ତାଲିବାନ ନିର୍ଯାତନାର କାହାଣୀ ‘My Pen is the Wing of a Bird’ ବହିରେ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଶାସନ କରୁଛି। ଯଦିଓ ତାଲିବାନ ମହିଳାଙ୍କୁ ସ୍ବାଧୀନ ଦେବା ଚିନ୍ତାର ବିରୋଧୀ ବୋଲି ସମଗ୍ର ଦୁନିଆ ଜାଣିଛି। ହେଲେ କୌଣସି କାରଣରୁ ଏହି ଘଟଣା ସାମ୍ମାକୁ ସେତେଟା ଆସୁନାହିଁ। ହେଲେ ୧୮ ଜଣ ମହିଳା ତାଲିବାନ ଶାସନରେ କିଭଳି ନିର୍ଯାତିତ…