Latest Odisha News

BREAKING NEWS

Yearly Archives

2021

ମରିବି ପଛେ ଶାଶୁ ଘର ଛାଡି ଯିବିନି…

ବ୍ରହ୍ମପୁର: ଗ୍ରୀଲ ଭାଙ୍ଗି ତପସ୍ୱିନୀଙ୍କୁ ଶାଶୂଘରକୁ ପ୍ରବେଶ କରାଇଲେ ମହିଳା । ହେଲେ ଶାଶୂଘର ଏରୁଣ୍ଡି ବନ୍ଧ ଡେଇଁ ପାରୁ ନାହାନ୍ତି ଘରର ବୋହୂ । ସ୍ୱାମୀ ଓ ପରିବାର ଲୋକଙ୍କ ଗହଣରେ ଦିନ କାଟିବା ବଦଳରେ ଗ୍ୟାରେଜରେ ଦିନରାତି କାଟୁଛନ୍ତି । ମଝିରେ ବଡ଼ ଲକ୍ଷ୍ମଣରେଖା ଟଣା ହୋଇଛି । ଆଉ ସେହି…

ନୂଆବର୍ଷ ପାଇଁ ଆସିପାରେ ନୂଆ ଗାଇଡ଼ଲାଇନ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଭୟ । ସେଥିରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ ଦିଆଯିବ । ସଂକ୍ରମଣ ଯେପରି ନବଢ଼ିବ ସେନେଇ ଆସିପାରେ ନୂଆବର୍ଷ ଗାଇଡ଼ଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ…

ଓମିକ୍ରନକୁ ନେଇ ସତର୍କ କଲେ ମୁଖ୍ୟମନ୍ତ୍ରୀ, ଆବଶ୍ୟକ ନଥିଲେ ଭିଡ଼କୁ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଓମିକ୍ରନ ଭ୍ୟାରିଆଣ୍ଟ ରାଜ୍ୟରେ ଚିହ୍ନଟ ପରେ ଲୋକଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ସତର୍କ କରିବା ସହ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ପ୍ରତିଟି ଜୀବନ…

‘BSKY’ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଜୀବିକା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଦେଖି  ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ…

କରୋନା କଟକଣାରେ ହେବ ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର :କଟକଣାରେ ହେବ ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ । ଶୀତ ଦିନ ଆସିଲେ ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରେ ଏକାମ୍ର ପୁଷ୍ପ ପ୍ରଦର୍ଶନୀ । ଚଳିତ ବର୍ଷ କରୋନା କଟକଣାରେ ଏକାମ୍ର ପୁଷ୍ପ ପ୍ରଦର୍ଶନୀ ହେବ ବୋଲି ସୂଚନା ମିଳିଛି । ତା ସହ ଏଥର ପ୍ରଦର୍ଶନୀ ସମୟରେ ବୋଟିଂ ବ୍ୟବସ୍ଥା ମଧ୍ୟ…

ଭୟ ବଢାଉଛି ଓମିକ୍ରନ୍‌; ବ୍ରିଟେନରେ ୧୪ ଜଣଙ୍କ ମୃତ୍ୟୁ

ଲଣ୍ଡନ: ବିଶ୍ବବ୍ୟାପୀ, ଓମିକ୍ରନ୍ ପ୍ରଜାତିକୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଏହି ସମୟରେ, ବ୍ରିଟେନ ସୂଚନା ଦେଇଛି ଯେ ଓମିକ୍ରନ୍ ଭାରିଆଣ୍ଟରେ ପୀଡିତ ୧୨୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି କାରଣରୁ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନର…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ:ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ବୁଧବାର ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବି ଘୋଷଣା କରାଯାଇଛି । ଏହି କାର୍ଯ୍ୟକାଳ ମଧ୍ୟରେ ରାଜ୍ୟସଭାରେ ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଇଥିଲା । ମୋଟ ୧୮ କାର୍ଯ୍ୟଦିବସରେ ୨୦୪ ପ୍ରତିଶତ କାର୍ଯ୍ୟ…

[ଭିଡିଓ] ମୋବାଇଲ କିଣିବା ପାଇଁ ପ୍ରୋଶେସନରେ ଗଲେ ଚା’ ବିକାଳିଙ୍କ ପରିବାର

ମଧ୍ୟପ୍ରଦେଶ : ମୋବାଇଲ କିଣିବା ପାଇଁ ପ୍ରୋଶେସନ କରି ଗଲେ ପରିବାର । ଜଣେ ଚା' ବିକାଳି ମୋବାଇଲ କିଣିବା ପାଇଁ ଘୋଡା ଗାଡିରେ ବସି ମୋବାଇଲ ଦୋକାନ ଯାଏଁ ପ୍ରୋଶେସନ କରି ଯାଇଛନ୍ତି । ଏପରି ଦୃଶ୍ୟ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ।କହିବାକୁ ଗଲେ ଏହି ଚା ବିକାଳି ଜଣକ ନିଜ…

କରୋନାକୁ ଶେଷ କରିବାକୁ ହେଲେ ବିଶ୍ୱର ସମସ୍ତ ସରକାରଙ୍କୁ ଆହୁରି ସତର୍କ ହେବାକୁ ପଡ଼ିବ; ‘ହୁ’

ନୂଆଦିଲ୍ଲୀ: ଲୋକମାନେ ପ୍ରାୟ ଦୁଇ ବର୍ଷ ଧରି କରୋନା ମହାମାରୀର ସହ ପୀଡିତ ଥିଲେ। କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଭୟାନକ ରିପୋର୍ଟ ପୁଣି ଥରେ ଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ମହାମାରୀକୁ ଶେଷ କରିବା ଦିଗରେ ବିଶ୍ୱର ସମସ୍ତ ସରକାର କାର୍ଯ୍ୟ କରିବା ଉଚିତ୍। ହୁ…

୧୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ , ୨ଗିରଫ

ଯାଜପୁର: ପୁଣି ଜବତ ହୋଇଛି ଗଞ୍ଜେଇ । ଯାଜପୁର କୁଆଖିଆ ଥାନା ପୁଲିସ ଚଢାଉ କରି ୧୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ତା ସହିତ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବଡ଼ମ୍ବା ଥାନା ମାଣିଆବନ୍ଧ ଗାଁର ବଳଭଦ୍ର ବେହେରା ଓ ଆରତ ପାତ୍ର ।…