ଲକ୍ଷ୍ମୀ ବସ୍ ଡ୍ରାଇଭରକୁ ମାଡ଼,ବେକ ଓ ହାତରେ ଲାଗିଛି ଆଘାତ
ଭଦ୍ରକ: ଲକ୍ଷ୍ମୀ ବସ୍ ଡ୍ରାଇଭରକୁ ମାଡ଼ ମାରିଛନ୍ତି ୨ ଯୁବକ । ଆର୍ତ୍ତୁଂ ଛକ ନିକଟରେ ବାଇକରେ ଆସି ୨ ଯୁବକ ଡ୍ରାଇରଙ୍କୁ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସକୁ୍ ବିରୋଧ କରି ଡ୍ରାଇଭରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭରଙ୍କ ବେକ ଓ ହାତରେ ଆଘାତ…