Latest Odisha News

BREAKING NEWS

Yearly Archives

2022

ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ନବୀନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ । Deeply saddened to hear about the demise of #HeerabenModi, mother of…

ପଞ୍ଚଭୂତରେ ବିଲୀନ ହେଲେ ମାଆ ହୀରାବେନ, ମୁଖାଗ୍ନି ଦେଲେ ମୋଦୀ

ଗାନ୍ଧୀନଗର : ପଞ୍ଚତତ୍ତ୍ୱରେ ବିଲୀନ ହେଲେ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେଲା । ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଭାବୁକ ହେଲେ, ଆଖିରେ ପୁଳାଏ ଲୁହ । ଭାଇମାନଙ୍କ ଉପସ୍ଥିତିରେ ମାଆଙ୍କୁ ମୁଖାଗ୍ନୀ ଦେଇଥିଲେ ମୋଦୀ ।  ଦେଶବ୍ୟାପୀ ବିଶିଷ୍ଟ ବ୍ୟକ୍ତିଙ୍କ…

ଜଳିଗଲା କ୍ରିକେଟର ଋଷବ ପନ୍ତଙ୍କ କାର; ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଟଟଣାରେ ଜଳିଗଲା  ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କାର ।  ଗୁରୁତର  ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି । ଦୁର୍ଘଟଣା…

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ  ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା…

ମାଆଙ୍କ କୋକେଇକୁ କାନ୍ଧରେ ବୋହି ଶ୍ମଶାନଘାଟ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ : ମାଆ ହୀରବା ଙ୍କ ପାର୍ଥୀବ ଶରୀରକୁ କାନ୍ଧରେ ବୋହି ଶ୍ମଶାନ ଘାଟ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗାନ୍ଧୀନଗରସ୍ଥିତ ଶ୍ମଶାନ ଘାଟରେ ହୀରାବେନ ଙ୍କ ଶେଷକୃତ୍ୟ ହେବ। #WATCH | Gandhinagar: Prime Minister Narendra Modi carries the mortal remains of…

‘ମାଆ ସରଳ ଓ ଅସାଧାରଣ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବାବେଗଭରା ଟ୍ୱିଟ୍

ନୂଆଦିଲ୍ଲୀ : ମାଆ ହୀରାବେନ୍ ଚାଲିଗଲେ ଆରପାରିକୁ। ଏକ ଶତାବ୍ଦୀର ଈଶ୍ୱରଙ୍କ ପାଦତଳେ ନତମସ୍ତକ । ମାଆ ଥିଲେ ସରଳ ଓ ଅସାଧାରଣ। ମାଆ ହୀରାବେନଙ୍କ ଦେହାନ୍ତ ପରେ ଭାବାବେଗଭରା ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ହୀରାବେନଙ୍କ ୧୦୦ତମ ଜନ୍ମଦିନରେ ଭେଟିଥିଲେ ମୋଦୀ। ତାଙ୍କୁ ସେତେବେଳେ ମାଆ…

ଆଉ ଏକ ସାଫ୍ରନ୍ ବିବାଦ: ରଦ୍ଦ ହେଲା ସିଙ୍ଗର୍ ଅରିଜିତ୍ ସିଂଙ୍କ କନସର୍ଟ

କୋଲକାତା: ପଶ୍ଚିମବଙ୍ଗର ତ୍ରୁଣମୂଳ ସରକାର ସିଙ୍ଗର ଅରିଜିତ୍ ସିଂଙ୍କ ଏକ କନସର୍ଟକୁ ରଦ୍ଦ କରିଦେଇଛି। ଏହାର କାରଣ ସାଫ୍ରନ୍ ବିବାଦ ବୋଲି କୁହାଯାଉଛି। ଫେବୃଆରୀ ୧୮ ତାରିଖରେ ହୋଇଥାନ୍ତ ଏହି ସଙ୍ଗୀତ କାର୍ଯ୍ୟକ୍ରମ। ତୃଣମୂଳ ସରକାର ସେହି ସ୍ଥାନରେ ଜି-୨୦ ଶିଖର ସମ୍ମିଳନୀର ବାହାନା ଦେଖାଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ ହୋଇଛି। ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମା ହୀରାବେନଙ୍କ ମୃତ୍ୟୁ ବାବଦରେ ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସକାଳ ୭ ଟା ୪୦ରେ ମୋଦୀ ଅହମଦାବାଦ ପହଞ୍ଚିଥିବା  ସୂଚନା ରହିଛି । ଏହା…

କବିତା : ସେପାଖ ପୃଥିବୀ

ଅଣାକାର ନାୟକ ଝରକା ସେପାଖ ପୃଥିବୀ ଯୋଉଠି ନିତି ଘରଚଟିଆ ବସା ବାନ୍ଧେ ଯୋଉଠି ଫାଲଗୁନରେ ମେଳଣ ହୁଏ ଯୋଉଠି କାଳ ବୈଶାଖୀ ନିଦାଘର ସାନିଧ୍ୟରେ ଅତୃପ୍ତ ବସୁନ୍ଧରାକୁ ତୃପ୍ତି ଦିଏ। ଯୋଉଠି ସେ ତା ଅତୀତକୁ ଖୋଜେ କାହିଁକିନା ଝରକା ଏପଟେ ସେ ବନ୍ଦୀ ତା କର୍ତ୍ତବ୍ୟର ଶିକୁଳିରେ।…

ଭାଷା ଭାଗବତ : ଅକ୍ଷର ମଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପରିସ୍ଥିତି ଓ ମନୋବୃତ୍ତି ସଂଘର୍ଷ କଲେ, ନାହିଁ ଶାଂତି ସ୍ଥିତି ହୋଇଲେ ଅଣାୟତ୍ତ ପ୍ରଥମେ ସ୍ଥିର କଲେ ଚିତ୍ତ ମନରେ ଶାଂତି ହୁଏ ଜାତ ହୁଏନି ଆଉ ବିଚଳିତ ପରିସ୍ଥିତିର ଦାସ ହୋଇ ରହିଲେ ସୁଖ…