Latest Odisha News

BREAKING NEWS

Yearly Archives

2023

ଯୁବକ ନିଜ କେଶରେ ୱିଗ୍ ତିଆରି କରି ମାଆକୁ ଦେଲେ ଉପହାର

ନ୍ୟୁୟର୍କ: ଦୁଇଦିନ ତଳେ ସାରାବିଶ୍ୱରେ ଲୋକେ ମାତୃ ଦିବସ ପାଳନ କରିଛନ୍ତି । କେହି କେହି ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହ ନିଜ ମାଆଙ୍କୁ ଦାମୀ ଉପହାର ମଧ୍ୟ ଦେଇଛନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ତାଙ୍କ ମାଆଙ୍କୁ ଏପରି ଉପହାର ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଖୁବ୍…

ଚୋରି ହୋଇଗଲା ସଲମାନ ଖାନଙ୍କ ଉଉଣୀଙ୍କର ହୀରା କାନଫୁଲ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ମୁମ୍ବାଇ ଘରେ ଚୋରି ହୋଇଛି। କୁହାଯାଉଛି ଯେ ଅର୍ପିତାଙ୍କ ଘରୁ ତାଙ୍କ ହୀରା କାନଫୁଲ ଚୋରି ହୋଇଛି। ଏହି ମାମଲାରେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅର୍ପିତା ଖାନ ମୁମ୍ବାଇର ଖାର ପୋଲିସ ଷ୍ଟେସନକୁ ଯାଇ କାନଫୁଲ ଚୋରି ହେବା ପରେ…

ଉପମୁଖ୍ୟମନ୍ତ୍ରୀ ହେବାକୁ ସଫା ମନା କରିଦେଲେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନେଇ କଂଗ୍ରେସରେ ଏବେ ଏକ ବିବାଦ ଲାଗି ରହିଛି। ଏବେ ଖବର ଆସୁଛି ଯେ ଡି.କେ ଶିବକୁମାର ରାଜି ନୁହଁନ୍ତି ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ। ଡି.କେଙ୍କୁ ଦିଆଯାଇଥିବା ଅଫର ପାଇଁ ସେ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ପ୍ରକାଶ।…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହଯୋଗୀଙ୍କ ସମେତ ଆଠଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ସିବିଆଇ ବୁଧବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। କୁହାଯାଇଛି ଯେ ରିଲାଏନ୍ସ ବୀମା ଦୁର୍ନୀତି ସମ୍ପର୍କିତ ମାମଲାରେ ସିବିଆଇ ଏହି ଏହି ଚଢାଉ କରିଛି। ବୁଧବାର ମଲିକଙ୍କ ତତ୍କାଳୀନ ସହଯୋଗୀଙ୍କ ଘରେ ଏବଂ ଦିଲ୍ଲୀ ଏବଂ…

ଭୂଆଶୁଣୀ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଅଳିଆ; ବାୟୋ ମାଇନିଂ ପ୍ରସ୍ତାବ ଜାରି ରହିବ

ଭୁବନେଶ୍ୱର: ଏଣିକି ରାଜଧାନୀ ଉପକଣ୍ଠ ଭୂଆଶୁଣି ଡମ୍ପିଂୟାର୍ଡରେ ପଡିବନି ଅଳିଆ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।ସହରର ବିଭିନ୍ନ ସ୍ଥାନରୁ ବର୍ଜ୍ୟବସ୍ତୁ ଦାରୁଠେଙ୍ଗଠାରେ ପକାଇବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଘୋଷଣା କରିଛି ବିଏମସି। ତେବେ…

୧୦୦ ଘଣ୍ଟା ରୋଷେଇ କରି ବିଶ୍ୱ ରେକର୍ଡ ଭାଙ୍ଗିଲେ ନାଇଜେରିଆର ସେଫ୍‌

ନୂଆଦିଲ୍ଲୀ : ରୋଷେଇ କରିବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ବିରକ୍ତି ହୋଇଥାନ୍ତି । ଏହି ରୋଷେଇ କରି ଜଣେ ପାଚିକା ବିଶ୍ୱ ରେକର୍ଡ ହାତେଇଛନ୍ତି । ନାଇଜେରିଆର ଜଣେ ଲୋକପ୍ରିୟ ପାଚିକା ଲଗାତାର ସର୍ବାଧିକ ଘଣ୍ଟା ଧରି ରୋଷେଇ କରି ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ…

ବିଜେପି ସଭାପତିଙ୍କୁ ଭେଟିଲେ ମନମୋହନ ସାମଲ, ବଢ଼ିଲା ସଂଗଠନ ପରିବର୍ତ୍ତନ ଚର୍ଚ୍ଚା

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ଦଳରେ ସଂଗଠନ ପରିବର୍ତ୍ତନକୁ ନେଇ ଇସାରା ଦେଇଛି। ଶ୍ରୀଯୁକ୍ତ ସାମଲ ଓଡ଼ିଶା ବିଜେପିର ସଭାପତି…

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୪୦ ଆତଙ୍କୀ; ପୂରା ଇଲାକା ପୋଲିସ କବ୍ଜାରେ

ଇସଲାମବାଦ: ପୁଣି ନୂଆ ବିବାଦରେ ଫସିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ଗୋଟିଏ ବିବାଦରୁ ମୁକୁଳି ନାହାନ୍ତି, ଆଉ ଗୋଟିଏ ବିବାଦରେ ଫସିଛନ୍ତି ଇମ୍ରାନ । ପାକ  ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଲୁଚି ରହିଛନ୍ତି ୩୦ରୁ ୪୦ ଜଣ ଆତଙ୍କୀ । ପାକିସ୍ତାନ ସ୍ଥିତ…

ଆହୁରି ୫ ଦିନ କଲବଲ କରିବ ତାତି, ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା

ଭୁବନେଶ୍ୱର: ଆହୁରି ୫ ଦିନ କଲବଲ କରିବ ତାତି। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିପାରେ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିପାରେ। ଏହି ସମୟରେ କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏଭଳି…

ଦୁଇ ଜୀବନ୍ତ ବଜ୍ରକାପ୍ତା ଜବତ, ଏସଟିଏଫ୍ ପଞ୍ଝାରେ ଦୁଇ ଚାଲାଣକାରୀ

ଭୁବନେଶ୍ୱର: ଓଡ଼ିଶା ପୁଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍) ଏକ ସଫଳ ଅପରେସନ୍ କରି ସୋନପୁର ଜିଲ୍ଲାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ହେଲେ ଲଛିପୁର ଥାନା ଅନ୍ତର୍ଗତ ଝଙ୍କରପାଲି ଗ୍ରାମର ବେଦବ୍ୟାସ ଧରୁଆ(୪୧) ଓ ନବଦୀପ…