Latest Odisha News

BREAKING NEWS

Yearly Archives

2023

ଅସୁରକ୍ଷିତ ରାଜଧାନୀ: ଓଲା ଡ୍ରାଇଭରଙ୍କୁ ଅପହରଣ, ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି

ଭୁବନେଶ୍ଵର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ବିଗିଡିବାରେ ଲାଗୁଛି ଆଇନଶୃଙ୍ଖଳା ପରିସ୍ଥିତି । ଲୋକାରଣ୍ୟ ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଓଲା’ ଡ୍ରାଇଭରକୁ ଅପହରଣ । ଅପହରଣ ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବୀ କରିଛନ୍ତି ଅପହରଣକାରୀ । ଭିଡିଓ କଲ୍ ମାଧ୍ୟମରେ ସ୍ୱାମୀଙ୍କୁ…

CISFର ପ୍ରଥମ ମହିଳା ମୁଖ୍ୟ ହେଲେ ଆଇପିଏସ୍ ନୀନା ସିଂହ

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(CISF)ର ଡିଜି ନିଯୁକ୍ତ ହୋଇଛନ୍ତି । ସିଆଇଏସଏଫ ମହାନିର୍ଦ୍ଦେଶକ ପଦରେ ପହଞ୍ଚିବା ପରେ ପ୍ରଥମ ମହିଳା ଅଧିକାରୀ ହେଉଛନ୍ତି ନୀନା ସିଂହ। ୧୯୮୯ ବ୍ୟାଚ୍ ର ରାଜସ୍ଥାନ କ୍ୟାଡର…

ହାପି ବାର୍ଥ ଡେ ଟ୍ଵିଙ୍କିଲ: ପିତା ଦେଇଥିଲେ ଏକା ସାଙ୍ଗରେ ୪ଟି ପୁଅଙ୍କୁ ବୟଫ୍ରେଣ୍ଡ କରିବାର ପରାମର୍ଶ

ଭୁବନେଶ୍ଵର: ଆଜି ଏକା ସାଙ୍ଗରେ ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନା ଓ ତାଙ୍କ ଝିଅ ଟ୍ୱିଙ୍କଲ ଖାନ୍ନାଙ୍କ ଜନ୍ମଦିନ । ଗୋଟାଏ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏହି ଦୁଇ ଚର୍ଚ୍ଚିତ ଚେହେରା । ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପରି ତାଙ୍କ ଝିଅ ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ କିନ୍ତୁ…

ଶ୍ରୀକ୍ଷେତ୍ରରେ ଶୌଚାଳୟ ସମସ୍ୟା !

ପୁରୀ : ଶୌଚାଳୟ ପାଇଁ ହନ୍ତସନ୍ତ ପର୍ଯ୍ୟଟକ  । ସକାଳ ପାହିଲେ ଯେଉଁଠାକୁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ  । ସେଠି ଶୌଚାଳୟର ଅବ୍ୟବସ୍ଥା ।  ଦିଗବାରେଣି ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ମାତ୍ର ଗୋଟିଏ ସ୍ଥାନରେ ଶୌଚାଳୟ କୁ ଭରସିଛନ୍ତି ପର୍ଯ୍ୟଟକ । ଲାଇଟ୍ ହାଉସ ପାଖ…

ତୀବ୍ର ହେଉଛି ଭୀମଭୋଇ ହାଉସ୍ ସର୍ଜନ ଛାତ୍ରଙ୍କ ଆନ୍ଦୋଳନ: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିବାଦ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିବା ଘଟଣା I ତୀବ୍ର ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ରଙ୍କ ଆନ୍ଦୋଳନ । ଶହେରୁ ଅଧିକ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଓପିଡି ଆଗରେ ଆନ୍ଦୋଳନ କରିଛନ୍ତି। …

ଏଥର ପାକିସ୍ଥାନରେ ପାଳନ କରାଯିବ ନାହିଁ ନବବର୍ଷ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସରିଆସିଲାଣି ୨୦୨୩ । କବାଟ ବାଡେଇଲାଣି ବର୍ଷ ୨୦୨୪ । ୨୦୨୪ର ସ୍ଵାଗତ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଦେଶର କୋଣ ଅନୁକୋଣରେ ନବବର୍ଷକୁ ଉତ୍ସାହର ସହ ପାଳନ କରିବା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ସେପଟେ  କିନ୍ତୁ ଭାରତର ପାରମ୍ପରକ ଶତୃ ପାକିସ୍ତାନ ଚଳିତ ବର୍ଷ…

‘BSKY ନବୀନ କାର୍ଡ’ ଶୁଭାରମ୍ଭ : ଉପକୃତ ହେବେ ୯୦ ପ୍ରତିଶତ ଲୋକ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା –ନବୀନ କାର୍ଡର ଶୁଭାରମ୍ଭ   କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ଉପକୃତ ହେବେ । ପଇସା  ଅଭାବରୁ  ମୋ  ରାଜ୍ୟର  କେହି  କେବେ  ଉତ୍ତମ  ଚିକିତ୍ସା ରୁ…

ଚଳିତବର୍ଷ ପିତାମାତା ହୋଇଛନ୍ତି ଏହି ସେଲିବ୍ରେଟି

ମୁମ୍ବାଇ : ବିଦାୟ ନେବ ୨୦୨୩ ଆଉ ପାଦ ଥାପିବ ୨୦୨୪ । ବର୍ଷ ସରିବାକୁ ହାତରେ ଆଉ ମାତ୍ର କିଛିଟା ଦିନ । ଆସନ୍ତୁ ଆଜି ଆଲୋଚନା କରିବା ଚଳିତବର୍ଷ ପିତାମାତା ହୋଇଥିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ । ଯଦି ଦେଖିବା ଏହି ତାଲିକାର ପ୍ରଥମରେ ରହିଛନ୍ତି ଗୌହର ଖାନ୍ ଏବଂ ଜୈଦ ଦରବାର ।…

ବିଦେଶରେ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ଲୋକାର୍ପଣ ପାଇଁ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  ଜାନୁଆରୀ ୨୨ ରେ ହେବ ଶୁଭ ଉଦଘାଟନ । ଏହି ବିଶେଷ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହାରି ଭିତରେ ହିନ୍ଦୁଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର ।…

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି

ନୂଆଦିଲ୍ଲୀ: ସାଧାରଣତଃ ଫିଟ୍ ଆଉ ଫାଇନ୍ ରହିବାକୁ କିଏ ବା ନଚାହେଁ  । ନିଜ ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ । କିଛି ଲୋକ ସାଧାରଣତଃ ସକାଳୁ ଜୁସ୍ ପିଇବାକୁ ଭଲ ପାଆନ୍ତି  । ତେବେ ଆସନ୍ତୁ ଜାଣିବା ଏମିତି କିଛି ଜୁସ୍ ସମ୍ପର୍କରେ , ଯାହାକୁ ସକାଳେ ପିଇବା…