Latest Odisha News

BREAKING NEWS

Yearly Archives

2021

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର

ମାଲକାନଗିରି : ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର । ମାଲକାନଗିରି ତେଲେଙ୍ଗାନା ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ପୋରଣ ହେବା ଯୋଗୁଁ ଜଣେ ଗ୍ରେହାଣ୍ଡ RSI ଯବାନ ଗୁରୁତର ହୋଇଛନ୍ତି ।ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ବଡାରି କାତା ଗୁଡ଼େମ ଜିଲ୍ଲାର ଚାର୍ଲା ଥାନା ଅନ୍ତର୍ଗତ…

‘ଅନ୍ତିମ’ ବନାମ ସୂର୍ଯ୍ୟବଂଶୀ; ବାଜି ମାରିଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡ୍‌ର ଦମ୍‌ଦାର ଷ୍ଟାର ସଲ୍‌ମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଅନ୍ତିମ ଓ ସୂର୍ଯ୍ୟବଂଶୀ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହା କହିବା ଭୁଲ ହେବ ନାହିଁ ଯେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଏବଂ ସଲମାନ ଖାନଙ୍କ ଅନ୍ତିମ ଦ ଫାଇନାଲ ଟ୍ରୁଥ ଭଳି ଫିଲ୍ମ ରିଲିଜ ହେବା ପରେ…

ଜାଡରେ ଥରୁଛି ଓଡିଶା , ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ

ଭୁବନେଶ୍ୱର : ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା ।ଅନ୍ୟପଟେ ପାହାଡିଆ ଅଞ୍ଚଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ତଳେ ରହିଛି । ଫଳରେ ଜାଡରେ ଘରୁଛି ଦାରିଙ୍ଗବାଡି । ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳ ମାତ୍ର ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ । ଟିମ ଇଣ୍ଡିଆ ୧୬ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହା ପୂର୍ବରୁ ମୁମ୍ବାଇରେ ୩ ଦିନ ଖେଳାଳିମାନେ ବାୟୋବବଲରେ ରହିବ । ସେଠାରେ ପଂହଚିବା ପରେ ହୋଟେଲରେ ଗୋଟିଏ ଦିନ ଅଲଗା…

ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ପାଇଁ ଖୋଲାଯିବ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା

ଭୁବନେଶ୍ବର: ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ସ୍କୁଲ ଭିତରେ ଭାଲୁ, ସିସିଟିଭିରେ କଏଦ ଚିତ୍ର

ମାଲକାନଗିରି: ସ୍କୁଲ ଭିତରେ ଭାଲୁ । ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କାଲି ରାତି ସମୟରେ ଏହି ତିନି…

ତାଲିବାନକୁ କାହିଁକି ଆଫଗାନିସ୍ତାନର ସମ୍ପତ୍ତି ଦେଉନି ଆମେରିକା; କ’ଣ ରହିଛି ଏହା ପଛର କାରଣ?

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲୋକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ସମୟରେ, ଆଫଗାନିସ୍ତାନର ପାଣ୍ଠିରେ ଜମା ହୋଇଥିବା ୯.୫ ବିଲିୟନ ଡଲାର ଦେବାକୁ ଆମେରିକା ମନା କରିଦେଇଛି। ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର କହିଛନ୍ତି ଯେ ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଆମେ ତାଲିବାନକୁ…

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡ଼ା ଜେଲରେ ଜେରା କରିବ NIA

ଭୁବନେଶ୍ୱର: ଏନଆଇଏ ସ୍କାନରରେ ହାର୍ଡକୋର୍ ମାଓନେତା ଦୁବାସି ଶଙ୍କର । ତାକୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ ବା ଏନଆଇଏ । ଟେରର ଲିଙ୍କ ନେଇ ମାରାଥନ୍ ଜେରା କରିବ । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ…

ପୁଲୱାମାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର:ଜାମ୍ମୁ-କାଶ୍ମୀୀର ପୁଲୱାମାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଏହି ଘଟଣା ଘଟିଥିବା ପୋଲିସ କହିଛି । ନିହତ ଆତଙ୍କବାଦୀଙ୍କର ପରିଚୟ ମିଳିନାହିଁ । ବୁଧବାର ମଧ୍ୟରାତ୍ରି ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା…

ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ, ପୋଲିସର ତଦନ୍ତ ଜାରି

ଗଜପତି: ବିପୁଳ ପରିମାଣର ଚନ୍ଦନ କାଠ ଜବତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ ହୋଇଛି । ପାରାଳାଖେମୁଣ୍ଡି ବାଳିକା ବିଦ୍ୟାଳୟ ରାସ୍ତାରେ ଥିବା ରାଜୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ରକ୍ତ ଚନ୍ଦନ କାଠ ଜବତ କରିଛି ବନ ବିଭାଗ ।…