ବାପାଙ୍କ ମୁହଁରେ ଫୁଟା ପାଣି ଫିଙ୍ଗିଲା ଝିଅ, ଦୃଷ୍ଟିଶକ୍ତି ହରାଇ ବସିଲା ବାମ ଆଖି
ଭୁବନେଶ୍ୱର: ରାଜଧାନୀ ସ୍ଥିତ ଭରତପୁର ଅଞ୍ଚଳରେ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଝିଅ ମୁହଁରେ ଫୁଟା ପାଣି ଫିଙ୍ଗିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଆଖି ଖରାପ ହୋଇଯାଇଛି ବା ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ସାଙ୍ଘାତିକ କାଣ୍ଡ…