Latest Odisha News

BREAKING NEWS

Yearly Archives

2021

ଉର୍ବଶୀଙ୍କ ବ୍ରେକ୍‌ଫାଷ୍ଟ୍‌ ଡ୍ରେସ୍‌ ମୂଲ୍ୟ ୧.୮୬ ଲକ୍ଷ!

ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ଉର୍ବଶୀ ରାଉତେଲା ତାଙ୍କ ନିଆରା ଲୁକ୍‌ ଏବଂ ଚମତ୍କାର ଚେହେରା ପାଇଁ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ହାବଟୋର ପ୍ୟାଲେସରେ ଏକ ପ୍ରାତଃ ଭୋଜନ ପାଇଁ ଯାଇଥିଲେ ଏବଂ ସେଠିିକି ସେ ଯେଉଁ ପୋଷାକ ଆଉ ଜୋତା ପିନ୍ଧି ଯାଇଥିଲେ…

ହରଡ଼ଘଣାରେ ଚାଷୀ

ଟିଟିଲାଗଡ଼: ହରଡ଼ଘଣାରେ ଏବେ ଟିଟିଲାଗଡ଼ ଚାଷୀ। ଗତ ସୋମବାର ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଦୋକାନ ଓ ଗୋଦାମ ଚଢ଼ାଉ କରିବା ସହ ଅନେକ ସ୍ଥାନରୁ ବେଆଇନଭାବେ ସାର ବି ଜବତ କରିଥିଲେ। ଏହି ମଧ୍ୟରେ ଚାଷୀମାନଙ୍କ ପାଇଁ…

ମା’ ସୁରେଶ୍ବରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର: ଆଜିଠୁ ଆରମ୍ଭ ହେଉଛି ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା । ଆଜିଠୁ ମା' ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ…

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ…

ଲକ୍‌ଡାଉନ୍ ସମୟରେ ୭୦% ପ୍ରତିଶତ ରୋଗୀ କର୍କଟ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି

ଲଣ୍ଡନ: ସମଗ୍ର ବିଶ୍ୱରେ ସାତଜଣ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ କୋଭିଡ୍‌-୧୯ ଲକଡାଉନ୍ ସମୟରେ ସମ୍ଭାବ୍ୟ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। ବ୍ରିଟେନର ବର୍ମିଂହାମ ୟୁନିଭରସିଟିର ବିଶେଷଜ୍ଞଙ୍କ ନେତୃତ୍ୱରେ ବିଶ୍ବର ପ୍ରାୟ ୫୦୦୦…

ବେଞ୍ଜାମିନ ଲିଷ୍ଟ, ଡେଭିଡ୍ ମ୍ୟାକମିଲାନଙ୍କୁ କେମିଷ୍ଟ୍ରି ନୋବେଲ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର  । ୨୦୨୧ ପାଇଁ ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ଘୋଷିତ ହୋଇଛି ।  ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା…

ପୁଣି ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି । ଏକାଧିକ ପଜିଟିଭ୍…

ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ

ଜୟପୁର: ଗଞ୍ଜେଇ ଚାଲାଣ ବେଳେ ଚଢାଉ । ଜୟପୁର ସଦର ପୋଲିସ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରିଛି । ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢାଉ କରିଥିଲା । ନମ୍ବର ବିହିନ ଏକ ଟ୍ରକରେ ରାୟପୁର ଗଞ୍ଜେଇ ଚାଲାଣ ବେଳେ ପଣ୍ଡ କରିଥିଲା ସଦର ପୋଲିସ । ଏହି ଗଞ୍ଜେଇ କୋରାପୁଟ ଜିଲା ସିମାନ୍ତ ସୁଙ୍କିର…

ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି

କଟକ: ପବିତ୍ର ମହାଳୟା ବା ଖଡିଲାଗି ଅମାବାସ୍ୟା ।  କଟକର ବିଭିନ୍ନ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି କରାଯାଇଛି । ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଗପ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଖଡି ଚଢାଯାଇଛି ।  ଆଜି ମୂର୍ତ୍ତିରେ ଖଡିଲାଗି କରାଯାଇଥିବା ବେଳେ…

ପୁଣି ଲଘୁଚାପ , ଫିକା ପଡିବ ପାର୍ବଣ

ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ । ଫିକା ପଡିବ ପାର୍ବଣ । ଏଥର ବର୍ଷାରେ ଭିଜିବ ପୁରା ଦଶହରା । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ।…