Latest Odisha News

BREAKING NEWS

Yearly Archives

2023

ଭୋଜି ସାରି ଫେରିବା ବେଳେ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ସୁନ୍ଦରଗଡ଼: ଭୋଜି ସାରି ଫେରିବା ବେଳେ ଅଟୋ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସଦର ଥାନା ତେଲେନଡିହିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା  । ସୂଚନା ଅନୁଯାୟୀ ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ। ହାଇୱା ଧକ୍କା ହେବା ପରେ…

ଜୀବନବିମା ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ?

ବାଲେଶ୍ୱର: ଭୋଗରାଇ ବ୍ଳକ ଅନ୍ତର୍ଗତ ବେଲଦା ଗ୍ରାମରେ ରବିବାର ଜଣେ ବୃଦ୍ଧା ଘର ଭିତରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।୭୦ ବର୍ଷ ବୟସ୍କା ଲକ୍ଷ୍ମୀଦେବୀଙ୍କ ମୃତଦେହ ଘର ବାରଣ୍ଡାରେ ଅଧା ପୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ପୁଅ ଶମ୍ଭୁନାଥଙ୍କ କହିବାନୁସାରେ, ପାରିବାରିକ…

ଛାତ୍ରଙ୍କ ଗଳାକାଟି ହତ୍ଯା ପରେ ପୋଖରୀ ହୁଡାରେ ଫିଙ୍ଗି ଦେଲେ !

କଟକ: ପୋଖରୀ ହୁଡାରୁ ଛାତ୍ରଙ୍କ ଗଳାକଟା ମୃତଦେହ ଉଦ୍ଧାର। ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ର ପୂର୍ବକଚ୍ଛ ଗାଁର ଜ୍ୟୋତି ପ୍ରକାଶ ବେହେରା। ଗତକାଲି ସ୍କୁଲ ଯାଇଥିଲେ ଜ୍ୟୋତି ହେଲେ କାଲିଠାରୁ ଆଉ ଘରକୁ ଫେରିନଥିଲେ। ପରିବାର…

ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ! ମିଛ ସାବ୍ଯସ୍ତ ହେଲେ ରାଜନୀତି ଛାଡିବେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ। ଏଭଳି ଗୁରୁତର ଅଭିଯୋଗ ଆଣିବା ସହ ସରକାରଙ୍କୁ ଖୋଲା ଚାଲେଞ୍ଜ୍ କରିଛନ୍ତି। ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ…

ୟୁରୋପରୁ ଲିବିୟା ଯିବାବେଳେ ମଝି ସମୁଦ୍ରରେ ବୁଡିଗଲା ଜାହାଜ, ୬୧ ଶ୍ରମିକ ମୃତ

ଟ୍ରିପୋଲି: ମଝି ସମୁଦ୍ରରେ ଜାହାଜ ବୁଡି ଯିବାରୁ ୬୧ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଲିବିୟା ସୀମାରେ ଘଟିଛି ଅଘଟଣ। ଲିବିୟାର ଉତ୍ତର -ପଶ୍ଚିମ ଘାଟ ଜୁବାଶାରୁ ବାହାରିବା ପରେ ଉଚ୍ଚ ଲହଡି ଯୋଗୁ ଓଲଟି ପଡିଥିଲା । ଜାହାଜ ବୁଡିଯିବା କାରଣରୁ ୬୧ ଜଣଙ୍କର ମୃତ୍ୟୁ ହୋଇଛି ।ଏନେଇ ଇଣ୍ଟରନ୍ୟାସନାଲ…

ପ୍ରଥମ ଦିନିକିଆରେ ଭାରତ ନିକଟରୁ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ଅର୍ଶଦୀପଙ୍କୁ ୫ ୱିକେଟ

ଜୋହାନ୍ସବର୍ଗ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୮ ୱିକେଟରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୭.୩ ଓଭରରେ ୧୧୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଟୋନୀ ଡେ…

ବିଭାଜନ ସମୟରେ ଯେଉଁମାନଙ୍କର ସମ୍ପତ୍ତି ପାକିସ୍ତାନରେ ରହିଯାଇଥିଲା, କ’ଣ ତାହା ଏବେ ଆପଣ ପାଇପାରିବେ? ଜାଣନ୍ତୁ…

ନୂଆଦିଲ୍ଲୀ: ୧୯୪୭ ମସିହାରେ ପରସ୍ପର ଠାରୁ ବିଭାଜିତ ହୋଇଥିଲେ ଦୁଇ ଦେଶ ଭାରତ ଏବଂ ପାକିସ୍ଥାନ । ଏହାପୂର୍ବରୁ ପାକିସ୍ତାନ ଭାରତର ଏକ ଅଂଶ ଥିଲା । ୧୯୪୭ରେ ଯେତେବେଳେ ଏହି ବିଭାଜନ ହୋଇଥିଲା, ସେତେବଳେ ଅନେକ ଲୋମହର୍ଷଣକାରୀ କାଣ୍ଡ ଘଟିଥିଲା ​​| ଅନେକ ଲୋକ ଭାରତରୁ ପାକିସ୍ତାନ ଯାଇଥିଲେ।…

ବିଶ୍ୱର ସର୍ବବୃହତ ଅଫିସ୍, ରହିଛି ୪୫୦୦ରୁ ଅଧିକ କାର୍ଯ୍ୟାଳୟ କଠୋରୀ

ଗୁଜୁରାଟ: ଡାଇମଣ୍ଡ ସହର ସୁରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ସକାଳ ୧୧.୪୫ରେ ସୁରତ ବିମାନବନ୍ଦରରେ ନୂତନ ଇଣ୍ଟିଗ୍ରେଟେଡ୍ ଡର୍ମିନାଲ ବିଲ୍ଡିଙ୍ଗର ଏଦଘାଟନ କରିଥିଲେ ମୋଦୀ ।…

ଦୁଇ ଜଣଙ୍କୁ ଦଳି ମାରିଲା ଦନ୍ତା

ବରଗଡ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ।  ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ  । ଦୁଇ ଜଣଙ୍କୁ ଦଳି ମାରିଛି ଦନ୍ତା । ଭେଡେନ ଥାନା…

ISI ଏଜେଣ୍ଟ ସହ ଚାଟିଂ କରୁଥିଲା ବୁଖାରୀ : କାଲି ରିମାଣ୍ଡ ପାଇଁ କରାଯିବ ଆବେଦନ

ଭୁବନେଶ୍ବର : ଯାଜପୁର ଧର୍ମଶାଳାରୁ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ଗିରଫ ହେବା ଘଟଣା  । ଏସଟିଏଫ୍ ଏସପିଙ୍କ ଏ ନେଇ ଅଧିକ ସୂଚନା ଦେଇଛନ୍ତି  । ସେ କହିଛନ୍ତି ପାକିସ୍ତାନ ISI ଏଜେଣ୍ଟ ସହ ବୁଖାରୀର ଚାଟିଂ ପ୍ରମାଣ ମିଳିଛି । କିଛି ଡିଲିଟ୍ ହୋଇଯାଇଛି  । ପୁଣି ଥରେ ହାସଲ କରିବାକୁ ଉଦ୍ୟମ…