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଲେପୁରରେ…

[ଭିଡ଼ିଓ] ମାତାଲ ଡାକ୍ତରଙ୍କ ଭିଡ଼ିଓ ଭାଇରାଲ

ଢେଙ୍କାନାଳ : ନିଶାଶକ୍ତ ଅବସ୍ଥାରେ ଡାକ୍ତର ବାବୁ । ଡାକ୍ତରଖାନା ଭିତରେ ମାତାଲ ହୋଇପଡ଼ିଛନ୍ତି ଡାକ୍ତର ବାବୁ । ବାହାରେ ଅପେକ୍ଷା କରିଛନ୍ତି ରୋଗୀ । ଆଉ କାମ ଚଳାଉଛନ୍ତି ଆୟୁଷ ଡାକ୍ତର । ଖାଲି ସେତିକି ନୁହେଁ ଘଣ୍ଟ ଘୋଡାଇବାକୁ ସିକ୍ୟୁରିଟି ଗାର୍ଡ଼ ବି ରେଡି । ଏହି ଦୃଶ୍ୟ ଦେଖିବାକୁ ମିଳିଛି…

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ…

ଅନୁବାଦ କବିତା : ବନଲତା ସେନ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ହଜାର ବରଷ ଧରି ଚାଲିଛି ଅନେକ ପଥ ଏଇ ପୃଥିବୀରେ ସିଂହଳ ର ଦ୍ବୀପଠାରୁ ନିଶୀଥର ଅନ୍ଧକାରେ , ମଳୟ ସାଗରେ ବୁଲିଛି ଅନେକ ବାଟ , ବିମ୍ବିସାର, ଅଶୋକଙ୍କ , ଧୂସର ଜଗତେ ଥିଲି ମୁହିଁ , ଆହୁରିବି ଦୂର ଅନ୍ଧକାରେ ,ବିଦର୍ଭ ନଗରେ ମୁଁ ଏକ କ୍ଲାନ୍ତ ପ୍ରାଣ ,…

ଭୂତ ଖାଉଛି ବୀମା ଟଙ୍କା,ଏଲଆଇସି ଏଜେଣ୍ଟ୍ ଗିରଫ

ଭୁବନେଶ୍ୱର: ଭୂତ ଖାଉଛି ବୀମା ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗ ।   ଜଣେ ଏଲଆଇସି ଏଜେଣ୍ଟ ଗିରଫ । ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ସେ ୪ ଜଣ…

ଆଜାଦୀ କା ଅମୃତ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ

ପୁରୀ: ପୁରୀ ବେଳାଭୂମିରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ। ଦୁଇଦିନିଆ ପୁରୀ ଗସ୍ତରେ ଆସି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଝାଉଁ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ର…

ପାୱାରଟିଲର ମେସିନରେ ଚାପି ହୋଇ ଚାଷୀ ଗୁରୁତର

କାମାକ୍ଷାନଗର : ପାୱାରଟିଲର ମେସିନରେ ଚାପି ହୋଇ ଚାଷୀ ଗୁରୁତର । ନିଜ ଚାଷ ଜମିରେ ଚାଷ କଲାବେଳେ ଏପରି ଅଘଟଣାର ଶିକାର ହୋଇଛନ୍ତି ଚାଷୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖଟଖୁରା ଗାଁ ରେ ଏପରି ଅଘଟଣ ଘଟିଛି । ଗୁରୁତର ଚାଷୀ ଜଣକ ହେଉଛନ୍ତି ପ୍ରତାପ କୁମାର ସାହୁ । ସେ ଚାଷ…

ମହିଳାଙ୍କ ଅଜବ ଜିଦ୍ , ଘଞ୍ଚ ଜଙ୍ଗଲରେ ତପସ୍ୟା ମଗ୍ନ

ପାପଡାହାଣ୍ଡି : ମହିଳାଙ୍କ ଅଜବ କାରନାମା । ବିନା ଖାଇବା ପିଇବାରେ ଜଙ୍ଗଲରେ ବସିଛନ୍ତି । ମୁଠାଏ ଦାନା ବି ନେଉନାହାନ୍ତି । ମନରେ ଗୋଟିଏ ନିଶା ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ କରୁଛନ୍ତି ତପସ୍ୟା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ଢାମଣାପଦର ବାହାଲି ଜଙ୍ଗଲରେ । ମହିଳା ଜଣକ…

ଗ୍ୟାସ ପାଇପ୍ ଲାଇନ ପାଇଁ ଖୋଳାଯାଇଥିବା ଖାଲରେ ପଡ଼ି ବୃଦ୍ଧ ମୃତ

ଢେଙ୍କାନାଳ: ଗ୍ୟାସ୍ ପାଇପ୍ ଲାଇନ୍ ପାଇଁ ମାଟି ଖୋଳାଯାଇଥିଲା । ଖାଲରେ ଥିବା ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କିଙ୍ଗୋଳ ଗାଁ ଦେଇ ଯାଇଥିବା ପାରାଦୀପ-ଅନୁଗୁଳ ଗ୍ୟାସ ପାଇପ ଲାଇନ ଖାଲରେ ଥିବା ପାଣିରେ ବୁଡି ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।…