Latest Odisha News

BREAKING NEWS

Yearly Archives

2021

୨୪ଘଣ୍ଟାରେ ରାଜ୍ୟରେ ୧୫୪ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ୨୪ଘଣ୍ଟା ଭିତରେ ରାଜ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯୧ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୬୩ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ ଫାଇନାଲ୍; ୧୭ ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ: ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ର ଫାଇନାଲ୍ ରାଉଣ୍ଡ। ମିସ୍ ୱାର୍ଲ୍ଡ ୨୦୨୧କୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୬ ରେ ପୁଏର୍ଟୋ ରିକୋରେ ଫାଇନାଲ୍ ଅନୁଷ୍ଠିତ ହେବାର ଥିଲା। ପ୍ରକାଶ ଥାଉକି, “ପ୍ରତିଯୋଗୀ, କର୍ମଚାରୀ, କ୍ରୁ ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ…

ବାଇଡେନ୍‌ଙ୍କ ଚେତାବନୀ; ଟିକା ନେଇନଥିଲେ ମୃତ୍ୟୁ ସୁନିଶ୍ଚିତ

ୱାଶିଂଟନ: କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ପ୍ରଜାତି ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଜୋ ବାଇଡେନ କହିଛନ୍ତି ଯେ କରୋନା ଭୂତାଣୁ ଯୁକ୍ତରାଷ୍ଟ୍ରରେ କ୍ଷୀପ୍ର ବେଗରେ ବ୍ୟାପିପାରେ।…

ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ

ଦିଲ୍ଲୀ: ଆଜି ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜିବି ବ୍ୟାଙ୍କ ବନ୍ଦ ରହିଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଆନ୍ଦୋଳନ କରିଛନ୍ତି । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ…

୧୧ ଡିଗ୍ରୀ ତଳେ ରାଜ୍ୟର ୮ ସ୍ଥାନ; ଦାରିଙ୍ଗବାଡି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଶୀତରେ ଥରୁଛି ସାରା ରାଜ୍ୟ। ୧୧ ଡିଗ୍ରୀ ତଳେ ରାଜ୍ୟର ୮ ସହର। ୬.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହିତ ଦାରିଙ୍ଗବାଡି ଓଡ଼ିଶାର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ସୂଚନା ଅନୁଯାୟୀ ରାଜ୍ୟର ୮ ସହରର ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି। ଫୁଲବାଣୀ ୭.୫,…

ପହିଲାରୁ ରାଜଧାନୀ ରାଜରାସ୍ତାରେ ଗଡିବନି ୧୦ ବର୍ଷ ପୁରୁଣା ଗାଡି

ନୂଆଦିଲ୍ଲୀ: ପହିଲାରୁ ରାଜଧାନୀ ରାସ୍ତାରେ ଗଡିବନି ୧୦ ବର୍ଷ ପୁରୁଣା ଗାଡି। ପହିଲାରୁ ଦିଲ୍ଲୀ ସରକାର ସମସ୍ତ ଡିଜେଲ ଯାନ ପଞ୍ଜୀକରଣ ରଦ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଅନୁସାରେ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର…

ଆସନ୍ତା ସପ୍ତାହରେ ନୋଭାଭାକ୍ସକୁ ମିଳିପାରେ ଇୟୁର ଅନୁମୋଦନ

ନୂଆଦିଲ୍ଲୀ: ନୋଭାଭାକ୍ସ କୋଭିଡ-୧୯ ଟିକା ଆସନ୍ତା ସପ୍ତାହରେ ଇୟୁ ଅର୍ଥାତ୍‌ ୟୁରୋପର ଔଷଧ ନିୟାମକଙ୍କ ଅନୁମୋଦନ ଗ୍ରହଣ କରିପାରେ। ପରବର୍ତ୍ତୀ ସମୟରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ଆମେରିକାର ଔଷଧ ନିର୍ମାତାଙ୍କ ଅଂଶଧନ ୭% ବୃଦ୍ଧି ପାଇବ ବୋଲି ଫାଇନାନସିଆଲ…

ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡ଼ମିଶନର ସମୟସୀମା

ଭୁବନେଶ୍ୱର: ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡ଼ମିଶନ ସମୟସୀମା । ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ସମୟସୀମା ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ୧୫ତାରିଖ ଯାଏଁ ରହିଥିଲା । ଏହି ସମୟ ସୀମାକୁ ବଢ଼ାଇବା ପାଇଁ ପ୍ରଥମେ ହାଇକୋର୍ଟ ଓ ପରେ…

ଆହୁରି ବଢ଼ିବ ଶୀତ, ରାଜ୍ୟରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ଖସିବ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ଥଣ୍ଡା । ରାତି ତାପମାତ୍ରା ୨ରୁ ୩ଡ଼ିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବେ ଥଣ୍ଡା କମିବ ନାହିଁ । ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । ଓଡ଼ିଶାକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ…

କବିତା : ସୃଷ୍ଟିର ବୈଚିତ୍ର୍ୟ

ମାନସ ରଞ୍ଜନ ନାୟକ  ଘୂର୍ଣ୍ଣାୟମାନ ପୃଥିବୀ କେଉଁ ଏକ ଅଦୃଶ୍ଯ ଅକ୍ଷ ଚାରିକଡେ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡେ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଡି କୁଆଁ ଡାକ ଦିଏ ବାର୍ଦ୍ଧକ୍ୟରେ ସ୍ବାଭିମାନୀ ପିତାଟିଏ ବାଧ୍ଯରେ ସ୍ବାବଲମ୍ବୀ ହୁଏ। ଜୀବନ ଆଗେ…