Latest Odisha News

BREAKING NEWS

Yearly Archives

2021

କୋରାପୁଟ ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ

ଜୟପୁର : କୋରାପୁଟ ଜିଲ୍ଲା ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ । ଆଜି ଜୟପୁର ଏୟାରଷ୍ଟ୍ରିପ ରେ ପହଁଚିଛନ୍ତି । ରେଭିନ୍ୟୁ ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁ ପଦ ସେଠୀ ଓ କୃଷି ବିଭାଗ କମିଶନର କମ୍ ସେକ୍ରେଟାରୀ ସୁରେଷ କୁମାର ବଶିଷ୍ଠ ଓ ଅନ୍ୟ ଦୁଇଜଣ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ…

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ଭରସା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା : ସୁନ୍ଦରଗଡ଼ର ହିତାଧିକାରୀଙ୍କ ମୁହଁରେ…

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାର୍ଟ ବଣ୍ଟନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କ ୧୦ ଲକ୍ଷ ଟଙ୍କାର ମିଳିବ ଚିକିତ୍ସା ସୁବିଧା । ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କ ମୁହଁରେ ଫୁଟିଛି…

ରୋହିତଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ କୋହଲି ଚାହୁଁଥିଲେ !

ନୂଆଦିଲ୍ଲୀ: ବିଶ୍ୱକପ ପରେ ଟି୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ବିରାଟ କୋହଲି ଘୋଷଣା କରି ସାରିଛନ୍ତି । ଭାରତୀୟ କ୍ରିକେଟର ଏହି ଘଡିସନ୍ଧି ମୂହର୍ତରେ ଆଉ ଏକ ଖବର ଚର୍ଚ୍ଚାର କାରଣ ସାଜିଛି । ଏଥିରେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବା ପାଇଁ କୋହଲି ଚୟନ କମିଟିଙ୍କୁ…

ଦିଲ୍ଲୀରୁ ଅପହରଣ; ମଧ୍ୟପ୍ରଦେଶରେ ହତ୍ୟା; ରାଜସ୍ଥାନରୁ ଶବ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା ରାଜସ୍ଥାନରୁ ଶବ ଉଦ୍ଧାର। ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ଝିଅର ଶବକୁ ରାଜସ୍ଥାନକୁ ନିଆଯାଇ ସେଠାରେ ଫୋପାଡି ମଧ୍ୟ ଦିଆଯାଇଥିଲା। ଏହି…

[ଭିଡିଓ] ମହଙ୍ଗା ପଡିଲା ପୂଜା ଛୁଟି, ଅକାଳରେ ଚାଲିଗଲା ଜୀବନ

ପାରାଦୀପ: ବିହାର ରାଜ୍ୟରୁ ଓଡିଶାର ପାରାଦୀପକୁ ବୁଲି ଆସିଥିଲେ ୪ଜଣ ଯୁବକ । ବିଶ୍ୱକର୍ମା ପୂଜା ଛୁଟିରେ ଆସି ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡିଆ ନିକଟସ୍ଥ ସମୁଦ୍ର କୂଳରେ ଗାଧୋଉଥିଲେ । ହେଲେ ସମୁଦ୍ରରେ ମଜା ମସ୍ତି କରିବା ସେମାନଙ୍କୁ ମହଙ୍ଗା ପଡିଛି । ଆଇଓସିଏଲ୍‌ରେ ଶ୍ରମିକ ଭାବେ…

ହଠାତ୍ ପାକିସ୍ତାନ ଗସ୍ତ ବାତିଲ କଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା…

୧୮ରୁ ପୁଣି ପ୍ରବଳ ବର୍ଷା

ଭୁବନେଶ୍ବର: ୧୮ରୁ ପୁଣି ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ସେହିପରି ୧୮ରୁ ୧୯ ତାରିଖ ମଧ୍ୟରେ…

୧,୨୦,୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଫ୍ୟାଶନ୍‌!

ନୂଆଦିଲ୍ଲୀ: ଯେତେବେଳେ ଆମେ ଫ୍ୟାଶନ୍ ଶବ୍ଦ ଶୁଣିଥାଉ ସେତେବେଳେ ପାଶ୍ଚାତ୍ୟ ଚିନ୍ତାଧାରା ଆମ ମନକୁ ପ୍ରଥମେ ଆସିଥାଏ। ଅର୍ଥାତ୍‌ ପ୍ୟାରିସ୍ କଥା ମନକୁ ଆସିଥାଏ। କାରଣ ପ୍ୟାରିସ୍‌କୁ ନୂଆ ପୋଷାକ ତିଆରି ଶୈଳୀ ଏବଂ ତାହାର ବ୍ରାଣ୍ଡିଂର ଉତ୍ପତି ସ୍ଥଳ ବୋଲି କୁହାଯାଏ। ଅନୁସନ୍ଧାନକାରୀମାନେ…

ମୋଦିଙ୍କ ଜନ୍ମ ଦିନରେ ଶସ୍ୟଦାନାରେ ଶୁଭେଚ୍ଛା

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିବସ । ମୋଦି ଙ୍କ ଜନ୍ମଦିନ ଅବସରରେ ଚିତ୍ରଶିଳ୍ପୀ ପ୍ରିୟଙ୍କ ଏକ ନିଆରା ଢଙ୍ଗରେ ମୋଦିଙ୍କ ଚିତ୍ର କରିଛନ୍ତି । ପେଶାରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ନିଶା କିନ୍ତୁ ତାଙ୍କର ଚିତ୍ର ଆଙ୍କିବା । ଆଉ ଏହି ଚିତ୍ର ମାଧ୍ୟମରେ…

ମାଆ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି

କଳାହାଣ୍ଡି: କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ଜିଲ୍ଲାରେ ନୂଆଁଖାଇ ତିନିଟି ପର୍ଯ୍ୟାୟରେ ପାଳିତ ହୋଇଥାଏ । ସପ୍ତପୁରୀ ଅମାବାସ୍ୟାରେ ପ୍ରଥମ ପର୍ଯ୍ୟାୟରେ ବାହାଦୁରପଦର ଓ ପଥର୍ଲା, ପଞ୍ଚମୀ ତିଥିରେ…