Latest Odisha News

BREAKING NEWS

Yearly Archives

2023

ଡେଲିଭରି ବୟରୁ ମେକାନିକ ପର୍ଯ୍ୟନ୍ତ ରାହୁଲଙ୍କ ଯାତ୍ରା !

ଭୁବନେଶ୍ୱର: କେତେବେଳେ ଡେଲିଭରି ବୟଙ୍କ ସ୍କୁଟରରେ ତ କେତେବେଳେ ଟ୍ରକରେ। ଆଉ କେତେବେଳେ ବାଇକ ଗ୍ୟାରେଜରେ। ଗତ କିଛି ମାସ ଧରି ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ଲୋକଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଯାଉଛନ୍ତି। ସେମାନଙ୍କ ସହ ଯାତ୍ରା କରୁଛନ୍ତି ସେମାନଙ୍କ ସୁଖଦୁଃଖ…

କେନ୍ଦ୍ରର ଚିଠି ପରେ ଫାଇଭ ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଶାଣିତ କଲା ବିଜେପି

ଭୁବନେଶ୍ୱର: ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଓଡ଼ିଶାର ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ଜନତା ପାର୍ଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଥିବା ଏହି ଅଧିକାରୀ ନିଜ କ୍ଷମତାକୁ ଅତିକ୍ରମ କରି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା…

ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ, ଯାହା ଡ଼େଇଁ ଡ଼େଇଁ ଶୀକାର କରେ

ମୁମ୍ବାଇ: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ମୁମ୍ବାଇରେ ଏକ ନୂଆ ପ୍ରଜାତିର ବୁଢିଆଣୀ ଠାବ କରାଯାଇଛି, ଯାହା ଡ଼େଇଁ ଡ଼େଇଁ ଶୀକାର କରିଥାଏ । ଏହାକୁ ଦେଖି ଅନୁସନ୍ଧାନକାରୀମାନେ…

ବଡ ବଜେଟ ଫିଲ୍ମ ପାଇଁ ସନ୍ଦୀପଙ୍କ ସହ ହାତ ମିଳାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ଫିଲ୍ମମେକର ସନ୍ଦୀପ ସିଂଙ୍କ ସହ ଏକ…

ରାଜଧାନୀରେ ଡେଙ୍ଗୁ ଆତଙ୍କ, ନୟାପଲ୍ଲୀ ଓ ପୋଖରୀପୁଟ ପାଲଟିଛି ହଟସ୍ପଟ

ଭୁବନେଶ୍ୱର: ବର୍ଷା ଆରମ୍ଭ ହେଉଣୁ ରାଜଧାନୀରେ ଦେଖାଦେଲାଣି ଡେଙ୍ଗୁ ଆତଙ୍କ। ରାଜଧାନୀ ସ୍ଥିତ ନୟାପଲ୍ଲୀ ଓ ପୋଖରୀପୁଟ ଏବେ ଡେଙ୍ଗୁର ହଟସ୍ପଟ ପାଲଟିଥିବା କିଛି ଦିନ ଆକ୍ରାନ୍ତଙ୍କ ଠିକଣା ଦେଖିବା ପରେ ଅନୁମାନ ହେଉଛି। ଗତ ସପ୍ତାହରେ ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

କାମାକ୍ଷ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ କଙ୍ଗନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଯେକୌଣସି ପ୍ରସଙ୍ଗରେ ନିଜ ସ୍ପଷ୍ଟ ମତ ଦେବା ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । କଙ୍ଗନା ବୁଧବାର ଗୁଆହାଟୀସ୍ଥିତ କାମାକ୍ଷ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ହେବ ସେ ବିଭିନ୍ନ ଧାର୍ମିକ ସ୍ଥାନ ଦର୍ଶନ…

ଏମସିଏଲରେ ଆର୍ଥିକ ଅନିୟମିତତା, ବଡ଼ ଅଧିକାରୀଙ୍କ ବିରୋଧରେ ସିବିଆଇର ତଦନ୍ତ

ସମ୍ବଲପୁର: 2020ରେ ମହାନଦୀ କୋଲଫିଲ୍ଡ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ସିବିଆଇ। ନିକଟରେ ଏକ ଅଡିଟ୍ ରିପୋର୍ଟରୁ ଜଣାପଡିଛି ଯେ ଏମସିଏଲର କିଛି ବରିଷ୍ଠ ଅଧିକାରୀ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ, ବେଦାନ୍ତ ଲିମିଟେଡ୍, ଜିନ୍ଦଲ ଷ୍ଟିଲ୍, IFFCO ଏବଂ ବଲ୍ଲାରପୁର…

ଏମିତି ଏକ ମୋବାଇଲ: ଯାହାର ଉଚ୍ଚତା ୮ ଫୁଟ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଦିନ ଥିଲା କାଁ ଭାଁଙ୍କ ଘରେ ଲ୍ୟାଣ୍ଡଲାଇନ୍ ଫୋନ ରହୁଥିଲା । ସମୟ ବଦଳିବା ସହ ଦୁନିଆକୁ ଆସିଲା ମୋବାଇଲ ଫୋନ । ଏହାର ଆକାର ଖୁବ୍ ଛୋଟ ହେବା ସହ ସୁନ୍ଦର ବି ଲାଗୁଥିଲା । କିଛି ଫୋଲ୍ଡିଂ ଫୋନ ମଧ୍ୟ ବଜାରକୁ ଆସିଲା । ପରେ ଧୀରେ ଧୀରେ ଏହି ଫୋନଗୁଡିକର ଆକାର ମଧ୍ୟ ବଢିିବାକୁ ଲାଗିଲା । ସ୍ମାର୍ଟ…

ଷ୍ଟକହୋମ ମସଜିଦ ନିକଟରେ କୁରାନ ଜାଳିବାକୁ ଅନୁମତି ଦେଲା ସ୍ୱୀଡେନ ପୋଲିସ

ଷ୍ଟକହୋମ: ସ୍ୱୀଡେନରେ ପୁନର୍ବାର କୁରାନ ଜାଳିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏ ନେଇ ଏକ ବ୍ୟକ୍ତି ସ୍ୱୀଡେନ ପୋଲିସ ନିକଟରେ ଅନୁମତି ମାଗିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏ ନେଇ ଅନୁମତି ମିଳିସାରିଛି । ସେଂଟ୍ରାଲ ଷ୍ଟକହୋମ ନିକଟରେ ଥିବା ମସଜିଦ ନିକଟରେ ସେ କୁରାନ ଜାଳିବେ ବୋଲି…

ଗୋଡ଼ିରେ ନିର୍ମିତ ବିଲେଇର ଚମତ୍କାର କଳାକୃତି

ବିଟେନ୍‌: ସୋସିଆଲ ମିଡିଆରେ ଆପଣ ଅନେକ ବାଲୁକା କଳା ଦେଖିଥିବେ । ବାଲୁକା ଶିଳ୍ପୀମାନେ ବାଲିରେ ବିଭିନ୍ନ ପ୍ରକାରର କଳାକୃତି ତିଆରି କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଡ଼ିରେ ସୁନ୍ଦର କଳାକୃତି ତିଆରି କରାଯାଇଛି । ଲୋକମାନେ…