Latest Odisha News

BREAKING NEWS

Yearly Archives

2023

କବିତା : ରୂପସୀ ତନୟା ଶୀତ

ସାଧନା ପଣ୍ଡା ପହିଲି ଶୀତର ପ୍ରତିଟି ଟୋପାରେ ତୁମ ପାଦ ଶବ୍ଦ ଶୁଭେ ସୋରିଷ କ୍ଷେତର ହଳଦୀ ପାଟରେ ଆନନ୍ଦ ଭରଇ ଲବେ । ପୃଥିବୀ ପଣତେ ଧୂମିଳ ପ୍ରଭାତେ ଛାଇ ଯାଅ ପ୍ରୀତି ବୋଳି ସରଗ ସୁଷମା ମରତରେ ଉଭା ଗୁଞ୍ଜଇ ନୁପୂର ତୋଳି । ଫେରିଛ କି ସତେ ଏଇ ଏ ମରତେ ରାଗର ମହ୍ଲାର ଗାଇ…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା: ମୁଖ୍ୟ ଆକର୍ଷଣ ସାଜିବ ଗ୍ରାମୀଣ ପ୍ରତିଛବି ଓ ଫିସ୍ ଟନେଲ୍

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି  । ଆଜିଠୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବ ମହାମେଳା । ଯାହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ  । ଆଜି ସନ୍ଧ୍ୟାରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ…

ଆଜି ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ

ପାରାଦୀପ : ଚଳିତବର୍ଷ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମ୍ମୁ। ଏଥିପାଇଁ ଆଜି ପାରାଦୀପ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି  । ଚଳଚଞ୍ଚଳ ହୋଇ ଉଠିଛି ପୁରା ବନ୍ଦରନଗରୀ । ରାସ୍ତାଘାଟ , ଗଳିକନ୍ଦି ସବୁ ପୁରା ଚକଚକ  ।  ଆଉ ମାତ୍ର କିଛି…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି

ପୁରୀ: ଆଜି ମହାପଞ୍ଚୁକ ବ୍ରତର ଶେଷ ଦିନ  । ଅର୍ଥାତ୍ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା । ଆଜି ସୁନାବେଶ ବା ରାଜରାଜେଶ୍ବର ବେଶରେ ପର୍ଶନ ଦେଉଛନ୍ତି ମହାପ୍ରଭୁ । ସୁନାବେଶ ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ବିଶ୍ବାସ ରହିଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦାରୁବ୍ରହ୍ମ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ, ପ୍ରଭୁଙ୍କର ଦାରୁ ଶରୀର ବା ଦରବୀୟ ତନୁରେ ବ୍ରହ୍ମ ସଂଯୁକ୍ତ ହୋଇ ଦାରୁବ୍ରହ୍ମ ରୂପେ ବିଦିତ ହୁଅନ୍ତି । ଏହିଠାରେ ମନରେ ପ୍ରଶ୍ନ ଆସେ, ଏତେ ବିଖ୍ୟାତ ଠାକୁର ଶୁଦ୍ଧ ସୁବର୍ଣ୍ଣ ଅବା ଅଷ୍ଟ ଧାତୁ ବିଗ୍ରହ ନହୋଇ ଦାରୁ…

ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ରଣବୀର, କହିଲେ ଟାଇଟଲ ରଖିବା ପଛର କାରଣ

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ଆନିମଲକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏନେଇ ଆଲୋଚନା ଜୋର ଧରିଛିି । ନିକଟରେ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା । ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଥିଲେ ।…

ମଦ୍ୟପାନ କରିବା ପରେ ମାସେ ଯାଏଁ ରହିଲେ ନିଶାରେ ବ୍ୟକ୍ତି, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ ଆଦି ରୋଗ ହେବାର ଆଶଙ୍କା ବଢିଥାଏ । ମଦ୍ୟପାନ କରିବା ପରେ କିଛି ସମୟ ବା ଗୋଟିଏ ଦିନ ଯାଏଁ ଅତିବେଶୀରେ ନିଶା ରହିଥାଏ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ମଦ୍ୟପାନ…

ଭାଷା ଭାଗବତ : ‘ବିବେକ’ ଅଟେ ଚିରଂଜୀବୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  'ବିବେକ ଅଟେ ଚିରଂଜୀବୀ' ଯଦି ବି ଏବେ ମୁଁ ଲେଖିବି ମୋ ଲେଖା ହୋଇଯିବ ମିଥ୍ୟା ତେଣୁ ମୁଁ ପାଉଥିବି ବ୍ୟଥା ସ୍ବୀକାର କଲେ ବାସ୍ତବତା ଅସ୍ଥିର ହୁଏନାହିଁ ମଥା ଯାହା ମୋ ଅନୁଭୂତ ସତ୍ୟ ତାହା ମୁଁ କରେଁ ପ୍ରକଟିତ ଅନ୍ୟ କେ…

ସମୁଦ୍ର ମଝିରେ ବୁଡିଗଲା ଜାହାଜ, ୪ ଭାରତୀୟଙ୍କ ଖୋଜଖବର ମିଳୁନି

ନୂଆଦିଲ୍ଲୀ: ରବିବାର ସକାଳେ ଗ୍ରୀସର ଲେସ୍ବୋସ୍ ଦ୍ୱୀପରେ ଏକ ମାଲବାହୀ ଜାହାଜ ବାତ୍ୟାରେ ବୁଡିଯାଇଛି। ଜାହାଜ ମଧ୍ୟରେ ୧୪ ଜଣ କ୍ରିଉ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ନାବିକ ଅଛନ୍ତି। ରାପ୍ଟର୍ ନାମକ ଏହି ଜାହାଜଟି କୋମୋରୋସରେ ପଞ୍ଜୀକୃତ ହୋଇଥିଲା ଏବଂ ଇଜିପ୍ଟରୁ ଇସ୍ତାନବୁଲ୍…

ଅଜବ ବିମାନ: ଯେଉଁଥିରେ ରହିଛି ୯ ପଙ୍ଖା, ୮ ଇଞ୍ଜିନ

ଦୁନିଆର ସବୁଠାରୁ ଅଜବ ବିମାନ । ଏହାକୁ ଏପରି ଭାବରେ ନିର୍ମାଣ କରାଯାଇଥିଲା ଯେ, ଏହା ଆଟ୍‌ଲାଣ୍ଟିକ ଦେଇ ୧୦୦ ଲୋକଙ୍କୁ ନେଇପାରିବ । ଏମିତି କି ଆବଶ୍ୟକ ସ୍ଥଳେ ପାଣି ଉପରେ ମଧ୍ୟ ଚାଲି଼ିପାରିବ । ଏହି ବିମାନଟିର ନାମ ଥିଲା କ୍ୟାପ୍ରୋନି ସିଏ-୬୦ ଟ୍ରାନ୍ସଏରିୟୋ । ଏହାର ଉଚ୍ଚତା ୩୦ ଫୁଟ ଥିଲା…