Latest Odisha News

BREAKING NEWS

Yearly Archives

2024

ଡାଲି କରିବାର ସଠିକ ପ୍ରଣାଳୀ କହିଲା ଆଇସିଏମଆର୍

ନୂଆଦିଲ୍ଲୀ: ଡାଲି ଭାରତୀୟ ଖାଦ୍ୟରେ ଏକ ମହତ୍ଵପୂର୍ଣ୍ଣ ଅଂଶ । ପ୍ରୋଟିନ ଏବଂ ପୋଷକ ତତ୍ତ୍ଵରେ ଭରପୁର ଏହି ଡାଲିକୁ ଲୋକେ ଭିନ୍ନ ଭିନ୍ନ ପ୍ରଣାଳୀରେ ରୋଷେଇ କରି ଖାଆନ୍ତି । ଅର୍ଥାତ୍ ଭାରତର ଭିନ୍ନ ଭିନ୍ନ କୋଣରେ ଡାଲି ରୋଷେଇ କରିବାର ଏବଂ ଖାଇବାର ପ୍ରଣାଳୀ ସମ୍ପୁର୍ଣ୍ଣ ଅଲଗା । ଏହାରିଭିତରେ…

ଇନଷ୍ଟାଗ୍ରାମରୁ ବିଜେଡି କୁ ହଟାଇଲେ ପାଣ୍ଡିଆନ, ସନ୍ୟାସ ନେଇଥିବା ନେଇ ଜୋରଧରିଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି ଭିକେ ପାଣ୍ଡିଆନ । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ଲେଖିଥିବାବେଳେ, ଏହାକୁ ପରିବର୍ତ୍ତନ କରି ଏବେ ‘ନବୀନ ପଟ୍ଟନାୟକଙ୍କ ସହ…

୨୦୨୨ ଟି୨୦ ବିଶ୍ୱକପ : ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଜିତିଲା ଟ୍ରଫି

ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପର ଗତ ସଂସ୍କରଣ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏଥିରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ସୁପର ୧୨ର ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ ଓ ଶ୍ରୀଲଙ୍କା ରହିଥିବା ବେଳେ ଗ୍ରୁପ ୨ରେ…

ଇଣ୍ଡିଆ ମେଣ୍ଟର ବୈଠକ ପରେ ମୁହଁ ଖୋଲିଲେ ରାହୁଲ, କହିଲେ ଏପରି କିଛି…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବୁଧବାର ଗୋଟେପଟେ ଏନଡିଏର ବୈଠକ ସରିଥିବାବେଳେ ଅନ୍ୟପଟେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ…

ବିଶ୍ୱ ପରିବେଶ ଦିବସରେ ‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀ ‘‘ଏକ ପେଡ୍ ମା କେ ନାମ’’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ଅଶ୍ୱତ୍ଥ ଗଛ ଲଗାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦୀ । ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ…

ଓଡିଶାବାସୀଙ୍କୁ ନବୀନଙ୍କ ବାର୍ତ୍ତା, କହିଲେ ପରାଜୟ ମୋତେ ବିବ୍ରତ କରେ ନାହିଁ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଭାଙ୍ଗିଛି ନବୀନ ଗଡ । ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହାରୁ ଓଡିଶାକୁ ଶାସନ କରି ଆସୁଥିବା ବିଜେଡି ୨୦୧୯ରେ ୧୧୩ ଆସନ ଜିତିଥିଲେ ମାତ୍ର ୨୦୨୪ନିର୍ବାଚନରେ ୫୧ଟି ଆସନ ହାସଲ କରି ଷଷ୍ଠ ଥର…

୨୦୨୧ ଟି୨୦ ବିଶ୍ୱକପ : ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ

ୟୁଏଇ ଓ ଓମାନରେ ୨୦୨୧ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜନ ହୋଇଥିଲା । ଏଥିରେ ମଧ୍ୟ ପୂର୍ବ ଫର୍ମାଟ ଅନୁସାରେ ୧୬ଟି ଟିମକୁ ନେଇ ଟୁର୍ଣ୍ଣାମେଂଟ ଖେଳା ଯାଇଥିଲା । ଆଇସିସି ର‌୍ୟାଙ୍କିଙ୍ଗର ଶ୍ରେଷ୍ଠ ୮ଟି ଟିମ ଏବଂ ପ୍ରଥମ ରାଉଣ୍ଡରୁ ୪ଟି ଟିମ ସୁପର ୧୨ରେ ପ୍ରବେଶ କରିଥିଲେ । ଗ୍ରୁପ ୧ରେ ଇଂଲଣ୍ଡ,…

କୁଆଡେ ଗଲେ ପାଣ୍ଡିଆନ? ଦଳୀୟ ବୈଠକରେ ମଧ୍ୟ ନାହାଁନ୍ତି ଉପସ୍ଥିତ

ଭୁବନେଶ୍ଵର: କୁଆଡେ ଗଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଗତ କାଳି ଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନାହିଁ କି କୌଣସି ପ୍ରତିକ୍ରିୟା ମଧ୍ୟ ମିଳୁନାହିଁ । ଏପରିକି ନବୀନ ନିବାସରେ ଚାଲିଥିବା ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ ଅନୁପସ୍ଥିତ ଥିବା ଜଣାପଡିଛି ।…

ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଢୁଛି ଅଂଶୁଘାତଜନିକ ମୃତ୍ୟୁ ସଂଖ୍ୟା । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ତେବେ ପୂର୍ବରୁ ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ…

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, କେଉଁମାନେ କରିପାରିବେ ଆବେଦନ

ଭୁବନେଶ୍ଵର: ସରିଛି ଗଣତନ୍ତ୍ରର ମହାନପର୍ବ । ସାମ୍ନାକୁ ଆସିଛି ଜନାଦେଶ । ରାଜ୍ୟରେ ବିଜେପିର ବାଜିମାତ୍ ପରେ ରାଜ୍ୟରେ ବନ୍ଦ ହେବାକୁ ଯାଉଛି ବିଏସକେୱାଇ ଯୋଜନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ଆଉ କିଛିଦିନ ପରେ ବିଏସକେୱାଇ ବନ୍ଦ ହେବ…