ପୂରଣ ହେଲା ମାଆଙ୍କ ଶେଷ ଇଚ୍ଛା , ଆକାଶରୁ ଓହ୍ଲାଇଲେ ବୋହୂ
ନୂଆଦିଲ୍ଲୀ : ସାରା ଦେଶରେ ଏବେ ବିବାହ ସିଜନ୍ ଚାଲିଛି । ବିବାହକୁ ନେଇ ସବୁ ପୁଅ , ଝିଅଙ୍କର ଏକ ସ୍ବପ୍ନ ରହିଥାଏ । ସମସ୍ତେ ନିଜ ନିଜର ବାହାଘରକୁ ନିଆରା ବନାଇବାକୁ ଚେଷ୍ଟା କରିଥାନ୍ତି । ସେଭଳି କିଛି ବାହାଘର ଦେଖିବାକୁ ମିଳିଛି ସାହରନପୁରର ବିଳାସପୁର ଗାଁରେ । ଯାହା ଏକ ଆଲୋଚନାର ବିଷୟ…