Latest Odisha News

BREAKING NEWS

Yearly Archives

2024

ଭୁବନେଶ୍ୱର (ମଧ୍ୟ)ରୁ ବିଜେଡି ପ୍ରାର୍ଥୀ ଜିତିଲେ ଅନନ୍ତ ନାରାୟଣ ଜେନା

ଭୁବନେଶ୍ବର: ମଧ୍ୟ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି  ଅନନ୍ତ । ଆଜି ଆରମ୍ଭରୁ ଭୁବନେଶ୍ୱର ମଧ୍ୟ ଆସନରେ ଦେଖିବାକୁ ମିଳିଥିଲା କଡା ମୁକାବିଲା…

କେନ୍ଦ୍ରାପଡା ଆଳିରେ ପ୍ରତାପ ଦେବ ବିଜୟୀ

କେନ୍ଦ୍ରାପଡ଼ା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ଆଳିରେ ବାଜିମାତ୍ କଲା ବିଜେଡି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ବିଜୟ ହୋଇଛନ୍ତି । ସେ ୧୯ ହଜାର ୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଆଳିରେ ପ୍ରତାପ…

ବ୍ରଜରାଜନଗରରେ ବିଜେପିର ବଡ ବିଜୟ, ହାରିଲେ ଅଳକା ଜିତିଲେ ସୁରେଶ

ବ୍ରଜରାଜନଗର: ବ୍ରଜରାଜନଗରରେ ବିଜେପିର ବିଜୟ । ବିଜେଡିର ଅଳକା ମହାନ୍ତିଙ୍କୁ ହରାଇ ବିଜୟ ହାସଲ କଲେ ବିଜେପିର ସୁରେଶ ପୂଜାରୀ । ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି ସୁରେଶ । ସେ ୭୧,୭୯୭ ଭୋଟରେ ବିଜୟୀ ହୋଇ ଶଙ୍ଖ ଗଡରେ ପଦ୍ମ ଫୁଟାଇଛନ୍ତି ।

ବାପାଙ୍କ ଗଡରେ ଝିଅର ପରାଜୟ, ଝାରୁସୁଗୁଡାରେ ଫୁଟିଲା ପଦ୍ମ

ଝାରସୁଗୁଡା: ବାପାଙ୍କ ଗଡରେ ପରାସ୍ତ ହେଲେ ଝିଅ ଦୀପାଳି । ପଦ୍ମ ହାତକୁ ଗଲା ଝାରୁସୁଗୁଡା । ଝାରୁସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ହରାଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ବାପା ନବକିଶୋର ଦାସଙ୍କ ହତ୍ୟା ଘଟଣା ପରେ ଗତବର୍ଷ ଝାରସୁଗୁଡା…

ବଡ଼ ବିଜୟ ଅଭିମୁଖେ ରାହୁଲ, ୧ ଲକ୍ଷରୁ ଅଧିକ ଭୋଟ୍ ରେ ଆଗୁଆ ରହିଛନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି । ଏଥର କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ୱାୟନାଡରେ ୧ ଲକ୍ଷରୁ ଅଧିକ ଭୋଟ୍ ଏବଂ ରାବେରେଲିରେ ୫୦,୦୦୦ରୁ ଅଧିକ ଭୋଟରେ…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ଆଗରେ

କଣ୍ଟାବାଜି: କଣ୍ଟାବାଞ୍ଜିରେ ଟ୍ରାକକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖୀ ୮୦୦ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ଆଗରେ ଅଛନ୍ତି । ପ୍ରଥମରୁ ହିଁ ନବୀନ ପଛରେ ପଡିଥିବା ବେଳେ ଏବେ କଣ୍ଟାବାଞ୍ଜିରେ ଲିଡ୍ କରୁଛନ୍ତି ନବୀନ ପଟ୍ଟନାୟକ । ସେହିପରି ଗଞ୍ଜାମ…

ଗାନ୍ଧିନଗରେ ରେକର୍ଡ କରିବ କି ବିଜେପି ! ୨ ଲକ୍ଷ ଭୋଟରେ ଆଗୁଆ ଅଛନ୍ତି ଅମିତ ଶାହ

ଗାନ୍ଧିନଗର: ଗାନ୍ଧିନଗର ଲୋକସଭା ନିର୍ବାଚନ-୨୦୨୨୪ର ଫଳାଫଳ ଆସିବାକୁ ଯାଉଛି। କଂଗ୍ରେସ ବାଡମେର୍ ଲୋକସଭା ଆସନ ଜିତି ନିଜର ଖାତା ଖୋଲିବାକୁ ଯାଉଥିବାବେଳେ ବିଜେପି ଗାନ୍ଧିନଗର ଆସନ ଜିତି ନିଜର ଆସନ ହାତେଇବାକୁ ଯାଉଛି। ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ, ବିଭିନ୍ନ ଦଳର ପ୍ରାର୍ଥୀ ଟ୍ରେଣ୍ଡରେ…

ଚାଲିଛି ଭୋଟ ଗଣତି, ପଛରେ ପଡିଛନ୍ତି ବହୁ ହେଭିଓ୍ବେଟ

ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ସବୁଠି ଲିଡ୍ କରୁଛି ବିଜେପି । ଏହାରି ଭିତରେ ଆରମ୍ଭ ହୋଗଲାଣି ପଞ୍ଚମ ରାଉଣ୍ଡ । ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଅନେକ ହେଭିଓ୍ବେଟ ନେତା ଫଛରେ ରହିଛନ୍ତି । ଏହାରି ଭିତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ରାଉଣ୍ଡ ସୁଦ୍ଧା…

ବଦଳିବ କି ଟ୍ରେଣ୍ଡ! ମୋଦୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜୟ ରାୟ: କଂଗ୍ରେସ କହିଲା ଏହା କେବଳ ଟ୍ରେଲର

ନୂଆଦିଲ୍ଲୀ: ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ। ଏହାରି ଭିତରେ ବିଜେପି ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ବାରାଣସୀ ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ।…

ଓଡିଶା ବିଧାନସଭାରେ ଟ୍ରେଣ୍ଡରେ ବିଜେପି,ଓଡ଼ିଶାରେ ବଦଳିପାରେ ସମୀକରଣ !

ଭୁବନେଶ୍ବର: ୨୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଏପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିଜେପିର ଆସନ: ଭୁବନେଶ୍ବର ଏକାମ୍ରରେ ବିଜେପି…