Latest Odisha News

BREAKING NEWS

Yearly Archives

2023

କବିତା : ଅପେକ୍ଷା

ପଞ୍ଚାନନ ମିଶ୍ର ଜଦୀର୍ଘ ସୁଡ଼ଙ୍ଗର ଏପଟେ ମୁଁ କିଏ ଜଣେ ଅପେକ୍ଷା କରିଥାଏ ସୁଡ଼ଙ୍ଗ ଯେଉଁଠି ଶେଷ ହୋଇଯାଏ । ସୁଡ଼ଙ୍ଗ ଭିତରେ କେବଳ ଶବ୍ଦ ପରେ ଶବ୍ଦ ଛନ୍ଦାଛନ୍ଦି ପରସ୍ତରେ ଟିକିଏ ବି ଶୂନ୍ୟସ୍ଥାନ ନଥାଏ ସେଠାରେ । ସୁଡ଼ଙ୍ଗ ଭିତରେ ବିଚ୍ଛୁରିତ ଆଲୋକର ରେଖା ଆଲୋକ କ'ଣ…

ଭାଷା ଭାଗବତ : ଅତି-ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧାଡ଼ି ସବୁ ହୋଇଲେ ଯୋଡ଼ା ଆଖିକୁ ମିଳିଥାଏ ପୀଡ଼ା ଯେତେବେଳେ ବି ହୁଏ ପଢ଼ା ଆଖିକୁ ସୁଖ ପଡ଼େ ଲୋଡ଼ା ଲେଖିଲେଶବ୍ଦସବୁଯୋଡ଼ି ଅର୍ଥ ତ ହୁଏନାହିଁ କାଢ଼ି ପାଠକଗଲେବାଟହୁଡ଼ି କେବେ ବି ଆସେନି ବାହୁଡ଼ି …

ଏସଏନସିୟୁ ରେ ବୋରଓ୍ବେଲରୁ ଉଦ୍ଧାର ଶିଶୁ, ଫୁସଫୁସ୍ ରେ ହୋଇଛି ସଂକ୍ରମଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଲାରିପାଲି ଜଙ୍ଗଲ ମଧ୍ୟର ଥିବା ଏକ ପରିତ୍ୟକ୍ତ ବୋଲଓ୍ବେଲ ରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଟି କୁ ବୁର୍ଲା ର ସ୍ବତନ୍ତ୍ର ନବଜାତ ଶିଶୁ ୟୁନିଟ୍ (ଏସଏନସିୟୁ) ରେ ରଖାଯାଇ ବର୍ତ୍ତମାନ ଚିକିତ୍ସା ଚାଲିଥିବାବେଳେ, ଆହୁରି କିଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପନୀୟ ଲୀଳା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିଜର ଅପୃର୍ବ ମାନୁଶୀ ଲୀଳା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ପ୍ରଭୁଙ୍କର ଗୋପନୀୟ ଅନବସର ଉପଚାର ଚାଲିଛି । କାରଣ ସ୍ନାନ ପୁର୍ଣିମା ରେ ପ୍ରତ୍ୟକ୍ଷ ସ୍ନାନ କରି…

ଇସ୍ରାଏଲର ନୂତନ କୌଶଳ : ସୁଡଙ୍ଗରେ ଭର୍ତ୍ତି କରାଯାଉଛି ସମୁଦ୍ର ପାଣି

ଜେରୁଜେଲମ : ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି । ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ…

ସବୁଠୁ ଦାମୀ ମେଣ୍ଢା,ଦାମ୍ ଜାଣିଲେ ହୋସ ଉଡ଼ିଯିବ

ରାଜସ୍ଥାନର ଗ୍ରାମାଞ୍ଚଳର ଅଧିକାଂଶ ଲୋକ ମେଣ୍ଢା ଓ ଛେଳି ପାଳନ କରି ପେଟ ପୋଷିଥାନ୍ତି । ମେଣ୍ଢାପାଳକମାନେ ପଶମ ଏବଂ କ୍ଷୀରରୁ ଭଲ ରୋଜଗାର କରନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ମେଣ୍ଢା ବିଷୟରେ କହିବୁ ଯାହା ଦୁନିଆର ସବୁଠୁ ଦାମୀ ମେଣ୍ଢା ଭାବେ ବିବେଚନା କରାଯାଉଛି । ଆଉ ଏହାର ଦାମ୍…

ଦାୟିତ୍ୱ ନେଉ ନେଉ ମୋହନଙ୍କ ବଡ଼ ନିଷ୍ପତ୍ତି, ଆଉ ଧାର୍ମିକ ସ୍ଥାନରେ ବାଜିବନି ମାଇକ୍‌

ଭୋପାଳ :ଏଣିକି କୌଣସି ଧାର୍ମିକ ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ୍ ବାଜି ପାରିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶର ଧାର୍ମିକ…

ଋତୁସ୍ରାବ ସମସ୍ୟା ନୁହେଁ, ‘ଦରମା ଛୁଟି’ ନିୟମ ଆବଶ୍ୟକତା ନାହିଁ: କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଅନେକ ଦିନ ଧରି ମହିଳାମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, ଋତୁସ୍ରାବ ଏକ ସମସ୍ୟା ନୁହେଁ, ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର…

ପୁଟିନ୍ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ: ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

ମସ୍କୋ :ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ତଥା ତାଙ୍କର ପ୍ରିୟ ଖବରକାଗଜର ଡେପୁଟି ଏଡିଟର-ଇନ୍ ଚିଫ୍ ଆନ୍ନା ସରେଭାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ୩୫ ବର୍ଷୀୟା ଆନ୍ନାଙ୍କ ମୃତଦେହ ମସ୍କୋର ବୋଲ୍‌ଶୋୟ ଟିଶିନ୍‌ସ୍କି ଲେନ୍ ବାସଭବନରୁ ଉଦ୍ଧାର କରାଯାଇଛି । ଆନ୍ନାଙ୍କ…

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ୫ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୩ର ୧୭ତ ସଂସ୍କରଣର ଶ୍ରଷ୍ଠ ୫ ଜଣ ବିଜେତାଙ୍କ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସଂସ୍କରଣରେ ୨୦ ଜିଲ୍ଲାର ପ୍ରାୟ ୮୦…