ସୀମାରେ ପଇଁତରା ମାରୁଛି ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ
ନୂଆଦିଲ୍ଲୀ: ଚାଲବାଜ ଚୀନର ଔଦ୍ଧତ୍ୟ ସାମ୍ନାକୁ ଆସିବା ପରେ ପୁଣି ଥରେ ସତର୍କ ହୋଇଛି ଭାରତ। ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟର ନିକଟରେ ଥିବା ସୀମାରେ ଭାରତ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଚୀନ୍ ପାର୍ଶ୍ୱରୁ ୩୦୦ ଯବାନ ୟାଙ୍ଗସେ ଅଞ୍ଚଳରେ ଭାରତୀୟ ପୋଷ୍ଟ…