ଧାମନଗରର ଭୁଲ୍ ପଦ୍ମପୁରରେ ଦୋହରାଇବ କି ବିଜେଡି?
ଭୁବନେଶ୍ୱର: ଭଦ୍ରକ ଧାମନଗର ବିଧାନସଭା ଉପନିର୍ବାଚନ ପରେ ଏବେ ନେତାଙ୍କ ନଜର ରହିଛି ପଦ୍ମପୁର ପଲିଟିକ୍ସ ଉପରେ। ବରଗଡ ଜିଲ୍ଲାର ଏହି ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ବିଜେପି ଓ…