ଭାଷା ଭାଗବତ : ବୟସ ବୃତ୍ତାଂତ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବୟସ ହୋଇଗଲେ ଦଶ
ପିଲାଟି ବିଦ୍ୟାଳୟ ବଶ
ହୋଇ କରଇ ସବୁ କର୍ମ
ତା ହୁଏ ଶିକ୍ଷାର୍ଥୀର ଧର୍ମ
ବୟସ ହୋଇଲେ କୋଡ଼ିଏ
ସ୍ବପ୍ନଦେଖା ପ୍ରତ୍ୟହ ହୁଏ
ସବୁ ନିରେଖି, ଚାଖି ଜାଣେ
ନିଜକୁ ଯୋଗ୍ୟତମ ମଣେ…