ରାହୁଲ ବିରୋଧୀ ଦଳ ନେତା ହେବା ନେଇ ସିଡବ୍ଲୁସିର ପ୍ରସ୍ତାବ ପାରିତ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବା ନେଇ ପ୍ରସ୍ତାବ ପାରିତ । କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲୁସି) ସଦସ୍ୟମାନେ ଶନିବାର ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ।
କଂଗ୍ରେସ କାର୍ଯ୍ୟକାରିଣୀ…