Latest Odisha News

BREAKING NEWS

Yearly Archives

2024

ବିମାନ ଦୁର୍ଘଟଣାରେ ମାଲୱି ଉପରାଷ୍ଟ୍ରପତିଙ୍କ ସମେତ ୯ ମୃତ

ଲିଲଙ୍ଗୱେ: ପୂର୍ବ ଆଫ୍ରିକୀୟ ଦେଶ ମାଲୱିର ୫୧ ବର୍ଷିୟ ଉପରାଷ୍ଟ୍ରପତି ସାଉଲୋସ କ୍ଲାସ ଚିଲିମାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋମବାରଠୁ ଏହି ବିମାନଟି ନିଖୋଜ ଥିଲା। ମାଲୱି ରାଷ୍ଟ୍ରପତି ଲାଜାରସ…

ଶ୍ରୀବଳଦେବଜିଉଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୫.୮୭ ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧବଳଦେବଜିଉଙ୍କ ମନ୍ଦିରରେ ସ୍ଥାପିତ ହୁଣ୍ଡି ଖୋଲାଯାଇ ଏଥିରୁ ୫ ଲକ୍ଷ ୮୭ ହଜାର ୭୩୦ ଟଙ୍କା ମିଳିଛି। ଟ୍ରଷ୍ଟବୋର୍ଡ ସଭ୍ୟ ବଳରାମ ସୁଆର, ରଞ୍ଜନ ପୃଷ୍ଟି ଏବଂ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ…

ଆଜି ଶିଶୁ ଶ୍ରମିକ ନିରୋଧ ଦିବସ, ଶିଶୁ ଶ୍ରମିକଙ୍କ ସୁରକ୍ଷା ଜରୁରୀ

ଭୁବନେଶ୍ଵର: ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ…

ଆଜି ଶପଥ ନେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ, ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୋଦୀ

ଭୁବନେଶ୍ଵର: ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହେବ । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଶପତ ସମାରୋହରେ ସାମିଲ ହେବେ…

ରଥ ଖଳାରୁ: ଚଖ ଅଖ ଫିଟିଂ ଶେଷ, ଧୂଳିଦଣ୍ଡା କାମ ଆରମ୍ଭ

ପୁରୀ: ମଙ୍ଗଳବାର ତିନି ରଥର ସମସ୍ତ ଚକ ଅଖ ଫିଟିଂ ଶେଷ ହୋଇଛି। ଭଉଁରିରେ ୩ ନାହାକା ଅଖ ସହ ୬ ନାହାକା ଚକ ଯୋଡ଼ା ହୋଇଥିଲା। ଆଜି ଅବଶିଷ୍ଟ ୩୬ ଚକ ସହ ୧୮ ଅଖ ସଂଯୋଗ ହୋଇଛି। ରଥ ନିର୍ମାଣ ପରମ୍ପରାରେ ଏହା ହେଉଛି ଚକ ଡେରା କାର୍ଯ୍ୟ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରଥ ଆଜ୍ଞାମାଳ ଆସି ଲାଗିହେବା…

ପୁଣି ଜାମ୍ମୁରେ ଆତଙ୍କୀ ହାମଲା, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ପୁଣିଥରେ ଜାମ୍ମୁ କାଶ୍ମୀରରେ ଆତଙ୍କୀ ହାମଲା । ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ସେନାର ଅସ୍ଥାୟୀ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିଚାଳନା ପରେ ସୁରକ୍ଷାକର୍ମୀଙ୍କର ମଧ୍ୟ ଜୋରଦାର ଗୁଳିଚାଳନା ଆରମ୍ଭ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ…

ବାଲୁକା ଚିତ୍ରକଳା ମାଧ୍ୟମରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ପୁରୀ: ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହେବା ପରେ ଚାରି ଆଡୁ ଶୁଭେଚ୍ଛାର ସୁ୍ଅ ଛୁଟୁଛି। ବାଲୁକା ଚିତ୍ରକଳା ମାଧ୍ୟମରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଦିଆଯାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ…

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପରବର୍ତ୍ତୀ ସେନାମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେବେ ପରବର୍ତ୍ତୀ ସେନାମୁଖ୍ୟ । ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଦ୍ବିବେଦୀ । ଆସନ୍ତା ୩୦ ଜୁନ୍‌ ୨୦୨୪ରୁ ଦ୍ବିବେଦୀ ନୂଆ ଦାୟିତ୍ବ ଗ୍ରହଣ କରିବେ । ସୂଚନା ଅନୁସାରେ, ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା…

ପେଟରୁ ଚର୍ବି କମେଇବାକୁ ସକାଳୁ ଖାଆନ୍ତୁ ଅଣ୍ଡା

ଭୁବନେଶ୍ଵର: ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥାଏ। ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମେ ସକାଳ ଖାଇବା ପ୍ରାୟତଃ ଭୁଲିଯାଉ। ଯାହା…

ଲୋକସଭାର ବାଚସ୍ପତି ଆସନ ଉପରେ ନଜର, ଟିଡିପି ୧୯୯୯ରେ କ’ଣ କରିଥିଲା?

ନୂଆଦିଲ୍ଲୀ: କୁହାଯାଏ ଯେ 'ଯାହାର ବାଚସ୍ପତି, ତାର ସରକାର'। ମୋଦି ୩.୦ ମନ୍ତ୍ରିମଣ୍ଡଳ କ୍ଷମତାକୁ ଆସିବା ପରେ କେଉଁ ଦଳକୁ ଲୋକସଭା ବାଚସ୍ପତି ପଦ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବାଚସ୍ପତିଙ୍କ ନିଷ୍ପତ୍ତି ଯୋଗୁଁ ୧୯୯୯ରେ ବାଜପେୟୀ ସରକାର ଭୁଶୁଡ଼ି ପଡ଼ିଥିଲା। ତେଣୁ ଏହି…