Latest Odisha News
Yearly Archives

2021

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଯାଜପୁର

ଯାଜପୁର : ଯାଜପୁର ପାଇଲା ସ୍ମାର୍ଟ ହେଲଥ କାର୍ଡ । ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି । ଆଜି ସନ୍ଧ୍ୟାର ଏନଏସି କଲେଜ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ…

ବ୍ୟଞ୍ଜନ ଦ୍ୱାଦଶୀରେ ୭୦୧ ପ୍ରକାରର ବ୍ୟଞ୍ଜନ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ | ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମ ଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇ ଥିବା ବେଳେ ୭୦୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା | ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ…

କଂଗ୍ରେସରେ ଯୋଗ ଦେବେ କି ଭଜି !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ରାଜନୀତି ଏଂଟ୍ରି ନେଇ ଅଟକଳ ଜୋର ଧରିଛି । ପ୍ରଥମେ ସେ ବିଜେପିରେ ଯୋଗ ଦେବା ନେଇ ଆଲୋଚନା ଚାଲିବା ପରେ ସେ ନିଜେ ଏହାକୁ ଖଣ୍ଡନ କରିଥିଲେ । ଆଜି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂ…

ମାଲକାନଗିିରିରୁ ବିପୁଳ ପରିମାଣର ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିିରି : ମାଲକାନଗିିରିରୁ ପୁଣି ଜବତ ହେଲା ବିପୁଳ ପରିମାଣର ବିସ୍ପୋରକ । ମାଲକାନଗିରି ଜିଲ୍ଲା ସ୍ୱଭିମାନ ଅଞ୍ଚଳର ନୂତନ ବିଏସଏଫ୍ କ୍ୟାମ୍ପ ସ୍ପାପନ ହେବା ପରେ ସୁରକ୍ଷା କର୍ମୀମାନେ କୁମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ପୋରକ ଜବତ କରିଛନ୍ତି ।…

ମୁହଁ ଖୋଲିଲେ କୋହଲି: ଟେଷ୍ଟ ଟିମ ଘୋଷଣା ହେବାର ୧ ଘଂଟା ପୂର୍ବରୁ ମୋତେ ଅଧିନାୟକ ପଦରୁ ହଟାଯାଇଥିଲା

ମୁମ୍ବରଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ବୁଧବାର ବିରାଟ କୋହଲି ଅଧିନାୟକ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଟେଷ୍ଟ ଟିମ ଚୟନ ଠିକ ପୂର୍ବରୁ ଚୟନ କମିଟି ଦିନିକିଆ ଅଧିନାୟକ ପଦରୁ ମୋତେ ହଟାଇଥିଲେ । ଏହା ପୂର୍ବରୁ ସେମାନେ ମୋ ସହିତ…

କର୍ମଚାରୀଙ୍କୁ ଚେତାଇଲା ଗୁଗଲ: ଟୀକା ନ ନେଲେ ଦରମା କଟିବ

ନୂଆଦିଲ୍ଲୀ: ଗୁଗଲ ତାର କର୍ମଚାରୀଙ୍କୁ ଚେତାଇ ଦେଇଛି । ଯେଉଁମାନେ ଭ୍ୟାକ୍ସିନ ନେଇନ, ତୁରନ୍ତ ନେଇ ଯାଅ ନ ହେଲେ ଦରମା କଟିବ । ୩ ଡିସେମ୍ବର ମଧ୍ୟରେ ଭ୍ୟାକ୍ସିନର ଷ୍ଟାଟସ ଜମା କରିବାକୁ ଏବଂ ୧୮ ଜାନୁୟାରୀ ମଧ୍ୟରେ ଟୀକା ନେବା ପାଇଁ ଗୁଗଲ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଯଦି…

[ଭିଡିଓ] ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ମୟଙ୍କ

ଯାଜପୁର : ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ୮ ବର୍ଷ ଛାତ୍ର । ଯାଜପୁର ବରୀ ବ୍ଲକ ଗୋଲକୁଣ୍ଡ ହରିପୁର ଗାଁର ମୟଙ୍କ ପତି ।ବୟସ ମାତ୍ର ମାତ୍ର ୮ ବର୍ଷ ହେଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକାଧିକ ପୁରଷ୍କାର ହାତେଇବାରେ ସଫଳ ହୋଇଛନ୍ତି ମୟଙ୍କ । ମୟଙ୍କ କେବଳ…

[ଭିଡ଼ିଓ]ଆସନ୍ତାକାଲି ଧନୁ ସଂକ୍ରାନ୍ତି, ମୁଆଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବ୍ୟବସାୟୀ

କଟକ: ଆସନ୍ତକାଲି ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୁଆଁ ଖାଇବାକୁ ବର୍ଷକୁ ଥରେ ସଭିଏଁ ଅପେକ୍ଷା କରିଥାନ୍ତି । ଧନୁ ସଂକ୍ରାନ୍ତି ପାଇଁ ମୁଆଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ସିଲଭର ସିଟି କଟକରେ ମଧ୍ୟ ମୁଆଁ ପ୍ରସ୍ତୁତିକୁ…

[ଭିଡ଼ିଓ] ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକ ମନୋଜ ପାତ୍ର

ରାୟଗଡା: ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକ ମନୋଜ ପାତ୍ର । ଏକ ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ମନୋଜ ପାତ୍ରଙ୍କ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ…

ଆଗାମୀ ୨ ମାସ ଅତି ଗୁରୁତ୍ବପୂର୍ଣ୍ଣ; ଭୟଙ୍କର ହୋଇପାରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଅନେକ ଦେଶରେ କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ଆତଙ୍କ ସୃଷ୍ଟି କରିସାରିଲାଣି। ଜାନୁଆରୀରୁ ଫେବୃଆରୀ ମାସ ଭିତରେ ଏହା ଭାରତରେ ଏହାର ଅଧିକ ମାମଲା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ…