ଚଣ୍ଡିଗଡ ସରକାରୀ ହସ୍ପିଟାଲ ସହ ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା
ଚଣ୍ଡିଗଡ: ରାଜଧାନୀ ଦିଲ୍ଲୀ ପରେ ଏବେ ଚଣ୍ଡିଗଡକୁ ମିଳିଲା ଧମକ । ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି । ଏନେଇ ମେଡିକାଲ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।
ଖବର…