Latest Odisha News

BREAKING NEWS

Yearly Archives

2023

ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ, ଶୁଣାଣି ବେଳେ ସୁପ୍ରିମକୋର୍ଟ ପଚାରିଲେ ପ୍ରମାଣ କାହିଁ ?

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫସୁଛନ୍ତି ଜଣକ ପରେ ଜଣେ ଆପ୍ ନେତା। ଏହି ମାମଲାରେ ପୂର୍ବତନ ଅବକାରୀ ମନ୍ତ୍ରୀ ମନିଷ ସିସୋଦିଆ ଜେଲରେ ଥିବାବେଳେ ଗତକାଲି ଉକ୍ତ ମାମଲାରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି। ତେବେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି…

ଶିକ୍ଷା ବୃତ୍ତି ଘୋଟଲାକୁ କଡ଼ା ନିନ୍ଦା ସହ ଓଡ଼ିଶା ଅଭିଭାବକ ମହାସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ମିଳିମିଶି ଖାଇଗଲେ ପିଲାଙ୍କ ମେଧାବୃତ୍ତି ଟଙ୍କା। ତାଲିକାରେ ନାଁ ପିଲାଙ୍କର, ହେଲେ ଆକାଉଣ୍ଟ କଲେଜର। ୪ ବର୍ଷରେ ୫୮ କୋଟିର ହେରଫେର ହୋଇଛି। ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ଯାଇଥିବାବେଳେ ମିଛ ଛାତ୍ରଛାତ୍ରୀଙ୍କ ମାନେ ମେଧାବୃତ୍ତିର ହିତାଧିକାରୀ। ଏହାକୁ ନିନ୍ଦା କରଛି ଓଡିଶା…

ବିଶ୍ୱକପ ଉଦଘାଟନୀ ମୁକାବିଲାରେ କନୱେ, ରବୀନ୍ଦ୍ରଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡ ଡେଭନ କନୱେ ଓ ରଚିନ ରବୀନ୍ଦ୍ରଙ୍କ ଅପରାଜିତ ଶତକ ବଳରେ ୯ ୱିକେଟରେ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୮୩ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ…

କାହିଁକି ଛାତ୍ର ସଂସଦ ନିର୍ବାଚନ ବାତିଲ କଲ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଗୁରୁବାର ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଦାୟର ପିଟିସନର ଶୁଣାଣି କରି ଏହି ନୋଟିସ୍ ଜାରି କରାଯାଇଛି।…

SCB ମେଡିକାଲରେ ମ୍ୟୁଜିକ ଥେରାପି, ICU ଭିତରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ

କଟକ: ଏସସିବିର ଆଇସିୟୁରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ଆଇସିୟୁ ଭିତରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଫଳରେ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ…

ରାହୁଲଙ୍କୁ ରାବଣ କହିଲା ବିଜେପି, କଂଗ୍ରେସ କହିଲା ହିଂସା ସୃଷ୍ଟି କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ବିଜେପି ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ରାମାୟଣର ଦଶମୂଖୀ ରାକ୍ଷସ ରାଜା ରାବଣ ଭାବେ ଦର୍ଶାଯାଇଛି। ବିଜେପିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏହି ପୋଷ୍ଟରେ ନୂଆ ଯୁଗର ରାବଣ ଏଠାରେ ଅଛନ୍ତି ବୋଲି…

୫ ଦିନିଆ ରିମାଣ୍ଡରେ ଗଲେ ସଞ୍ଜୟ ସିଂହ, କହିଲେ ମୋଦୀ ଆଦାନୀଙ୍କ ଚାକାର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗୁରୁବାର ୫ ଦିନିଆ ଇଡି ରିମାଣ୍ଡରେ ପଠାଇ ଦିଆଯାଇଛି। ଦିଲ୍ଲୀସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ଦିନ ତମାମ ଜେରା କରିବା ପରେ ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ସିଂହଙ୍କ ଗିରଫଦାରୀ ରାଜନୈତିକ…

କନ୍ଧମାଳ ଗସ୍ତରେ ରାଜ୍ୟ ସଭାପତି, ବଳିଦାନ ଦେଇଥିବା ‘ବୀର’ମାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କନ୍ଧମାଳ/ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି । ଦେଶର ଏକତା,…