ମିଳିଲାନି ମହାପ୍ରୟାଣ ଗାଡି, ହସ୍ପିଟାଲରୁ ବାଇକରେ ଗଲା ଶବ
ବଲାଙ୍ଗୀର: 'ମହାପ୍ରୟାଣ' ଯୋଜନାରେ ଶବ ନେବାକୁ ମିଳିଲାନି ଗାଡି। ଶେଷରେ ବାଧ୍ୟ ହୋଇ ମୃତକଙ୍କ ପରିବାର ମୋଟର ସାଇକେଲରେ ଶବକୁ ନେଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମା ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ।
ପ୍ରାଥମିକ ସୂଚନା ଅନୁଯାୟୀ, କୁଟେନପାଲିର…