ଗୋଗାମେଡି ହତ୍ୟାକାଣ୍ଡ ଅଭିଯୁକ୍ତ ଜଣେ ଆର୍ମି ଯବାନ: ବାହାଘର କାର୍ଡ ଦେବା ନାଁରେ ଘରେ ପଶି କରିଥିଲେ ହତ୍ୟା
ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେବାର ଜାତୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡି ହତ୍ୟାକାଣ୍ଡର ଚେର ହରିଆନା ଯାଏ ବ୍ୟାପିଛି । ହରିଆନା ଜିଲ୍ଲା ମହେନ୍ଦ୍ରଗଡର ଶୁଟର ନୀତିନ ଫୌଜୀ ମହେନ୍ଦ୍ରଗଡର ଦୌଂଗଡର ଜାଟର ନିବାସୀ ଅଟନ୍ତି । ସବୁଠାରୁ ବଡ କଥା ହେଉଛି, ନୀତିନ ଜଣେ…