Latest Odisha News

BREAKING NEWS

Yearly Archives

2023

ବରଫ ନଦୀ ଉପରେ ଅବତରଣ କଲା ବିମାନ

ମସ୍କୋ : ବରଫ ନଦୀ ଉପରେ ଅବତରଣ କଲା ରୁଷିଆର ଏକ ଯାତ୍ରୀବାହୀ ବିମାନ । ଦେଶର ପୂର୍ବ ଅଞ୍ଚଳରେ ବିମାନବନ୍ଦର ନିକଟରେ ଥିବା ନଦୀ ଉପରେ ଅବତରଣ କରିଛି ଏହି ବିମାନଟି । ପ୍ରବଳ ଥଣ୍ଡାରେ ନଦୀର ଜଳ ବରଫ ପାଲଟି ଯାଇଥିଲା । ବିମାନ ଅବତରଣ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଏହା କିପରି ଘଟିଲା…

ଏମିତି ଫୁଲ, ଯାହା ଦେଖିବାକୁ ମଣିଷ ଓଠ ପରି

କେପ୍‌ଟାଉନ: ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ଏହି ବିଚିତ୍ର ସୃଷ୍ଟି ଭିତରେ ବେଳେ ବେଳେ ମଣିଷ ସାମ୍ନାକୁ ଚାଲିଆସେ ଏଭଳି କିଛି ସୃଷ୍ଟି ଯାହାକୁ ମଣିଷ ବୁଝିବାକୁ ସମୟ ଲାଗିଯାଏ। ପ୍ରକୃତିର ଏହି ବିଚିତ୍ର ସୃଷ୍ଟିର ଉଦ୍ୟମ ହେଲା ହୁକର ପ୍ଲାଣ୍ଟ। ଏପରି ଏକ ଗଛ ଅଛି, ଯାହା ଦେଖିବାକୁ…

ମଣିପୁରରେ ପୁଣି ହିଂସାକାଣ୍ଡ, ପୁଲିସ କମାଣ୍ଡୋଙ୍କୁ ଟାର୍ଗେଟ କଲେ ଅଜ୍ଞାତ ବନ୍ଧୁକଧାରୀ

ଇମ୍ଫାଲ: ମଣିପୁରର ମୋରେହ ସହରରେ ଶନିବାର ଅଜ୍ଞାତ ବନ୍ଧୁକଧାରୀମାନେ ପୁଲିସ କମାଣ୍ଡୋଙ୍କ ଉପରକୁ ଗୁଳି ଚଳାଇବା ପରେ ପୁଣି ଥରେ ହିଂସା କାଣ୍ଡ ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମୋରେହରୁ କି ଲୋକେସନ୍ ପଏଣ୍ଟ (କେଏଲପି) ଅଭିମୁଖେ ଯାଉଥିବା ବେଳେ ବନ୍ଧୁକଧାରୀମାନେ ପୁଲିସ…

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଦ୍ୱାରା ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଚ୍ଚସ୍ତରୀୟ ଚୟନ କମିଟି…

କେନ୍ଦ୍ରୀୟ ପାଣ୍ଠିର ଉପଯୋଗ ନେଇ ରାଜ୍ୟ ସରକାରଙ୍କ ଠାରୁ ଉତ୍ତରଦାୟିତ୍ୱ ଦାବି କଲା ଓଡ଼ିଶା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଭିଯୋଗ କରିଛନ୍ତି ଯେ ଏନଡିଏର ଶାସନ କାଳରେ ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ୧୮.୮୩ ଲକ୍ଷ କୋଟି ଟଙ୍କାର ହିସାବ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଗଣତାନ୍ତ୍ରିକ ନୁହଁନ୍ତି ଏବଂ ଏହାର ଶାସନରେ ସ୍ୱଚ୍ଛତାର…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ପ୍ରଥମ ଅଧିବେଶନରେ ବି…

ଭୁବନେଶ୍ଵରରେ ଜବରଦଖଲ ମୁକ୍ତ ହେଲା ୨ ଏକର ସରକାରୀ ଜମି

ଭୁବନେଶ୍ୱର: ବିଡିଏ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଭୁବନେଶ୍ୱରର ପ୍ରାୟ ୨ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶନିବାର ସହରର ସରସ୍ୱତୀ ବସ୍ତିରେ ପୁଲିସ ଫୋର୍ସ ଉପସ୍ଥିତିରେ…

ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ୍ତିି ନୂଆବର୍ଷ

ୟୁରୋପ: ଆଉ ମାତ୍ର ଗୋଟିଏ ଦିନ । ପୁରୁଣା ବର୍ଷ ବିଦାୟ ନେବ ନୂତନ ବର୍ଷ ଆସିବ । ନୂତନବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । କିନ୍ତୁ ଏମିତି ଏକ ଦେଶ…

ଗ୍ରାହକଙ୍କ ଇଚ୍ଛାକୁ ପୂରଣ କଲା ସ୍ୱିଗି, ବ୍ୟାଣ୍ଡ-ବାଜା ବଜାଇ ଘରେ ପହଞ୍ଚିଲା

ନୂଆଦିଲ୍ଲୀ: ସ୍ୱିଗି ତାର ଜଣେ ଗ୍ରାହକଙ୍କ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାର ପରିସରକୁ ଆସିଛି । ବ୍ୟାଣ୍ଡ ବାଜା ବଜାଇ ଗ୍ରାହକଙ୍କ ଘରେ ପହଞ୍ଚିଥିଲା ସ୍ୱିଗି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସ୍ୱିଗି ଇନଷ୍ଟାମାର୍ଟ ଏକ୍ସରେ ଏକ ଟ୍ୱିଟ କରିଥିଲା ।…

ଏଫଆଇଏଚ ମହିଳା ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ: ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେନି କୌଣସି ଓଡିଶା ଖେଳାଳି

ଭୁବନେଶ୍ୱର: ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ସବିତା ପୁନିଆ ନେତୃତ୍ୱାଧୀନ ୧୮ ଜଣିଆ ଦଳରେ ଜଣେ ବି ଓଡିଶା ଖେଳାଳି ସ୍ଥାନ ପାଇ ନାହାନ୍ତି । ରାଂଚୀରେ ୮ଟି ଦେଶକୁ ନେଇ ଏହି ଯୋଗ୍ୟତାପର୍ଯ୍ୟାୟ ଆୟୋଜିତ ହେବ । ଭାରତ ପୁଲ ବିରେ…