Latest Odisha News

BREAKING NEWS

Yearly Archives

2023

ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ

କଳାହାଣ୍ଡି: ଏକ ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ। ସୂଚନା ଅନୁସାରେ ରବିବାର ସକାଳୁ ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମକ ଜଣେ…

ଆଜିଠୁ ଗଡିଲା ନୂତନ ସାପ୍ତାହିକ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସ

ରାଇରଙ୍ଗପୁର: ଆଜି ଠାରୁ ଗଡିଲା ନୂତନ ସାପ୍ତାହିକ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସ । ଗତ ୨୧ ତାରିଖ ରେ ରାଇରଙ୍ଗପୁର ବାଦାମପାହାଡ଼ ରେଳ ଷ୍ଟେସନରେ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସକୁ ପତାକା ଦେଖାଇ ଏହାର…

ଚୀନ ମାଷ୍ଟର୍ସ ସୁପର ସିରିଜରେ ରନର୍ସଅପ ହେଲେ ସାଇରାଜ-ଚିରାଗ ଯୋଡି

ବେଜିଂ: ଚୀନ ମାଷ୍ଟର୍ସ ସୁପର ସିରିଜ ୭୫୦ ବ୍ୟାଡମିଂଟନର ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ରେଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରି ଯାଇଛନ୍ତି । ଟାଇଟଲ ମୁକାବିଲାରେ ଭାରତୀୟ ଯୋଡି ଚୀନର ଲିୟାଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚୁଙ୍ଗଙ୍କ ନିକଟରୁ ୧୯-୨୧, ୨୧-୧୮ ଓ ୧୯-୨୧ରେ ହାରିବା ସହ…

୧୬ କୋଟିରେ ନିଲାମ ହେଲା ଡାକ ଟିକେଟ

ନ୍ୟୁୟର୍କ: ସାଧାରଣତଃ ଡାକ ଟିକେଟର ମୂଲ୍ୟ ୫ରୁ ଆରମ୍ଭ ହୋଇ ୧୦୦ ଟଙ୍କା ଭିତରେ ହୋଇଥାଏ । ହେଲେ ନିକଟରେ ଏକ ଡାକ ଟିକେଟ ଏତେ ଚଢା ଦରରେ ନିଲାମ ହୋଇଛି ଯେ, ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଟିକେଟ୍ ଛପାରେ କିଛି ଗଡ଼ବଡ଼ ହେବା କାରଣରୁ ଏହାର ମୂଲ୍ୟ ଏତେ ଚଢା ହୋଇଥିବା ଜଣାଯାଇଛି । ୧୯୧୮…

ସ୍ମରଣୀୟ କରିବାକୁ ବିମାନ ଭିତରେ ବାହାଘର

ଦୁବାଇ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌?ଅପ୍‌?, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି,…

ରାତି ପାହିଲେ ଐତିହାସିକ କଟକ ବାଲିଯାତ୍ରା; ମୁଖ୍ୟ ଆକର୍ଷଣ ସାଜିବ ଅଣ୍ଡର ୱାଟର୍‌‌ ଫିସ୍‌‌ ଟନେଲ

କଟକ: ରାତି ପାହିଲେ ମହାନଦୀର ବିସ୍ତିର୍ଣ୍ଣ ବାଲି ଶଯ୍ୟାରେ ଆରମ୍ଭ ହେଵ ଐତିହାସିକ କଟକ ବିଲିଯାତ୍ରା । ଏହି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାକୁ ଚାତକ ଭାବେ ଚାହିଁ ରହିଛନ୍ତି ଲୋକେ । କାରଣ ଏହି ମେଳାରେ ସମସ୍ତ ପ୍ରକାରର ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନର ଭରପୁର ମଜାନେଇଥାନ୍ତି ଲୋକେ…

ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ

ପୁରୀ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁଙ୍କ ପ୍ରତିକୃତି ତିଆରି କରି ପ୍ରତ୍ୟେକ ଓଡିଆଙ୍କୁ…

ସାତକୋଶିଆକୁ ଫେରିବେ ହଳେ ମହାବଳ, ଅଭୟାରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ

ଅନୁଗୁଳ: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଫେରିବ ମହାବଳ। ଅଭାୟରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ। ପ୍ରୋଜେକ୍ଟ ଟାଇଗରର ବିଫଳତା ପରେ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିବାକୁ ପଡିଥିଲା। ଏହା ପରେ ସାତକୋଶିଆରେ ଆରମ୍ଭ ହୋଇଥିଲା…

ଗୁଣୁପୁରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଗତକାଲି ୨୫ ତାରିଖରୁ ଆରମ୍ଭ ହୋଇ ଏହି ମେଳା ଆଜି ଦୁଇ ଦିନ ଧରି ଗୁଣୁପୁର ଚଇତି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ପ୍ରଥମ ଦିନ ଗୁଣୁପୁର ଉପଜିଲ୍ଲାପାଳ ଲଳିତ…

ଆଇପିଏଲ ୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜ ପ୍ରସ୍ତୁତ: ଜାରୀ ହେଲା ରିଟେନ, ରିଲିଜ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜମାନେ ପ୍ରସ୍ତୁତ ହୋଇଛନ୍ତି । ରବିବାର ସେମାନେ ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ଚେନ୍ନାଇ ବେନ ଷ୍ଟୋକ୍ସଙ୍କୁ ବାହାର କରିଥିବା ବେଳେ ଦିଲ୍ଲୀ ୧୧ ଖେଳାଳିଙ୍କୁ ରିଲିଜ କରିଛି । ଚେନ୍ନାଇ ସୁପର କିଙ୍ଗସ ରିଟେନ…