Latest Odisha News

BREAKING NEWS

Yearly Archives

2021

ଶିକ୍ଷକ ନିଯୁକ୍ତିରେ ରେକର୍ଡ, ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଶିକ୍ଷକ ନିଯୁକ୍ତିରେ ରେକର୍ଡ । ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର 5T ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ…

ଆସନ୍ତା ୨୬ରୁ କଂଗ୍ରେସ ସେବାଦଳ ପକ୍ଷରୁ ସଦଭାବନା ସମାବେଶ

ଭୁବନେଶ୍ୱର : ଆସନ୍ତା ୨୬ରୁ କଂଗ୍ରେସ ସେବାଦଳ ପକ୍ଷରୁ ସଦଭାବନା ସମାବେଶ । ରାଜ୍ୟ ସ୍ତରୀୟ ସଦଭାବନା ସମାବେଶ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଆଜି କଂଗ୍ରେସ ଭବନଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନରେ କହିଛନ୍ତି ।…

ରାଜ୍ୟର ଦୁଇ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ଆସିଲା ତଥ୍ୟ

ଭୁବନେଶ୍ୱର: ଆଜି ଓଡ଼ିଶାରେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଚିହ୍ନଟ ହୋଇଥିବା ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଦୁଇ ଭଉଣୀ । ଜଣଙ୍କ ବୟସ ୧୧ ଓ ଅନ୍ୟ ଜଣଙ୍କ ବୟସ ୧୫ବର୍ଷ ବୋଲି…

[ଭିଡ଼ିଓ]ମିସ୍ ଓଡ଼ିଶା ରନର୍ସ ଅପ୍ ଟାଇଟେଲ ଜିତିଲେ ଉମରକୋଟର ଝିଅ ପୂଜା

ଉମରକୋଟ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇ ମିସ୍ ଓଡ଼ିଶା ରନର୍ସଅପ୍ ଟାଇଟେଲ ବିଜୟିନୀ । ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଉମରକୋଟର ଝିଅ ପୂଜା ମିସ୍ତ୍ରୀ । ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ମିସ୍ ଓଡ଼ିଶା ବିୟୁଟି ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ହୋଇପାରିଛନ୍ତି । ଉମରକୋଟ ବ୍ଲକ…

ହକରଙ୍କୁ ୬୦୦୦ ଟଙ୍କା ଲେଖାଏ କୋଭିଡ ସହାୟତା ଦେଲ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖବର କାଗଜ ହକର ମାନଙ୍କୁ ସହାୟତା ଦେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ  ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା…

ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ, ୨ ମୃତ

ପଞ୍ଜାବ : ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୪ଜଣ ଗୁରୁତର ହୋଇପଡିଛନ୍ତି । ଅନେକ ଲୋକ ଆହତ ହେବା ସହ ଭୟରେ ଘଟଣା ସ୍ଥଳରୁ ପଳାଇଛନ୍ତି । ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି…

କୋହଲିଙ୍କ ଅଧିନାୟକ ପଦରୁ ହଟିବା ବିବାଦ ନେଇ ଗାଙ୍ଗୁଲିଙ୍କୁ ଦୋଷ ଦେଲେ ଭେଙ୍ଗସରକାର

ମୁମ୍ବାଇ:ବିସିସିଆଇ ଓ ବିରାଟ କୋହଲିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନେଇ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ସୌରଭ ଗାଙ୍ଗୁଲିଙ୍କୁ ଦାୟୀ କରିଛନ୍ତି । ବିନା କାରଣରେ ଅଧିନାୟକଙ୍କୁ ହଟାଇବା ବିସିସିଆଇର ପୂରୁଣା ଅଭ୍ୟାସ । କୋହଲିଙ୍କ ପ୍ରଦର୍ଶନ ବିଚାରକୁ ନେଲେ ତାଙ୍କୁ ସମ୍ମାନର ସହ ବିଦା…

କାଉନସେଲିଂରେ ବିଳମ୍ବ ହେବାରୁ SCB ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଟକ : ଏସିବି ମେଡିକାଲର ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରହିଛି । ନିଟ ପିଜି କାଉନସେଲିଂରେ ବିଳମ୍ବକୁ ନେଇ ପିଜି ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ଏସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ପ୍ରାୟ ୪୩୨ ଜଣ ପିଜି…

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ଦିନରେ ପରୀକ୍ଷଣ ସଫଳ

ଭଦ୍ରକ : ଭଦ୍ରକ ଧାମରା ଏପିଜେ ଅବଦୁଲ କାଲାମ ଦୀପରୁ ପ୍ରଳୟ’ ମିଜାଇଲ ପରୀକ୍ଷଣ ସଫଳ ହୋଇଛି । ଗୁରୁବାର ସକାଳ ୯.୩୦ ସମୟରେ ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ‘ପ୍ରଳୟର’ ପରୀକ୍ଷଣ କରାଯାଇଛି । ୫୦୦ କିଲୋମିଟର ଫ୍ଲାଟଫର୍ମ ସହିତ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଥିଲା ।…

ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ଅବଗତ କର।।ଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।