ଚତୁର୍ଥ ଥର ଟିକାକରଣରେ ରେକର୍ଡ କଲା ଭାରତ
ନୂଆଦିଲ୍ଲୀ: ଚତୁର୍ଥ ଥର ଟିକାକରଣରେ ରେକର୍ଡ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟକାକରଣ କରି ନୂଆ ମାଇଲଖୁଣ୍ଟ ହାସଲ କରିଛି।
ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନେରେ ଟିକାକରଣ ବେଗକୁ ଆହୁରି…