ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ
ଭୁବନେଶ୍ୱର : ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ | ଓଡିଶାରୁ ଏଥିରେ ସାମିଲ ଅଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ୬ଷ୍ଠ ଥର ପାଇଁ ସୁନ୍ଦରଗଡ଼ରୁ ସାଂସଦ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ |
ପୁଣି ତୃତୀୟ ଥର ପାଇଁ…