Latest Odisha News

BREAKING NEWS

Yearly Archives

2021

ମହାପ୍ରଭୁଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ପୁରୀ: ପୁରୀ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ । ନୀତି ଆୟୋଗ ଉପାଧ୍ୟକ୍ଷ ଡ଼ଃ ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି । ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି…

କ୍ଷୀପ୍ର ବେଗରେ ମାଡୁଛି ଓମିକ୍ରନ୍; ଚିନ୍ତାରେ ବିଶ୍ୱବାସୀ

ନୂଆଦିଲ୍ଲୀ: କରୋନାଭାଇରସ୍ ର ଓମିକ୍ରନ୍ ପ୍ରଜାତି ସମଗ୍ର ବିଶ୍ୱରେ କ୍ଷୀପ୍ର ବେଗରେ ମାଡିଚାଲିଥିବାରୁ ଭାରତ ଏକ ସତର୍କ ସୂଚନା ଜାରି କରିଛି। ବୁଧବାର ପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ମାମଲା ୭୩ ରେ ପହଞ୍ଚିଥିବାରୁ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ମଙ୍ଗଳବାର ଦିନ ହୁର ମହାନିର୍ଦ୍ଦେଶକ…

ସଞ୍ଜୟଙ୍କ ଘରେ ପଶିଲା କରୋନା; ସାନିଟାଇଜ୍‌ ହେଲା ପୂରା ବିଲଡିଂ

ନୂଆଦିଲ୍ଲୀ: ମା ମହିପ କପୁରଙ୍କ ପରେ କରୋନାର ଶିକାର ହୋଇଛନ୍ତି ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର। ଏହାପରେ ସଞ୍ଜୟ କପୁରଙ୍କ ବିଲଡିଂକୁ ସାନିଟାଇଜ କରାଯାଇଥିବା ସୂଚନା ମିଳିଛି। ତାଙ୍କ ପତ୍ନୀ ମହୀପ କପୁର ଏବଂ ଝିଅ ଶନୟା କପୁର କରୋନାଭାଇରସ୍ ଦ୍ବାରା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନେ…

ଲଖୀମ୍‌ପୁର ଖେରୀ ହିଂସା; କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କେନ୍ଦ୍ର…

ନୂଆଦିଲ୍ଲୀ: ଲଖୀମ୍‌ପୁର ଖେରୀ ଘଟଣାରେ ଏସଆଇଟିର ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀଦଳ ଗୃହ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ କେନ୍ଦ୍ର କ୍ୟାବିନେଟରୁ ହଟାଇବାକୁ ଦାବି କରାଯାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟ କରିବାକୁ କୌଣସି ମନୋଭାବ…

ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ୍ ଲହର !

ମହାରାଷ୍ଟ୍ର: ଦେଶରେ ଓମିକ୍ରନ୍ ମାଡୁଛି । ମହାରାଷ୍ଟ୍ରରେ ବଢୁଛି ନୂଆ ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ଜଣ ପଜିଟିଭ୍ ବାହାରିଥିଲେ । ଦେଶରେ ବର୍ତ୍ତମାନ ସୁଦ୍ଧା ୭୩ ପଜିଟିଭି ବାହାରିଥିବା ବେଳେ ମହାରାଷ୍ଟ୍ରରେ କେବଳ ଏହି ସଂଖ୍ୟା ୩୨ । ବିଶେଷଜ୍ଞ ଆଶଙ୍କା…

ଗଡ଼ମୃଗଶିରାରେ କ୍ରାଇମବ୍ରାଞ୍ଚ ଟିମ୍: ଚିତ୍ତରଞ୍ଜନ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ

ଭୁବନେଶ୍ୱର: ଚିତ୍ତରଞ୍ଜନ ମୃତ୍ୟୁ ଘଟଣା  ।  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ମିଳିଥିବା ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଛନ୍ତି । ଯେଉଁ ସ୍ଥାନରେ ଜଗନ୍ନାଥଙ୍କର ବାଇକ ଦୁର୍ଘଟଣା ହୋଇଥିଲା ସେହି…

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

କାମାକ୍ଷାନଗର: ଦନ୍ତାହାତୀ ଆକ୍ରମଣରେ ଚାଷୀ ଗୁରୁତର ହୋଇଛନ୍ତି । ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସୋଲଗାଁ ନୂଆସାହି ନିକଟରେ ଜଣେ ଚାଷୀ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଚାଷୀ ଜଣକ ହେଲେ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିପେଇଝରଣ ଗାଁର ବୀର ପ୍ରଧାନ । ଗତକାଲି ସନ୍ଧ୍ୟା…

ଭାରତରେ ୧୧ ରାଜ୍ୟକୁ ମାଡିଲାଣି ଓମିକ୍ରନ୍

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ କାୟା ମେଲାଉଛି । ପ୍ରତିଦିନି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଯାଏ ୧୧ ରାଜ୍ୟକୁ ମାଡ଼ିଲାଣି । ଗତ ୨୪ ଘଣ୍ଟାରେ ଦେଶରୁ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦାଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ…

୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ ଝିଅଙ୍କ ବିବାହ ବୟସ

ନୂଆଦିଲ୍ଲୀ: ସୂତ୍ରରୁ ପ୍ରକାଶ ଯେ, ଝିଅମାନଙ୍କ ବିବାହର ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ବର୍ତ୍ତମାନ, ପୁରୁଷଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ ଅଟେ। ବର୍ତ୍ତମାନ,…

୨୪ଘଣ୍ଟାରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮ଜଣ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୭୫ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ ପଜିଟିଭ୍ ବାହାରିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…