Latest Odisha News

BREAKING NEWS

Yearly Archives

2021

ଆସିଲା ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ଏହି ପୋଷ୍ଟମର୍ଟମ ରିପୋର୍ଟକୁ ପୁରୀ ସଦର ଥାନାକୁ ଦିଆଯାଇଛି । ରିପୋର୍ଟରେ ପାଣିରେ ବୁଡି ଚିତ୍ତରଞ୍ଜନଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ତେବେ ଏହାକୁ ଦୃଢୀଭୂତ କରିବା ପାଇଁ ରାଜ୍ୟ…

ଆହୁରି ଥରିବ ଓଡ଼ିଶା, ଆହୁରି ୨ରୁ ୩ ଦିନ ଶୀତରୁ ମିଳିବନି ତ୍ରାହୀ

ଭୁବନେଶ୍ବର : ଆହୁରି ଥରିବ ଓଡ଼ିଶା । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଜାଡ଼ ଶୀତରୁ ମିଳିବ ନାହିଁ ନିସ୍ତାର । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ରାଜ୍ୟରେ ଅତ୍ୟଧିକ ଶୀତ ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଆସନ୍ତା ୨୪…

ଆବାସ ଯୋଜନାରେ ଘର ଦେବାନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ…

ପର୍ଣ୍ଣୋଗ୍ରାଫି ମାମଲାକୁ ନେଇ ମୁହଁ ଖୋଲିଲେ ରାଜ୍‌; କହିଲେ…

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ଫସି ରହିଥିବା ଭେଟେରାନ ବ୍ୟବସାୟୀ ରାଜ କୁନ୍ଦ୍ରା ବର୍ତ୍ତମାନ ଜାମିନରେ ଅଛନ୍ତି। ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ନୀରବ ରହିଥିଲେ କିନ୍ତୁ ବର୍ତ୍ତମାନ ସେ ଏହା ବିଷୟରେ ସେ…

[ଭିଡ଼ିଓ] ଦିନକୁ ଦିନ ଚିନ୍ତା ବଢାଉଛି ଓମିକ୍ରନ୍ : ପୁଣି ରାଜଧାନୀରୁ ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଚିନ୍ତା । ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍। ଦେଶକୁ ଦେଶ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ପୁଣି ରାଜଧାନୀ ଦିଲ୍ଲୀରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଓମିକ୍ରନ…

ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ…

[ଭିଡ଼ିଓ] ମାଡି ଆସୁଛି ବିପଦ: ଆଣ୍ଟାର୍କଟିକା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ

ୱାସିଂଟନ: ମାଡି ଆସୁଛି ବିପଦ। ଆଣ୍ଟାର୍କଟିକା ଉପରେ ଏହି ବିପଦ ମାଡିବାରେ ଲାଗିଛି । କାରଣ ସେଠାରେ ଥିବା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ ସୃଷ୍ଟି ହୋଇଛି । ଏନେଇ ଚେତାବନୀ ବି ମିଳିଛି ଆଗାମୀ ୫ ବର୍ଷରେ ଗ୍ଲାସିୟର ଭାଙ୍ଗିଯିବ। ଯାହାଫଳରେ ସମୁଦ୍ରର ଜଳସ୍ତର ୨୫ ଇଞ୍ଚ ଯାଏ ବଢିଯିବ। ଏହାର…

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ…

ଓମିକ୍ରନ୍‌କୁ ମାତ୍‌ ଦେବ ମଡର୍ନାର ବୁଷ୍ଟର ଡୋଜ୍‌!

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ନା ସୋମବାର କହିଛି ଯେ ଏହାର ବୁଷ୍ଟର୍ ଟିକା କୋଭିଡ୍-୧୯ ର ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଣ୍ଟିବଡି ସ୍ତରକୁ ବଢାଇଥାଏ। କମ୍ପାନୀ କହିଛି ଯେ ୫୦ ମାଇକ୍ରୋଗ୍ରାମ୍ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ ୩୭ ଗୁଣ ବଢାଇଥାଏ। ଆଉ ୧୦୦ ମାଇକ୍ରୋଗ୍ରାମ୍…

ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛନ୍ତି ଗୁଜରାଟ ଯୋଗୀ

ନୂଆଦିଲ୍ଲୀ: ହିନ୍ଦୁ ଯୁବ ବାହିନୀଙ୍କ ଗୁଜୁରାଟର ଦାୟିତ୍ୱରେ ଥିବା ଯୋଗୀ ଦେବନାଥ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି। ଅନେକ ଲୋକ ଯୋଗୀ ଦେବନାଥଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କୁ 'ଗୁଜୁରାଟର ଯୋଗୀ' ବୋଲି କହୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ…