ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ, ଜମି ଚିହ୍ନଟ ପାଇଁ ନେଉଥିଲେ ଲାଞ୍ଚ
କୋରାପୁଟ: ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଆଜି ମାଡ଼ିବସିଲା ଜୟପୁର ଭିଜିଲାନ୍ସ ଟିମ୍ ।
ସୂଚନା ମୁତାବକ, କୋରାପୁଟ ଜିଲ୍ଲା ଲମତାପୁଟରେ ଜମି ଚିହ୍ନଟ ପାଇଁ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…