ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ, ୫ ଗୁରୁତର ଆହତ
କୋଲକାତା: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଯାଇଛି। କିନ୍ତୁ ଏହାରି ଭିତରେ ପଶ୍ଚିମବଙ୍ଗରେ ବିସ୍ଫୋରଣ ଘଟିଛି। ଦକ୍ଷିଣ ୨୪ ପରଗଣାର ଭାଙ୍ଗର ଅଞ୍ଚଳରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଇଏସଏଫର ଜଣେ ପଞ୍ଚାୟତ ସଦସ୍ୟଙ୍କ ସମେତ ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।…