ବିଶ୍ୱର ବ୍ୟୟବହୁଳ ବିବାହ: ଖର୍ଚ୍ଚ ହୋଇଛି ୪୯୧ କୋଟି
ଯୁକ୍ତରାଷ୍ଟ୍ର ଆମେରିକାର ମାଡିଲେନ୍ ବ୍ରକ୍ୱେ ଓ ଜାକୋବ ଲାଗ୍ରୋନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ବିବାହକୁ ନେଇ । ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର…