Latest Odisha News

BREAKING NEWS

Yearly Archives

2022

ଗୁଜୁରାଟ ଲଢ଼େଇରେ କିଏ ହେବ ବିଜୟୀ : ବିଜେପି , କଂଗ୍ରେସ, ଆପ ମଧ୍ୟରେ କଡା ମୁକାବିଲା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ସରିବା ପରେ ଏବେ  ଗୁଜୁରାଟ ନିର୍ବାଚନକୁ ନେଇ ତିନି ଦଳ ଭିତରେ ଆରମ୍ଭ ହୋଇଛି ଲଢ଼େଇ । ଗୁଜୁରାଟ ରାଜନୀତି ସରଗରମ ଥିବାବେଳେ ବିଜେପି , କଂଗ୍ରେସ ମଧ୍ୟରେ ଏଥର ଧଶେଇ ପଶିଛି ଆପ । ଏଥର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଲୋଭନୀୟ ଅଫର ଦେଇଛନ୍ତି…

୩୧ ବର୍ଷ ପରେ ଜେଲରୁ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିବା ମାମଲାରେ ନଳିନୀ ଶ୍ରୀହରନ୍ ଏବଂ ଅନ୍ୟ ଚାରିଜଣ ଦୋଷୀ ୩୧ ବର୍ଷ ପରେ ତାମିଲନାଡୁର ଜେଲରୁ ମୁକ୍ତ ହୋଇଛନ୍ତି। ଗତକାଲି ଏହି ମାମଲାରେ ସମସ୍ତ ୬ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ…

ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଥାନାରେ ଏତଲା

ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଜେଲ୍‍ ବିଭାଗ ମନ୍ତ୍ରୀ ଅଖିଳ ଗିରି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ତାଙ୍କ ବିରୋଧରେ ଏନେଇ ବ୍ରହ୍ମପୁର ବଡ ବଜାର ଥାନାରେ ଏତଲା ଦିଆଯାଇଛି। ପଶ୍ଚିମବଙ୍ଗ ନନ୍ଦି ଗ୍ରାମରେ ଜନସଭାରେ…

ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ଅଟକିଲା ଶତାଧିକ ଟ୍ରକ୍‌

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଶନିବାର ବିଶାଖାପାଟଣାରେ ଥିବା ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାକୁ ସମ୍ବୋଧନ ପାଇଁ…

କାମ କରାଇବାକୁ ନେଇ ସ୍ତ୍ରୀକୁ ଅନ୍ଯତ୍ର ବିବାହ କରାଇଦେଲା ସ୍ବାମୀ

ଭବାନୀପାଟଣା: ସ୍ବାମୀ-ସ୍ତ୍ରୀ ବିବାହ କରିଥିଲେ ସାତ ଜନ୍ମର ସାଥୀ ହେବାକୁ। କିନ୍ତୁ କିଛିଟା ପଇସା ପାଇଁ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ। ଏହି ଘଟଣା କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ। କଳାହାଣ୍ଡିର ନର୍ଲା ପୋଲିସ ଏହି ମାମଲାରେ ଆଜି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଥିବା…

ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଭୂକମ୍ପ ଅନୁଭୂତ ହୋଇଛି। ଏହାପୂର୍ବରୁ ଆଜି ଉତ୍ତରପ୍ରଦେଶରେ ମଧ୍ୟ ଭୂକମ୍ପ ହୋଇଥିଲା। ରିପୋର୍ଟ…

କଲେଜିୟମ ସୁପାରିସକୁ ନେଇ ତେଜିବ କି ସୁପ୍ରିମକୋର୍ଟ-କେନ୍ଦ୍ର ବିବାଦ?

ଭୁବନେଶ୍ୱର: ତେଜିବ କି ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର ମଧ୍ୟରେ କଳି? ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମର ସୁପାରିସକୁ ଗ୍ରହଣ କରିବାରେ ବା ଅନୁମୋଦନ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରୁଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ଆଇନ ସଚିବଙ୍କ ନିକଟରୁ…

ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ। ଦୀର୍ଘ ଦିନ ଧରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ନେଇ ଯେଉଁ ଦାବି ରହି ଆସୁଥିଲା ତାକୁ ସମର୍ଥନ କରିଛି ଶାସକ ଦଳ। ଏହି ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ…

ହାଇକୋର୍ଟର ଦ୍ବାରସ୍ଥ ହେଲେ ଏଏସଓ ପରୀକ୍ଷାର୍ଥୀ

କଟକ: ହାଇକୋର୍ଟରେ ପହଞ୍ଚିଲା ଲିଖିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳକୁ ନେଇ ତେଜୁଥିବା ବିବାଦ। ନିରାଶ ହୋଇଥିବା ପରୀକ୍ଷାର୍ଥୀ ହାଇକୋର୍ଟର ଦ୍ବାରସ୍ଥ ହୋଇ ଓପିଏସସି ଦ୍ବାରା ହୋଇଥିବା ପରୀକ୍ଷାକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା…

ବାରକ୍ଲେ ପୁନର୍ବାର ହେଲେ ଆଇସିସି ଚେୟାରମ୍ୟାନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ ଅବସରରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ  । ନ୍ୟୁଜିଲାଣ୍ଡ କ୍ରିକେଟର ଡାଇରେକ୍ଟର ଓ ଓକିଲ ଗ୍ରେଗର ବାରକ୍ଲେ ପୁନର୍ବାର ଆଇସିସି ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି । ଶନିବାର ସର୍ବସମ୍ମତି କ୍ରମେ ସେ ଏହି ପଦ ଦ୍ୱିତୀୟ ଥର ପାଇଁ…