Latest Odisha News

BREAKING NEWS

Yearly Archives

2021

ଭୂକମ୍ପ ଝଟ୍‌କାରେ ଥରିଲା କର୍ଣ୍ଣାଟକ, ତୀବ୍ରତା ୩.୦

କର୍ଣ୍ଣାଟକ : କର୍ଣ୍ଣାଟକରେ ଭୂକମ୍ପ ଝଟକା ଅନୁଭୂତ । ବୁଧବାର ସକାଳ ସମୟରେ କର୍ଣ୍ଣାଟକ ଚିକାବଲ୍ଲାପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଛି । ରେକ୍ଟର ସ୍କେଲରେ ପ୍ରଥମ ଝଟକାର ତୀବ୍ରତା୨.୯ ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ଥର ୩.୦ ତୀବ୍ରତା…

ଚିନ୍ତା ବଢାଇଲା ଓମିକ୍ରନ୍‌; ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟର ଦ୍ରୁତ ବିସ୍ତାର ମଧ୍ୟରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟକୁ କରୋନାର କଟକଣା ବଢାଇବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ବଡ ବୈଠକ…

ଅଣ୍ଡର ଗ୍ରାଉଣ୍ଡ ହେଲେ ଅକାଳୀ ନେତା ବିକ୍ରମ

ଚଣ୍ଡୀଗଡ: ପଞ୍ଜାବ ଡ୍ରଗ୍ସ କେସର ଅଭିଯୁକ୍ତ ତଥା ଅକାଳୀ ନେତା ବିକ୍ରମ ମାଜିଥିଆଙ୍କୁ ପୋଲିସ ଗିରଫ କରିପାରି ନାହିଁ । ସେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛନ୍ତି । ମୋବାଇଲକୁ ଘରେ ରଖି ସେ ଫେରାର ହୋଇ ଯାଇଛନ୍ତି । ଏସଟିଏଫ ଏବେ ତାଙ୍କ ନିକଟତମ ଲୋକଙ୍କ ସୂଚୀ ପ୍ରସ୍ତୁତ କରି ତନାଘନା ଆରମ୍ଭ କରିଛି ।…

ରାଜ୍ୟରେ ଶୀତର ଲହରୀ ଜାରି , ଶିମିଳିପାଳରେ ତୁଷାରପାତ

ମୟୂରଭଞ୍ଜ : ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ କରଞ୍ଜିଆ ଉପଖଣ୍ଡରେ ଶୀତର  ପ୍ରକୋପ ଦେଖିବାକୁ ମିଳିଛି । ଶିମିଳିପାଳରେ ଉପରେ ବାର୍ହାକାମୁଡା ,ଚହଲା, ବରେହିପାଣି,ନଅଣା ଆଦି ସ୍ଥାନରେ ପ୍ରବଳ ଶୀତ ଅନୁଭୁତ ହେଉଛିା କୁମାରୀ ଠାରେ ପ୍ରବଳ ତୁଷାରପାତ…

‘ଗଣପତ୍‌’ ସୁଟିଂ ବେଳେ ଦୁର୍ଘଟଣାର ଶିକାର ହେଲେ ଟାଇଗର୍‌

ମୁମ୍ବାଇ: ଟାଇଗର ଶ୍ରଫ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପତ୍‌'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ସୋସିଆଲ୍‌ ନିଜ ଡେଲି ୱାର୍କ ସମ୍ବନ୍ଧରେ ଅପ୍‌ଡେଟ୍‌ ମଧ୍ୟ କରନ୍ତି। ସମ୍ପ୍ରତି, ଅଭିନେତା ଜଣାଇଛନ୍ତି ଯେ ବ୍ରିଟେନରେ 'ଗଣପତ୍‌' ଫିଲ୍ମ ସୁଟିଂ କରିବା ସମୟରେ ତାଙ୍କ ଆଖିରେ ଆଘାତ ଲାଗିଛି।…

ବିବାଦରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’; ନିର୍ମାତାଙ୍କ ବିରୋଧରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗଦର-ଏକ ପ୍ରେମ କଥା' ବକ୍ସ ଅଫିସରେ ଏକ ବଡ଼ ଧରଣର ହିଟ୍ ହୋଇଥିଲା। ଏହି ସିନେମାରେ ସନି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅମିଷା ପଟେଲ ମହିଳା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିର୍ମାତାମାନେ ବର୍ତ୍ତମାନ ଏହି…

ଟ୍ରେନ୍‌ ଦୁର୍ଘଟଣା, ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଅନୁଗୁଳ : ଟ୍ରେନ୍‌ ଦୁର୍ଘଟଣାରେ ଜଣେ ଗୁରୁତର । ଅନୁଗୁଳ ଜିଲ୍ଲା ରାଧାକିଶୋରପୁର ଷ୍ଟେସନ୍‌ ନିଟକରେ ଘଟିଛି ଏହି ଦୁର୍ଘଟଣା । ବୁଧବାର ସକାଳ ସମୟରେ ରାଧାକିଶୋରପୁର ଷ୍ଟେସନ୍ ନିକଟରେ ଜଣେ ବ୍ୟକ୍ତି ଟ୍ରେନ୍‌ରୁ ପଡି ଗୁରୁତର ହୋଇଛନ୍ତି । ଟ୍ରେନ୍‌ରେ ଚଢୁଥିବା ବେଳେ ସେହି…

ଓମିକ୍ରନ ଚିନ୍ତା, ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନକୁ ନେଇ ବଢ଼ିଛି ଚିନ୍ତା । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା…

ଡାସଲ୍ଟ ଉପରେ ଫାଇନ୍‌ ଲଗାଇଲା ଭାରତ

ନୂଆଦିଲ୍ଲୀ: ୩୬ ଫ୍ରେଞ୍ଚ ରାଫାଲ ଯୁଦ୍ଧ ବିମାନ ପାଇଁ ୭.୮ ବିଲିୟନ ୟୁରୋ ଚୁକ୍ତିରେ ଅଫସେଟ ପ୍ରତିଶ୍ରୁତି ପୂରଣ କରିବାରେ ବିଳମ୍ବ ହେତୁ ଭାରତ କମ୍ପାନୀ ଉପରେ ଜରିମାନା ଲଗାଇଛି। ଡିଫଲ୍ଟ ଅସ୍ତ୍ରଶସ୍ତ୍ରର ବୃହତ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବା ପାଇଁ ନୂତନ ନୀତି ଅନୁଯାୟୀ ଏହି…

ଚତୁର୍ଥ ଡୋଜ୍‌ ଟିକା ନେବେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟର ବିସ୍ତାରକୁ ନେଇ ଚିନ୍ତା ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ-୧୯ ଟିକା ର ଚତୁର୍ଥ ଡୋଜ୍‌ ଦେବାପାଇଁ ଇସ୍ରାଏଲ୍ ଘୋଷଣା କରିଛି। ପ୍ରଥମ ଦେଶ ଭାବରେ ଇସ୍ରାଏଲ୍‌ ଏହା ଘୋଷଣା କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍…