୩ ଡୋଜ୍ ଫାଇଜର୍ ଟିକା ନେଇ ବି ଓମିକ୍ରନ୍ ଆକ୍ରାନ୍ତ ହେଲେ ବ୍ୟକ୍ତି
ମୁମ୍ବାଇ: ବିଏମ୍ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ କରୋନାର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବ୍ୟକ୍ତି ୩ଟି ଡୋଜ୍ ଫାଇଜର ଟିକା ନେଇସାରିଛନ୍ତି। କିନ୍ତୁ ବ୍ୟକ୍ତିଙ୍କ…