Latest Odisha News

BREAKING NEWS

Yearly Archives

2024

ଦିଲ୍ଲୀରେ ବିଧାୟକ ସୁରେଶ ପୂଜାରୀ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା

ଭୁବନେଶ୍ଵର: କିଏ ହେବ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ? ଏନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଦିଲ୍ଲୀରେ ପହଞ୍ଚିଛନ୍ତି ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ । ତେବେ ଦିଲ୍ଲୀରେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କ ଉପସ୍ଥିତି ନେଇ ଅନେକ ଚର୍ଚ୍ଚା ଜାରି…

ଏପଟେ ବର୍ଷା ସେପଟେ ଜଳୁଛି ଓଡିଶା, ମୌସୁମୀ ଆସିଲେ ବି ଗରମରୁ ନାହିଁ ନିସ୍ତାର

ଭୁବନେଶ୍ଵର: ଗତକାଲି ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି ମୌସୁମୀ । ଏହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୫୫.୫ ମିଲିମିଟର…

ଆଜି ମଙ୍ଗନ କାଲି ବାହାଘର, ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ

ଭୁବନେଶ୍ଵର: ଆଜି ମଙ୍ଗନ କାଲି ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ । ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବ । ମଙ୍ଗଳକୃତ୍ୟର ସମସ୍ତ ନୀତି ଆଜି ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ । ଜୁନ ୧୦ ତାରିଖ ସକାଳୁ ୫ ତାରିଖ ରାତ୍ରି ପର୍ଯ୍ୟନ୍ତ…

ଧରାପଡ଼ିଲା ଆତଙ୍କ ଖେଳାଇଥିବା ବାଘ

ବାଲେଶ୍ଵର: ଧରା ପଡିଲା ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ । ଦୀର୍ଘ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବନବିଭାଗ ହାତରେ ଧରାପଡ଼ିଲା ବାଘ । ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍, ଔପଦା, ରେମୁଣା, କୁପାରୀ ସୋର ଓ ଶିମିଳିପାଳ ବନ ବିଭାଗ ବାଘକୁ ଧରିବାରେ…

କବିତା ନିରଂତର : ବିକ୍ଷିପ୍ତ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମହାସାଗରରୁ ନୀଳିମାଂଶ ନେଇ ହୋଇଥାଏ ଯାହା ଅଂକା ମରୁଭୂମିବାସୀ ତାହାକୁ ଦେଖି କହଂତି ମରୀଚିକା * ସ୍ମୃତି-ସିଂଦୁକକୁ ଦରାଂଡି, ଉଂଡି ଶବ୍ଦ ଦିଏ ଯଦି ଧରା ଅଚିହ୍ନା ହେଲେ ବି ପାଠକେ କହଂତି ' ଏ ସବୁ ଶବ୍ଦ-ହୀରା '…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୬)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଟ୍ରେନ୍ ଧାଉଁଚି ଷ୍ଟେସନ୍ ଆଡ଼କୁ, ପୁଣି ଛାଡ଼ିଯାଉଛି ଆଉ ଏକ ନୂଆ ଷ୍ଟେସନ୍‌ରେ ପହଞ୍ôଚବା ଆଗ୍ରହରେ ଦ୍ରୁତଗାମୀ ହୋଉଛି ପୁଣି ଆଉ ଏକ ଟ୍ରେନ୍‌... । କୋଳାହଳ-ବ୍ୟସ୍ତତା, ବିବ୍ରତ ଭିତରେ ଆପଣା ରାସ୍ତାରେ କିଛି ହୁଇସିଲ୍‌ର ଶବ୍ଦ,…

ଶପଥ ଗ୍ରହଣ ପୂର୍ବରୁ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତେବେ ଶପଥ ଗ୍ରହଣ ପୂର୍ବରୁ ମହାତ୍ମା…

କବିତା : ବସନ୍ତ ନାହିଁ

ପ୍ରିୟମ୍ବଦା ସାମଲ ଯେହେତୁ ବସନ୍ତ ନାହିଁ ଆଉ ନାହିଁ ମଳୟ ଜଞ୍ଜାଳ ତେଣୁ ଆଜି ଭଲ ଲାଗେ ସୂର୍ଯ୍ୟଙ୍କର ଏ ରୌଦ୍ର କିରଣ ଭଲ ଲାଗେ ଜଳିବାକୁ ବୈଶାଖର ନିଦାଘ ଦାରୁଣ। ଶୋଇ ରହି ସମୟର ଶାମୁକା ଭିତରେ ମୁଦ୍ରିତ ସ୍ମୃତିର ଡେଣା ଖୋଲିବାକୁ ଇଛା ହୁଏ ବୁଝିବାକୁ ତା ଆଖିର ଭାଷା ସେ…

ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଏସ୍‌ସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଗତ ମେ ୨୯ରେ ଅସୁସ୍ଥ ହୋଇ ଏସସିବିର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ । ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଜଗଦ୍ଦେବଙ୍କୁ ଗିରଫ…

ଆଜିଠୁ ଦେଶରେ ମୋଦୀ ୩.୦, ଶପଥ ଗ୍ରହଣ ସମାରୋହ ପାଈଁ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦୀ ୩.୦ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ମୋଦୀ । ଆଜି ମୋଦୀଙ୍କ ଶପଥ ଗ୍ରହଣ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି…