Latest Odisha News

BREAKING NEWS

Yearly Archives

2023

ଆଇଏସଆଇ ସହ ଲିଙ୍କ୍ ଅଭିଯୋଗ, ୟୁପିରୁ ଦୁଇ ଯୁବକ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ (ୟୁପିଏଟିଏସ୍) ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସହଯୋଗ କରିଥିବା ସନ୍ଦେହରେ ଅମ୍ରିତ ଗିଲ୍ (୨୫) ଓ ରିୟାଜୁଦ୍ଦିନ୍ (୩୬) ନାମକ ଦୁଇ ଜଣଙ୍କୁ ଗିରଫ କରିଛି। ଆଇଏସ୍ଆଇ ସହ ସମ୍ପର୍କ ଥିବା ଅଭିଯୋଗରେ ଗତ ସପ୍ତାହରେ…

୨୧ ଟନ ଲୁହାରେ ନିର୍ମାଣ ହେଲା ରାମ ମନ୍ଦିରର ପ୍ରତିକୃତି

ଇନ୍ଦୋର: ଅଯୋଧ୍ୟାରେ ଥିବା ରାମ ମନ୍ଦିର ଭଳି ଇନ୍ଦୋରର ବିଶ୍ରାମ ବାଗରେ ୨୧ ଟନ୍ ଲୁହା ସ୍କ୍ରାପରୁ ରାମ ମନ୍ଦିରର ପ୍ରତିକୃତି ନିର୍ମାଣ କରାଯାଇଛି । ଏହି ମନ୍ଦିରର ପ୍ରତିକୃତି ୨୧ ଟନ୍ ଲୁହା ସ୍କ୍ରାପରୁ ତିଆରି କରାଯାଇଛି । ଏହାର ଉଚ୍ଚତା ୨୭ ଫୁଟ ହୋଇଥିବାବେଳେ ଚଉଡା ୨୬ ଫୁଟ ଏବଂ ଲମ୍ବ ୪୦…

ମହିଳା-ପୁରୁଷ ସମାନ ନୁହଁନ୍ତ, ଏମିତି କହିଲେ ନୀନା ଗୁପ୍ତା

ମୁମ୍ବାଇ: ନାରୀବାଦ ଭଳି ଚିନ୍ତାଧାରା ଉପରେ ମୁଁ ବିଶ୍ୱାସ କରେ ନାହିଁ । ମୋ ମତରେ ମହିଳା ଓ ପୁରୁଷ ସମାନ ନୁହନ୍ତି । ଯେଉଁଦିନ ପୁରୁଷ ଅନ୍ତସତ୍ତ୍‌୍ୱା ହେବେ ମୁଁ ସେହିଦିନ କହିବି ପୁରୁଷମାନେ ନାରୀମାନଙ୍କ ସହ ସମାନ ହେଲେ । ବଲିଉଡ଼ ଅଭିନେତ୍ରୀ ନୀନା ଗୁପ୍ତା ଏମିତି କିଛି କହିଛନ୍ତି । ଏପରି…

ହାର୍ଦ୍ଦିକ ପାଣ୍ଡ୍ୟା ଏବେ ‘ସୁନା ଇଲିଶି’, ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଚାଲିଛି ଟଣାଓଟରା

ନୂଆଦିଲ୍ଲୀ: ବିଶ୍ବକପ ପରେ ଏବେ ଆଇପିଏଲ ପାଇଁ ବଢିଛି ଉତ୍ସାହ। ଖାସ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କେଉଁ ଦଳ ନେବ ସେଥିପାଇଁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ରଣନୀତି। ମଝିରେ ସୁନା ଇଲିଶି ଭୂମିକାରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଯିଏକି କିଏ ତାଙ୍କୁ ଅଧିକ ପଇସା ଦେବ ତାକୁ ବସି…

ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼

ରାଉରକେଲା: ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼ । ରାଉରକେଲା-ଭୁବନେଶ୍ୱର ଆସୁଥିବା ଏହି ନୂଆ ଟ୍ରେନକୁ  ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ ଓ ବୁଢାପଙ୍କ ମଧ୍ୟରେ ପଥର ମାଡ଼ ହୋଇଛି। ଏହି ଘଟଣା ଫଳରେ ଏଗଜିକ୍ୟୁଟିଭ୍ କ୍ଲାସ୍ କୋଚର କାଚ ଭାଙ୍ଗି ଯାଇଛି।…

‘ଯୁବ ଓଡ଼ିଶା, ନବୀନ ଓଡ଼ିଶା’: କଲେଜ କ୍ୟାମ୍ପସ ପାଲଟିବ କି ବିଜେଡିର ପ୍ରୟୋଗଶାଳା?

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ବେଳେ ବିଜେଡି ସରକାରର 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ଯକ୍ରମକୁ ନେଇ ସାରା ଓଡ଼ିଶାର କଲେଜଗୁଡ଼ିକରେ ବିବାଦ ତେଜିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ଯୋଜନାକୁ ବିଜେଡିର ପ୍ରଚାର ପାଇଁ ବ୍ୟବହାର କରୁଛି ଏବଂ ସେମାନଙ୍କ କଲେଜକୁ ଦଳୀୟ…

ଆଦିବାସୀ ଜମି କାରବାର ପାଇଁ ସରକାର ଆଇନରେ ପରିବର୍ତ୍ତନ ଆଣି “ନିଆଁ ସହ ଖେଳୁଛନ୍ତି”: ଜୁଏଲ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ କଡ଼ା ଭର୍ତ୍ସନା କରି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ବିବାଦୀୟ ଆଦିବାସୀ ଜମି ହସ୍ତାନ୍ତର ଓ ବିକ୍ରି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି। ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଚେତାବନୀ ଦେଇଛନ୍ତି ଯେ, ଏ…

ଗୁଜୁରାଟରେ ଅଦିନିଆ ବର୍ଷା ବିତ୍ପାତ, ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୪ ମୃତ

ଗାନ୍ଧୀନଗର: ଗୁଜୁରାଟର ପ୍ରାୟ ସମସ୍ତ ଜିଲ୍ଲାରେ ଆଜି (ରବିବାର) ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ଅଦିନିଆ ବର୍ଷା ବିତ୍ପାତ ଦେଖାଦେଇଛି । ଯାହାଦ୍ବାରା ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦାହୋଡ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ଘଟିଥିବା…

ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଭାରତ

ଥିରୁୱନ୍ତପୁରମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୩୫ ରନର ବିଶାଳ ସ୍କୋର କରିଥିଲା । ୟଶସ୍ୱୀ ଜୈସୱାଲ ୫୩, ରିତୁରାଜ…

‘ପୁଷ୍ପା-୨’ ଲାଗି ଆଲୁ ଅର୍ଜୁନ ନେବେନି କୌଣସି ଫି, ନିର୍ମାତାଙ୍କ ସହ କରିଛନ୍ତି ଆଉ କିଛି ଡ଼ିଲ୍

ମୁମ୍ବାଇ: ‘ପୁଷ୍ପା: ଦି ରାଇଜ୍‌' ର ବ୍ଲକବଷ୍ଟର ସଫଳତା ପାଇଛି । ଏବେ ବି ଦେଶ ଓ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନରୁ ଏହାର ପ୍ରଭାବ କମିନାହିଁ । ଏବେ ଫ୍ୟାନ୍ ଆଲୁ ଅର୍ଜୁନଙ୍କ 'ପୁଷ୍ପା-୨: ଦି ରୁଲ୍‌'ର ରିଲିଜ୍‌କୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମର ଶୁଟିଂ ପ୍ରାୟତଃ ସରିଯିବାକୁ…