Latest Odisha News

BREAKING NEWS

Yearly Archives

2023

ଏହି ସ୍କୁଲରେ ଫେଲ ପିଲାଙ୍କୁ ମିଳେ ଆଡମିଶନ, ତାହା ପୁଣି ବିନା ଫି ରେ..

ନୂଆଦିଲ୍ଲୀ : ଭାରତର ଅନନ୍ୟ ବିଦ୍ୟାଳୟ  । ଆପଣମାନେ ଜାଣିଥିବେ କୌଣସି ସ୍କୁଲରେ ପିଲାମାନେ ଫେଲ ହେବା ପରେ ସେମାନଙ୍କୁ ସ୍କୁଲ ରୁ ବାହାର କରିଦିଆଯାଏ  । କିନ୍ତୁ ଭାରତରେ ଏପରି ଏକ ସ୍କୁଲ ରହିଛି , ଯେଉଁଠାରେ କେବଳ ବାରମ୍ବାର ଫେଲ ହେଉଥିବା ପିଲାମାନଙ୍କୁ ଆଡମିଶନ ମିଳେ । ସବୁଠାରୁ ବଡ କଥା…

ଟେନସନ୍ ଦେଉଛି ସ୍କ୍ରବ ଟାଇଫସ୍: ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ଦିନକୁ ଦିନ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ର ହବ୍ ପାଲଟିଛି ସୁନ୍ଦରଗଡ । ଆଜି ପୁଣି ସୁନ୍ଦରଗଡ଼ରୁ ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା…

ଘାରିଲାଣି ବାତ୍ୟା ଭୟ : ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା

ଭୁବନେଶ୍ଵର: ଏବେଠାରୁ ଓଡ଼ିଶାକୁ ଘାରିଲାଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆସିପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆକଳନ କରାଯାଇଛି । ଆଉ ଏହି ବାତ୍ୟାଟି ଓଡିଶା ମୁହାଁ ହୋଇପାରେ ବୋଲି କିଛି…

ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ: ବିଧିବଦ୍ଧ ଭାବେ ଘୋଷଣା କଲେ ଉପ-ବାଚସ୍ପତି

ଭୁବନେଶ୍ବର: ସାରା ଓଡିଶା ପାଇଁ ଆଜି ଏକ ଏୗତିହାସିକ ଦିନ । ଆଜି ଓଡିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି  । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି  । ଉପବାଚସ୍ପତି ରଜନୀକାନ୍ତ ସିଂ ଏହା ଘୋଷଣା କରିଛନ୍ତି  । ଅନ୍ୟ କେହି ନାମାଙ୍କନ…

ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାକରେ ଗଡିବ ବିଳାସପୂର୍ଣ୍ଣ ଟ୍ରେନ୍ ଡେକ୍କନ ଓଡିସି

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟ୍ରାକରେ ଗଡିବାକୁ ଯାଉଛି ଡେକ୍କନ ଓଡିସି ଟ୍ରେନ୍  । ଏଥିରେ ଯାତ୍ରୀଙ୍କୁ ବାର ସହ ରେଷ୍ଟୁରାଣ୍ଟର ସମସ୍ତ ସୁବିଧା ମିଳିବ  । କୋଭିଡ୍ ମହାମାରୀ ଯୋଗୁଁ ଏହି ଟ୍ରେନ୍ ଅଟକି ଯାଇଥିଲା  । ଦୀର୍ଘ ୪ ବର୍ଷ ପରେ ଲହା ପୁଣି ଥରେ ଟ୍ରାକକୁ…

କବିତା : ସ୍ବପ୍ନ ସବାରୀ

ତଫିଜୁଲ ହୋସେନ ଲକ୍ଷ ଲକ୍ଷ ସ୍ବପ୍ନ ଏମିତି ଏକା ସାଙ୍ଗରେ ପ୍ରତ୍ୟହ ଲକ୍ଷ୍ୟ ସ୍ଥଳ ସନ୍ଧାନରେ ବାହାରନ୍ତି କିଛି ଲୁହ, କିଛି କୋହ, କିଛି ଆଶା ଓ ଆଶଙ୍କାକୁ ନିଜ ହୃଦୟର ସନ୍ଧିରେ ଜାବୁଡ଼ି କିଏ ଜାଣିଛି ସେମାନେ କେଉଁ ଘନ ଅନ୍ଧାର ମଧ୍ୟରେ କେଉଁ ଅଜଣା ରାଇଜରେ କିମ୍ବା…

ଦୁର୍ନୀତି ଓ ଭ୍ରଷ୍ଟାଚାର ମାମଲାରେ ଶ୍ରୀନଗର ଡିଏସପି ଶେଖ୍ ଆଦିଲ ଗିରଫ: ଘଟଣାର ତଦନ୍ତ କରିବ ଏସଆଇଟି

ଜାମ୍ମୁ କାଶ୍ମୀର : ଭ୍ରଷ୍ଟାଚାର ଏବଂ  ମିଥ୍ୟା ଆତଙ୍କବାଦୀ ମାମଲାରେ ସମ୍ପୃକ୍ତ କରି ଲୋକଙ୍କଠାରୁ ଚୋରି ଅଭିଯୋଗରେ ପୋଲିସ ଡିଏସପି ଶେଖ ଆଦିଲଙ୍କୁ ଗିରଫ କରାଯାଇଛି  ।   ଡିଏସପି ଆଦିଲଙ୍କ ବିରୋଧରେ ନାଉଗାମ ଥାନାରେ ଏକ ମାମଲା ଦାୟର କରାଯାଇଛି। ତାଙ୍କ ଉପରେ ଧାରା ୧୬୭ , ୧୯୩ , ୨୦୧, ୨୧୦ ,…

ଭାଷା ଭାଗବତ : କୃତ୍ରିମ ମେଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନ ସହିତ ମୂଢ଼ପଣ ମିଶିଲେ ମଣିଷର ମନ ହୋଇପାରିବ ସ୍ବାଭାବିକ କରିବ ଜୀବନ ସାର୍ଥକ କରିଲେ ତଥ୍ୟ ବିଶ୍ଳେଷଣ ପ୍ରାପତ ହୁଏ ଯେଉଁ ଜ୍ଞାନ ତାହାକୁ ମାନିଲେ ସର୍ବଦା ମଣିଷ ପାଏ ଅସୁବିଧା ହେଲେ ହେଁ ମଧୁମେହ ରୋଗୀ ମିଠା…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ: ଆଗତ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ବର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ବେଶ୍ ସରଗରମ ରହିବ ବୋଲି ଅନୁମାନ କରାଯାଉଛି  । ଏହା ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବାବେଳେ ଏଥିରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି  । ଆଜି ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ସହ ଦିବଙ୍ଗତ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସୂର୍ଯ୍ୟ ପୂଜା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାର ଏକ ଅଭିନ୍ନ ଅଙ୍ଗ ହେଲା ତାଙ୍କ ପାର୍ଶ୍ଵ ଦେବତାମାନଙ୍କ ସେବା ପୂଜା। ତେଣୁ ତାଙ୍କର ଅବକାଶ ନୀତି ପରେ ବାହାନ ଗରୁଡ଼ଙ୍କ ପୂଜା କଥା ଆମେ ଜାଣିଲେ,…