Latest Odisha News

BREAKING NEWS

Yearly Archives

2023

୫୦୦ ଟଙ୍କାର ଭତ୍ତା ପାଇଁ ବିଏସଏସଓ ନେଉଥିଲେ ୬ ହଜାର ଟଙ୍କା ଲାଞ୍ଚ, ଗିରଫ କଲା ଭିଜିଲାନ୍ସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ବିଏସଏସଓ) ଅରୁଣ ନାୟକ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅରୁଣ ନାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ମଧୁ ବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା…

ଗାଁକୁ ନାହିଁ ଭଲ ରାସ୍ତା, ଅସରାଏ ବର୍ଷାରେ୨ଗୁଣ ବଢ଼ୁଛି ଦୁଃଖ

ନୂଆପଡ଼ା : ସରୁନି ରାସ୍ତା ଦୁର୍ଦ୍ଦଶା । ବର୍ଷ ବର୍ଷ ଧରି ଲାଗି ରହିଛି ରାସ୍ତା ସମସ୍ୟା। ଗାଁ କୁ ଯିବାକୁ ନାହିଁ ଭଲ ରାସ୍ତା , ଚୁପ ବସିଛି ପ୍ରଶାସନ । ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ପଞ୍ଚାୟତର ଉପାନ୍ତ ଗାଁ  ଡୁମେରଜୋରର ବାଗପଡା । ଏହି ଗାଁ କୁ ଯିବାକୁ ଭଲ…

ଶଶୀ ଭୂଷଣ, ଅର୍କେଶଙ୍କ ସହ ଏହି ବିଜେଡି ନେତାଙ୍କ ନାଁରେ ରହିଛି ଘରୋଇ ହିଂସା ଓ ନାରୀ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର:ପୂର୍ବତନ୍ତ୍ର ମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବୋହୂ ରୋନାଲି ଯୌତୁକ ନର୍ଯାତନା ଅଭିଯୋଗ ଆଣିବା ପରେ ଆଜି ମୁହଁ ଖୋଲିଛନ୍ତି ଶ୍ୱଶୁର । ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କରି ଶଶୀଭୂଷଣ କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ପୁଅ ନାଁରେ ଆସିଥିବା…

ଏଣିକି ସହଜରେ ମିଳିବ ହଜିଲା ମୋବାଇଲ; ଉନ୍ମୋଚିତ ହେଲା ସଞ୍ଚାର ସାଥୀ ପୋର୍ଟାଲ

ଭୁବନେଶ୍ୱର: ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ ଉନ୍ମୋଚନ…

କାନ୍ସ ଫେଷ୍ଟିଭାଲ ରେଡ୍‌ କାର୍ପେଟରେ ଜଲଓ୍ବା ଦେଖାଇବେ ଅନୁଷ୍କା ଓ ମାନୁଷୀ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଫେଷ୍ଟିଭାଲ କାନ୍ସ ଫେଷ୍ଟିଭାଲ । ୧୬ରୁ ଆାରମ୍ଭ ହୋଇଯାଇଛି ଏହି ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ସମସ୍ତ ତାରକା ଯୋଗଦେବେ । ଗତ କାନ୍ସ ଫେଷ୍ଟିଭାଲରେ ଐଶ୍ୱରୀୟା ରାୟ ଏବଂ ଦୀପିକା ପାଦୁକାନ ନଜର ଆସିଥିଲେ । ପୂର୍ବରୁ ଏମାନେ କାନ୍ସରେ ଯୋଗଦେଇ ବଲିଉଡକୁ…

ସିଦ୍ଧରମେୟାଙ୍କ ବିରୋଧରେ ଚାଲିଛି ୧୩ ମାମଲା, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ସିଦ୍ଧରମେୟାଙ୍କ ନାଁରେ ମୋହର ଲାଗିଥିବା ସୂଚନା ମିଳିଛି। ତାଙ୍କର ଶପଥଗ୍ରହଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ସିଦ୍ଧରମେୟା କର୍ଣ୍ଣାଟର ପରବର୍ତ୍ତୀ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ଦ୍ୱନ୍ଦ୍ୱ: ସାମ୍ନାକୁ ଆସିଲେ ତୃତୀୟ ଦାବିଦାର

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ସସପେନ୍ସ । କାହାକୁ ଦେବେ ମୁଖ୍ୟମନ୍ତ୍ରୀ ପଦ ? ସିଦ୍ଧରମୈୟା ନା ଶିବକୁମାର ? ହାଇକମାଣ୍ଡ ବି ଦ୍ୱନ୍ଦ୍ୱରେ । ୪ ଦିନ ଗଲାଣି । ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ତି ନେଇ ପାରୁନି ଦଳ । ଦିଲ୍ଲୀରେ ଡେରା ପକାଇଛନ୍ତି ଦୁଇ ଦାବିଦାର ।…

ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା, ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ !  

ନୂଆଦିଲ୍ଲୀ: କର୍ଣ୍ଣାଟକର ପୁରୁଣା ପାଠର ପୁନରାବୃତ୍ତି କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା। ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏଥିସହିତ ରାଜ୍ୟ କ୍ୟାବିନେଟ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଏନେଇ ଆଜି ନୂଆ…

ଆସାମର ଲେଡି ସିଂଘ ସବ୍-ଇନ୍ସପେକ୍ଟ ଜୁନମୋନୀ ରାଭାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଦିଶପୁର: ଆସାମର ଲେଡି ସିଂଘମ ସବ୍‌-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ କାର୍‌ ଏକ କଣ୍ଟେନର ଟ୍ରକ ସହ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ନାଗାଓଁ ଜିଲ୍ଲା କାଳିଆବୋର ସବ୍‌-ଡିଭିଜନ ଜାଖଳବନ୍ଧ ଥାନା ଅଧିନରେ ଆସୁଥିବା…

ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା- ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି । ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛନ୍ତ ବିଜେଡିର । ହେଲେ ବିଜେଡ଼ି ମୁଖପାତ୍ର ସବୁବେଳେ ମୂଳ କଥାର ଉତର ନ ଦେଇ ବୁଲେଇ ବଙ୍କେଇ କହୁଛନ୍ତି  । …