Latest Odisha News

BREAKING NEWS

Yearly Archives

2023

ଓୟୋ ପ୍ରତିଷ୍ଠାତା ନିଜ ରାଜ୍ୟରେ ଖୋଲିଲେ ମାଗଣା ସ୍ବାସ୍ଥ୍ଯସେବା

ଭୁବନେଶ୍ୱର: ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରଓ୍ବାଲ ଆସନ୍ତା ବର୍ଷକ ମଧ୍ୟରେ ନିଜ ରାଜ୍ୟ ଓଡ଼ିଶାରେ ୫ଟି ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛନ୍ତି। ଏହି କେନ୍ଦ୍ରଗୁଡ଼ିକ ବିଶେଷ କରି ଅବହେଳିତ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବ…

ପବନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ପାଟନା: ପୁଣି ଏକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ପବନ ଏକ୍ସପ୍ରେସରେ ଲାଗିଛି ନିଆଁ । ବିହାର ମଧୁବାଣି ନିକଟ ଜୟନଗର ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି। ଯାତ୍ରୀବାହୀ ଟ୍ରେନର ଥାର୍ଡ ଏସି କୋଚରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଘଟିଥିବା…

ଆପାର୍ଟମେଣ୍ଟରେ ଲୁଟକୁ ରୋକିବାକୁ ଘରୋଇ ସିକ୍ୟୁରିଟି ସଂସ୍ଥାର ସହଯୋଗ ନେଲା ପୋଲିସ

ଭୁବନେଶ୍ୱର: ଆପାର୍ଟମେଣ୍ଟରେ ଘଟୁଥିବା ଚୋରି ଏବଂ ଲୁଟକୁ ରୋକିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର କମିସନରେଟ୍ ପୁଲିସ ଶୁକ୍ରବାର ପ୍ରାୟ 50ଟି ଘରୋଇ ସୁରକ୍ଷା ସଂସ୍ଥାର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ସହରରେ ବନ୍ଦ ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ୍…

‘ମୋତେ ନ୍ୟାୟ ମିଳିଲାନି, ଇଚ୍ଛାମୃତ୍ୟୁ ଅନୁମତି ମିଳୁ’ : CJIଙ୍କୁ ଚିଠି ଲେଖିଲେ ମହିଳା ଜଜ୍

ଲକ୍ଷ୍ନୌ: ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ମହିଳା ଜଜ୍ । ନ୍ୟାୟ ନ ମିଳିବାରୁ ସେ ଏପରି ଚିଠି ଲେଖିଛନ୍ତି । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଜଣେ ମହିଳା ଜଜ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ…

ଓଡ଼ିଶା ଆଇପିଏସ ସ୍ତରରେ ଅଦଳବଦଳ: ବି ରାଧିକା ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ, ଅନ୍ୟମାନଙ୍କୁ ମିଳିଲା ନୂଆ…

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆଇପିଏସ) କ୍ୟାଡରର ଏକ ସାମାନ୍ୟ ପରିବର୍ତ୍ତନ ହୋଇଛି। ରାଜ୍ୟ ସରକାର ଶୁକ୍ରବାର ଦିନ ବି. ରାଧିକାଙ୍କୁ ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ…

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇକୁ ୫ଥର ଚାମ୍ପିୟନ କରାଇଥିବା ରୋହିତ ଶର୍ମା ଏହି ସିଜନ ପାଇଁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।…

ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା, ହିତାଧିକାରୀଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନାର ଲାଭ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବଡ଼ଗଡ଼ କଲ୍ୟାଣ ମଣ୍ଡପ…

ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ଫୋନ ହ୍ୟାକ୍

ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଛନ୍ତି କି? ଏବଠୁ ହୋଇଯାଆନ୍ତୁ ସାବଧାନ । ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନସି ରେସପନସ ଟିମ୍ ବା ସିଇଆରଟି ପକ୍ଷରୁ ଜାରି କରାଯାଇଛି ହାଇରିସ୍କ ଆଲର୍ଟ । ଏହି ଧରଣର ଉଭୟ ପୁରୁଣା ଓ ନୂଆ ଫୋନରେ ଅନେକ ଦୋଷ ଦୁର୍ବଳତା ରହିଛି ରହିଥିବାରୁ ଗ୍ରାହକ…

ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଫ୍ରି ଭିସା ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଇରାନ ଫ୍ରି ଭିସା ପ୍ରଦାନ କରିବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି । ଆମେରିକାର ପ୍ରତିବନ୍ଧ କାରଣରୁ ଇରାନର ଆର୍ଥୀକ ଅବସ୍ଥା ଖରାପ ରହିଛି । ଏହାକୁ ସୁଧାରିବା ପାଇଁ ସ୍ଥାନୀୟ ସରକାର ଏହି ନିଷ୍ପତି…

ମୁଁ ମରିବି ପଛେ, ଡରିବିନି; ସାହସ ଅଛି ତ ସାମ୍ନାକୁ ଆସ- ହତ୍ୟା ଧମକ ପରେ ବିରୋଧୀଙ୍କୁ ଚାଲେଞ୍ଜ ଦେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ମୁଁ ମରିବି ପଛେ ଡରିବିନି । ମୁଁ ଧର୍ମକୁ ବିଶ୍ୱାସ କରେ । ମୁଁ ଧର୍ମରେ ରହିଛି । ମୋର ଅଧର୍ମ କେବେ କିଛି କ୍ଷତି କରିପାରିବ ନାହିଁ । ସତ୍ୟ ମୋର ଶକ୍ତି ଏବଂ ଶକ୍ତି ମୋର ଅସ୍ତ୍ର । ସାହାସ ଅଛି ତ ସାମ୍ନାକୁ ଆସ, ମୋତେ ମୁକାବିଲା କର । ମୁଁ ଲୁଚିବା ଝିଅ ନୁହେଁ…ମିଡିଆ ଆଗରେ…