Latest Odisha News
Yearly Archives

2023

ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ସୁବର୍ଣ୍ଣପୁର : ବାରହା ଶିକାର ପାଇଁ ତାର ବିଛା ଯାଇଥିଲା । ହେଲେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନୀରିo ନାବାଳକଙ୍କ ଜୀବନ ଚାଲିଯାଇଛି । ଏଭଳି କିଛି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ  ।  ମୃତକ ଦୁଇ ନାବାଳକ ସିଂହପାଲି ଗାଁର ନବୀନ…

ପୃଥିବି ତଳେ ରହିଛି ଦ୍ଵିତୀୟ ଦୁନିଆ, ବୈଜ୍ଞାନିକଙ୍କୁ ମିଳିଲା ପାତାଳ ଲୋକ, ଯେଉଁଠାରେ ବସବାସ କରୁଛନ୍ତି ଅଜବ ଜୀବ

ନୂଆଦିଲ୍ଲୀ: ଆମ ଶାସ୍ତ୍ରରେ ଆକାଶ ଠାରୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ ସବୁକିଛି ବର୍ଣ୍ଣନା କରାଯାଇଛି । ଶାସ୍ତ୍ର ଅନୁସାରେ ଆକାଶ ଦେବତାଙ୍କ ବାସସ୍ଥଳ ହୋଇଥିବା ବେଳେ ପାତାଳ ରାକ୍ଷାସ ମାନଙ୍କର ବାସସ୍ଥଳ । ତେବେ କଣ ଆପଣମାନେ କେବେ ପ୍ରକୃତରେ ପାତାଳଲୋକ ଦେଖିଛନ୍ତି ? ତେବେ ଆମ…

ବିଶ୍ବର ସବୁଠୁ ସୁନ୍ଦରରାଣୀଙ୍କ ରହସ୍ୟମୟୀ କାହାଣୀ: ମୃତ୍ୟୁ ପରେ ବି ଛାଡିନଥିଲେ ଲୋକ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ସୁନ୍ଦରରାଣୀଙ୍କ ରହସ୍ୟମୟୀ କାହାଣୀ  । ମୃତ୍ୟୁ ପରେ ବି ଛାଡିନଥିଲେ ଲୋକ । ଇତିହାସରେ ଏହିପରି ଅନେକ ସୁନ୍ଦରୀ ରାଣୀଙ୍କ ବିଷୟରେ ଆପଣମାନେ ନିଶ୍ଚୟ ପଢିଥିବେ । ହେଲେ ଆଜି ଆମେ ଏପରି ଜଣେ ରାଣୀଙ୍କ ବିଷୟରେ କହିବାକୁ ଯାଉଛୁ  । ଯାହାକୁ ସୌନ୍ଦର୍ଯ୍ୟର ଦେବୀ…

ପ୍ରସାଦରେ ବଣ୍ଟାଯାଏ ବହି , କଲମ, ସିଡି, ଡିଭିଡି

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଅନେକ ମନ୍ଦିର ରହିଛି  । ଅନେକ ମନ୍ଦିର ତାର ଧର୍ମ , ପରମ୍ପରାକୁ ନେଇ ଜଣାଶୁଣା ତ ଆଉ କିଛି ତାର କଳା ନୌପୁଣ୍ୟ । ଆପଣ ମାନେ ଜାଣିଥିଲେ ଭଗବାନଙ୍କ ନିକଟରେ ଆମେ ବିଭିନ୍ନ ପ୍ରକାରର ଫଳମୂଳ ଆଦି ଅର୍ପଣ କରିଥାଉ  । ଅଧିକାଂଶ ମନ୍ଦିରର ସ୍ବତନ୍ତ୍ର ପ୍ରସାଦ ରହିଛି…

ଗଳ୍ପ : ଲୋକେ କହୁଛନ୍ତି

ଅଳକା ମହାପାତ୍ର ପରିବା ବ୍ୟାଗଧରି ବଜାରରୁ ଫେରୁଛି, ପଡ଼ୋଶୀ ସସ୍ମିତା କହିଲା, ନାନୀ କଥାଟିଏ ଶୁଣିଛ କି ଗୋ ? ଟିକେ ହସିଦେଇ, କ'ଣ ହେଲା କିରେ କହି, ଚାଲି ଆସୁଥିଲି । ବ୍ୟାଗର ଓଜନ ମୋତେ ବଳିପଡୁଛି, ଛିଡ଼ାହୋଇ କଥା ହେବାକୁ ଇଚ୍ଛା ହେଲାନାହିଁ । ଭାବିଲି ଘରେ ପହଞ୍ଚି ବ୍ୟାଗ ରଖିଲେ,…

ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ, ବଲାଙ୍ଗିରରୁ ମିଳିଲା କେବଳ ୧୭୦କୋଟି

ବଲାଙ୍ଗୀର: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଆଜି ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ । ସେପଟେ ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବି ବଢିବାରେ ଲାଗିଛି ।…

ଶିଶୁ କବିତା : ଆସିଛି ହେମନ୍ତ କାଳ

ରାଜ କିଶୋର ନାୟକ ଭିଜା ସକାଳର ମୁକୁତା ବିନ୍ଦୁରେ ହସୁଛି ନୂଆ ସକାଳ ହେମ ହେମ ଲାଗେ ଦେହ ଆଉ ମନ ଆସିଛି ହେମନ୍ତ କାଳ ।। ନବ ଦୁର୍ବାଦଳ ନବୀନ ପୁଲକେ ଦିଶୁଛନ୍ତି କେଡେ ତୋରା ବାଧା ନାହିଁ କିଛି ଅଧା ରହିବାକୁ ଏଇତ ନୀବନ ଧାରା ସାଧବ ବୋହୁଏ ନାଲି ପାଟ ପିନ୍ଧି ବୁଲିଲେଣି ମାଳ…

କବିତା : ନା’ଟେ କହିହୁଏନି ବୋଲି

ସଂଘମିତ୍ରା ରାଏଗୁରୁ ନା'ଟେ କହିହୁଏନି ବୋଲି ବୁହେଇନିଏ ପାଣି ଉଡେଇନିଏ ପବନ ରାସ୍ତା ରୋକିବସେ ପଥର ଫୁଲ ପାଲଟିଯାଏ କଣ୍ଟା ଉଜୁଡିଯାଏ ଅଯୋଧ୍ୟା ଯୁଗେ ଯୁଗେ ସୀତାଙ୍କୁ ଛଳୁଥାଏ ରାବଣର ଥାଳ ନା' ଟେ କହିହୁଏନି ବୋଲି ଅନ୍ଧ ହୋଇଯାଏ ମୁହୂର୍ତ୍ତ ଚଡକିଯାଏ ଆଇନାର କାଚ ସୁଖରେ…

ଡମ୍ପର ସହ ଧକ୍କା ହେଲା ବରଯାତ୍ରୀ କାର, ଜୀଅନ୍ତା ଜଳିଗଲେ ୮ଜଣ

ୟୁପି: ଭୟଙ୍କର କାର ଦୁର୍ଘଟଣା । ଜୀଅନ୍ତା ଜଳିଗଲେ ୮ଜଣ । ୟୁପିର ବରେଲି-ନୈନିତାଲ ଜାତୀୟ ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । କାରର ଟାୟାର ଫାଟିଯିବା କାରଣରୁ ଭାରସ୍ୟାମ ହରାଇ ଏକ ଡମ୍ପରରେ ଧକ୍କା ହୋଇଥିଲା । ଫଳରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ୮ଜଣ…

ଶୀତ ଦିନେ ପ୍ରଚୁର ପରିମାଣରେ ଖାଆନ୍ତୁ ପିଆଜ ଷଣ୍ଢା, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ଭୁବନେଶ୍ଵର: ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ l ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ l ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ l ଏହା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ । ଶୀତଦିନେ ପିଆଜ ଷଣ୍ଢା…